ସେଲ୍ଫି ନେଇ ଫସିଲେ ଥାନା ଅଧିକାରୀ
ଭୁବନେଶ୍ୱର : ପୁରୀ ଜିଲ୍ଲା ଚନ୍ଦ୍ରଭାଗା ମେରାଇନ୍ ଥାନା ପୋଲିସ ଆଇ ଆଇ ସି ବୁଲୁ ମୁଣ୍ଡା ଙ୍କ ସହ ଜଣେ ହତ୍ୟା ଅଭିଯୁକ୍ତର ସେଲ୍ଫି ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳିସାହିରେ…
