Odia News Portal

ଆହୁରି ୧୦ ଟଙ୍କା ବଢିବ ପିଆଜ ଦର

ଭୁବନେଶ୍ୱର() ପୁଣି ବଢିବ ପିଆଜ ଦର । ପାଖାପାଖି ୬ରୁ ୧୦ ଟଙ୍କା ଦର ବଢିପାରେ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପିଆଜ ଆମଦାନୀ ହେଉଥିବା ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶରେ ବର୍ଷା ହେଉଥିବାରୁ ପିଆଜ ଦର ବଢୁଛି । ମାତ୍ର ଲୋକଙ୍କୁ ପିଆଜ…

ଲୋକଜନଶକ୍ତି ପାର୍ଟିର ସଭାପତି ହେଲେ ସାଂସଦ ଚିରାଗ ପାଶଓ୍ୱାନ୍

ନୂଆଦିଲ୍ଲୀ () ବିଜେପିର ସହଯୋଗୀ ଦଳ ଲୋକଜନଶକ୍ତି ପାର୍ଟିର ସଭାପତି ହୋଇଛନ୍ତି ସାଂସଦ ଚିରାଗ ପାଶଓ୍ୱାନ୍ (୩୭)। ଦଳର ପ୍ରତିଷ୍ଠାତା ତଥା ବିଦାୟୀ ସଭାପତି ରାମବିଳାସ ପାଶଓ୍ୱାନ (୭୩) ଆଜି ଏହା ଘୋଷଣା କରିଛନ୍ତି। ରାମବିଳାସ ପାଶଓ୍ୱାନଙ୍କ ପୁଅ ହେଉଛନ୍ତି ଚିରାଗ। ୨୦୦୦ ମସିହାରେ…

AIRTELର ବଡ ଘୋଷଣା, ୫୯୯ ରିଚାର୍ଜ କଲେ ଗ୍ରାହକଙ୍କୁ ମିଳିବ ୪ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ

ନୂଆଦିଲ୍ଲୀ() ଏୟାରଟେଲ ଗ୍ରାହକଙ୍କ ପାଇଁ ବଡ ଘୋଷଣା କରିଛି କମ୍ପାନି । ଏଣିକି ଗ୍ରାହକଙ୍କୁ ପ୍ରିପେଡ ପ୍ଲାନ୍ ସହ ଜୀବନବୀମା ମଧ୍ୟ ମିଳିବ । ଏୟାରଟେଲ ପକ୍ଷରୁ କୁହାଯାଇଛି ଯେ, ଦେଶରେ ସମସ୍ତ ଲୋକଙ୍କ ପାଖରେ ଏଯାଏଁ ଇନସ୍ୟୁରାନ୍ସ ପହଞ୍ଚିପାରିନି । ତେଣୁ ଏହି ପ୍ଲାନ୍ ଲଞ୍ଚ କରାଯାଇଛି ।…

ବାତ୍ୟାର ରୂପ ନେବ ଲଘୁଚାପ

ଭୁବନେଶ୍ୱର () ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସକାଳେ ବାତ୍ୟାରେ ପରିଣତ ହେବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଏହା ପୂର୍ବ…

ନାଡା ପକ୍ଷରୁ ୪ ବର୍ଷ ବାସନ୍ଦ ହେଲେ କେ. ରବି କୁମାର

ଭୁବନେଶ୍ବର : ଓଡିଆ ଭାରୋତ୍ତୋଳକ କେ. ରବି କୁମାର ଡୋପ୍ ଟେଷ୍ଟରେ ଧରାପଡିଛିନ୍ତି । ନ୍ୟାସନାଲ ଆଣ୍ଟି ଡୋଂପି ଏଜେନ୍ସ ବା ନାଡା ପକ୍ଷରୁ କେ.ରବିକୁମାରଙ୍କୁ ବାସନ୍ଦ କରାଯାଇଥିବା ସୂଚନା ରହିଛି । କେ. ରବିକୁମାର ୨୦୧୦ ରାଜ୍ୟଗୋଷ୍ଠୀ କ୍ରାଡାର ୬୯ କେଜି ବର୍ଗରେ ସୂର୍ଣ୍ଣ ପଦକ ଜିତିଥିଲେ ।…

ଘନୀଭୂତ ହେଉଛି ଲଘୁଚାପ, ୮ରୁ ହୋଇପାରେ ବର୍ଷା

ଭୁବନେଶ୍ବର : ଘନୀଭୂତ ହେଉଛି ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ । ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା । ୬ ଘଣ୍ଟା ଭିତରେ ଅବପାତର ରୂପ ନେବା ଆକଳନ କରାଯାଉଛି । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ…

‘ଅଚାନକ’ ଏବେ ବେଶ୍‍ ଲୋକପ୍ରିୟ

ଭୁବନେଶ୍ୱର : ଓଡିଆ ଶବ୍ଦ ‘ଅଚାନକ’ ଏବେ ଭାରି ଲୋକପ୍ରିୟ । ମନ୍ତ୍ରୀ ହୁଅନ୍ତୁ କିମ୍ବା ଅଫିସର ଯେଉଁଠାକୁ ଯାଉଛନ୍ତି ସେଠାରେ ତାଙ୍କର ଅଚାନକ ଗସ୍ତକୁ ନେଇ ଆଲୋଚନା । ଲୋକେ ଶାସନକଳର ଏଭଳି ଅଚାନକ ଗସ୍ତକୁ ଭୁରି ଭୁରି ପ୍ରଶଂସା କରିବା ସହିତ ଏହା ଜାରି ରଖିବାକୁ ବି ମତ ଦେଲେଣି ।…

ଗୋପାଳଜିଉ ମନ୍ଦିରରେ ଶ୍ରୀରାଧାଙ୍କ ଓଡିଆଣୀ ବେଶ ଓ ରାଧା ପାଦ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ : ଆଜି ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ…

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

ଭୁବନେଶ୍ୱର : ପ୍ରାୟ ସମସ୍ତେ ପିଆଜ ଖାଇବାକୁ ଭଲ ପା’ନ୍ତି। ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ତେବେ ଅନେକ ଲୋକଙ୍କର ପିଆଜ କାଟିବା ବେଳେ ଆଖି ପୋଡ଼ି ଥାଏ ଓ ଲୁହ ବି ବାହାରି ଥାଏ। ଆପଣ ବି ଏ ସମସ୍ୟାର ସମ୍ମୁଖୀନ ହୋଇଥିବେ। ତା’ହେଲେ ଏ ସମସ୍ୟାରୁ ମୁକ୍ତି ପାଇବାର ଉପାୟ କ’ଣ ? ଏନେଇ…

ପକେଟରେ ତୁଳସୀ ପତ୍ର ରଖନ୍ତୁ ଓ ଦେଖନ୍ତୁ କେମିତି ବଦଳୁଛି ଆପଣଙ୍କ ଭାଗ୍ୟ

ସାଧାରଣତଃ ତୁଳସୀ ଗଛର ଧାର୍ମିକ ମହତ୍ବ ଏବଂ ଔଷଧୀୟ ଗୁଣ ବିଷୟରେ ଆମେ ସମସ୍ତେ ଜାଣନ୍ତି। ଏହି ଗଛ ଘରେ ରହିବା ଶୁଭପ୍ରଦ ବୋଲି କୁହାଯାଏ। ହେଲେ ତୁଳସୀ ପତ୍ରକୁ ପକେଟ୍‌ରେ ରଖିବା ଦ୍ବାରା ମିଳୁଥିବା ଲାଭ ବିଷୟରେ ଆପଣ ଜାଣନ୍ତି କି? ଏହାଦ୍ବାରା ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ହୋଇଥାଏ। ତେବେ…