Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ ପାଇବାକୁ ଥିବା ଜିନିଷଟି ନ ପାଇ ନିରାଶ ହୋଇପାରନ୍ତି। ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କଚେରି ମାମଲାରେ…

ଏହି ସ୍ଥାନରେ ଆତ୍ମହତ୍ୟା କଲେ ମିଳେ ‘ବୀର’ର ମାନ୍ୟତା

ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ ଲୋକ ଚିନ୍ତାଗ୍ରସ୍ତ ରୁହନ୍ତି । ଅପରପକ୍ଷରେ ଏଠାରେ ଅଧିକ ଲୋକ କ୍ୟାନସରରେ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ଅନେକ…

ବାଲିଯାତ୍ରାରେ ସ୍ବତନ୍ତ୍ର ସେଲ୍ଫି ପଏଣ୍ଟ

କଟକ()  ଚଳିତ ବର୍ଷ କଟକ ବାଲିଯାତ୍ରାକୁ ଅଭୁଲା କରି ରଖିବା ପାଇଁ କଟକ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେବା ଆରମ୍ଭ କରିଛି । ଏଥର କଟକ ଜିଲ୍ଲା ପ୍ରଶାସନ ସେଲଫି ଲଭର୍ସଙ୍କ ପାଇଁ ପ୍ରସ୍ତୁତ କରୁଛନ୍ତି ସ୍ବତନ୍ତ୍ର ସେଲଫି ପଏଣ୍ଟ । ଫନି ବାତ୍ୟାରେ ବାଲିଯାତ୍ରା ପଡିଆରେ ଭାଙ୍ଗି ପଡିଥିବା ଗଛ…

ଭିନ୍ନକ୍ଷମଙ୍କ ପାଇଁ ପାଣ୍ଠି ସଂଗ୍ରହ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର  : ରେଡ୍ ସ୍ୱସ୍ତିକ ସୋସାଇଟି ଏକ ସ୍ୱୀକୃତିପ୍ରାପ୍ତ ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ କରିଆସୁଅଛି । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କୁ ସାହାଯ୍ୟ କରିବା ପରି ମହତ୍…

ଜିଲ୍ଲାର ସଫଳ ଗୋପାଳକ ମାନଙ୍କୁ ସମ୍ବର୍ଦ୍ଧନା

ଜଗତସିଂପୁର() ଆଜି ରାଜ୍ୟସ୍ତରୀୟ ଗୋ-ସମ୍ବର୍ଦ୍ଧନା ସପ୍ତାହ ଉଦଯାପନ ସମରୋହ ଅନୁÂିତ ହୋଇଥିଲା । ଜଗତସିଂପୁର ଠାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସମାରେହରେ ଯୋଗଦେଇ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳନରେ କିଭଳି ଆୟ ବୃଦ୍ଧି ହେବ ସେନେଇ ବିସ୍ତୃତ ଭାବରେ ଆଲୋକପାତ କରି ଜିଲ୍ଲାର…

ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଲା ଦୁର୍ବୃତ୍ତ

ତେଲେଙ୍ଗାନାରୁ ଆସିଲା ଅଭାବନୀୟ ଘଟଣା । ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲାପୁରମେଟା ତହସିଲ ଦାରଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରାଯାଇଛି ।  ଦକ୍ଷୀଣ ଭାରତ ରାଜ୍ୟ ତେଲେଙ୍ଗାନାରେ ଅପରାଧୀଙ୍କ ସାହସ ଏତେ ମାତ୍ରାରେ ବଢିଯାଇଛି କି, ପୋଲିସର ଡର କେଉଁ ଆଡେ ଚାଲିଯାଇଛି । ଗତ କିଛି ଦିନ ତଳେ ଜଣେ…

ଉଚ୍ଛେଦ ହେବ ସାଲିଆ ସାହି

ଭୁବନେଶ୍ୱର() ସାଲିଆ ସାହି ବସ୍ତି ଉଛେଦ ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ତେବେ ସାଲିଆ ସାହି ଭିତର ଦେଇ ତିନୋଟି ପ୍ରଶସ୍ତ ରାସ୍ତା ମୁଖ୍ୟ ରାସ୍ତାକୁ ଯୋଡିବ । ଗୋଟିଏ ଦୁଇଶହ ଫୁଟ୍ ର ରାସ୍ତା ନୟାପଲ୍ଲୀ ରୋଡ୍ ରୁ ବାହାରି ନାଲକୋ ଛକରେ ବାହାରିବ । ଅନ୍ୟ ଦୁଇଟି…

ଜଳବାୟୁ ପରିବର୍ତନ ଯୋଗୁ ୨୧୦୦ ସୁଦ୍ଧା ଅତ୍ୟଧିକ ଗରମ

ଭୁବନେଶ୍ୱର : ଯଦି ବର୍ତମାନର ହାରରେ ଗ୍ରିନ୍ହାଉସ ଗ୍ୟାସ ନିର୍ଗମନ ଚଳିତ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ଜାରି ରହିବ ତେବେ ଓଡ଼ିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ ଗୁଣା ବୃଦ୍ଧି ଘଟି ୨୧୦୦ ସୁଦ୍ଧା ୪୮.୦୫କୁ ବୃଦ୍ଧି ପାଇବ ବୋଲି ଅ।କଳନ କରାଯାଇଛି ଯାହା ୨୦୧୦ରେ ୧.୬୨ ରହିଥିଲା । ସମଗ୍ର…

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ୟ୍ୟା ହୋଇଥିଲେ ବିଶ୍ୱସୁନ୍ଦରୀ

ମୁମ୍ବାଇ () ଐଶ୍ୱର୍ୟ୍ୟା ନିଜର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ୟ୍ୟ ବ୍ୟତୀତ ଉତ୍ତମ ଆଚରଣକୁ ନେଇ ଦର୍ଶକଙ୍କ ହୃଦୟରେ ଆଜି ପର୍ୟ୍ୟନ୍ତ ରାଜ୍ କରୁଛନ୍ତି। ଯେଉଁଥି ପାଇଁ୧୯୯୪ ମସିହାରେ ସେ ବିଶ୍ୱସୁନ୍ଦରୀ ହୋଇଥିଲେ। କିନ୍ତୁ ସେ କେଉଁ ପ୍ରଶ୍ନର ଉତ୍ତର ଦେଇ ଏହି ସୌଭାଗ୍ୟ ଅର୍ଜନ କରିଥିଲେ ଜାଣନ୍ତି…

ପୁଣିଥରେ ବାହା ହେବେ ଏହି ହଟ ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ କରିସ୍ମା କପୁର ଆଜିକାଲି ବଲିଉଡରେ ଅଧିକ ନଜର ଆସୁନାହାନ୍ତି ସତ ହେଲେ ତାଙ୍କ ବ୍ୟକ୍ତିଗତ ଜୀବନ ଅଧିକାଂଶ ସମୟ ଚର୍ଚ୍ଚାରେ ଥାଏ। ଏବେ କରିସ୍ମା ନିଜ ବିବାହ ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି। ୨୦୦୩ ମସିହାରେ କରିସ୍ମାଙ୍କ ବିବାହ ସଞ୍ଜୟ କପୁରଙ୍କ ସହ ହୋଇଥିଲା।…