Odia News Portal

ଶ୍ରୀମନ୍ଦିରରେ ନିଯୁକ୍ତି ହେବେ ପୂର୍ଣ୍ଣକାଳୀନ ପ୍ରଶାସକ

ଭୁବନେଶ୍ୱର() ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାରେ ଶୁଣାଣୀ ସରି ମଧ୍ୟବର୍ତ୍ତୀକାଳିନ ରାୟ ଆସିଛି । ଶ୍ରୀମନ୍ଦିର ଲାଗି ଜଣେ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତ ରହିବେ । ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠରେ ପୁରୀ…

ରାଜ୍ୟର ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୫ ଓ ୬ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ…

ବିଧାୟିକାଙ୍କ ଗାଡି ଧକ୍କାରେ ଜଣେ ମୃତ

ଟାଙ୍ଗୀ() ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏକ ସ୍କୁଟିରେ ଛଇଳ ନିଜ ଦୁଇ ପିଲା ଓ ନଣନ୍ଦେଇଙ୍କ ସହ ବାପ ଘର ନାଚୁଣୀ ଫାଣ୍ଡି କୁମାଣ୍ଡଳ ଗାଁରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶଙ୍ଖେଇ ଯାଉଥିଲେ। ଏହି…

ଆଉ ୬ ଦୁର୍ନୀତିଖୋର ଚାକିରୀରୁ ହେଲେ ବିଦା

ଭୁବନେଶ୍ୱର() ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ୬ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ୫ ଜଣଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ମାସ…

ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସମ୍ବିତ ପାତ୍ର

ପୁରୀ : ବାତ୍ୟା ଫନି ସହାୟତା କୁ ନେଇ ଏବେ କ୍ଷତିଗ୍ରସ୍ତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଦଳୀୟ ଭିତିରେ ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର । ଏଥିନେଇ ଆଜି ଜିଲ୍ଲାପାଳଙ୍କ…

କେନାଲକୁ ଖସିଲା ଟାଟା ମେଜିକ : ୧୫ ଛାତ୍ରଛାତ୍ରୀ ଗୁରୁତର

କୋଣାର୍କ : କୋଣାର୍କ ଚାରିଛକ ଅମରେଶ୍ବର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବେକାନନ୍ଦ ସ୍କୁଲ ପିଲାମାନେ ଏକ ଟାଟା ମେଜିକ ଗାଡ଼ିରେ ସ୍କୁଲକୁ ଯାଉଥିବା ବେଳେ କୋଇଲି ନୂଆପଡା କେନାଲ ବନ୍ଧରୁ ଟାଟା ମେଜିକ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇଥିଲା। କେନାଲ ଭିତରେ ପାଣି ଥିବାରୁ ଭ୍ୟାନଟି…

ଯୌନ କେଳେଙ୍କାରୀ ମାମଲା: ଗିରଫ ହେଲେ ପ୍ରମୋଦ

କେନ୍ଦ୍ରାପଡା: ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ପ୍ରମୋଦଙ୍କ  ବଣିଆମାଳସ୍ଥିତ ବାସଭବନରୁ ଟାଉନ୍ ଥାନା ପୋଲିସ ଚଢ଼ାଉ କରି ତାଙ୍କୁ ଉଠାଇ ନେଇଥିଲା । କିଛି ଦିନ…

ଆଜି ମହାକାର୍ତ୍ତିକ ମାସର ଚତୁର୍ଥ ସୋମବାର : ଚଳଚଞ୍ଚଳ ଧବେଳଶ୍ବର ପୀଠ

ଆଠଗଡ଼ : କଟକ ଜିଲ୍ଲା  ଆଠଗଡ଼ ସ୍ଥିତ ଧବଳେଶ୍ବର ପୀଠରେ ମହାକାର୍ତ୍ତିକ ମାସର ଚତୁର୍ଥ  ସୋମବାର ନେଇ ଚଲଚଞ୍ଚଳ ହୋଇଉଠିଛି ବାବା  ଧବେଳଶ୍ବରଙ୍କ  ପୀଠ। ସୋମବାର ରେ ମହାପ୍ରଭୁ ଙ୍କୁ ଦର୍ଶନ କଲେ କୋଟିଜନ୍ମ ର ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସୂଚନାଯୋଗ୍ୟ ଯେ,  ବାବା ଧବଳେଶ୍ବରଙ୍କ…

ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ , ଜଣେ ଅଭିଯୁକ୍ତ ଅଟକ

ଭଦ୍ରକ : ଚାନ୍ଦବାଲି ବ୍ଲକ ବଡ଼ଓସ୍ତିଆ ପଂଚାୟତର ଜଣେ ନାବାଳିକା ଛାତ୍ରୀ ତାଙ୍କ ଭାଇଙ୍କ ସହ ଚାନ୍ଦବାଲିରୁ ଯାତ୍ରା ଦେଖି ଫେରୁଥିବା ସମୟରେ ଚାନ୍ଦବାଲି କଲେଜ ରୋଡ଼ ଫାୟାର ଷ୍ଟେସନ୍ ନିକଟରେ ୪ଜଣ ଯୁବକ ଛାତ୍ରୀଙ୍କ ଭାଇଙ୍କୁ ମାଡ଼ ମାରି ଛାତ୍ରୀଙ୍କୁ ଟେକି ନେଇ ଗଣ ଦୁଷ୍କର୍ମ କରିଛନ୍ତି ।…

ଅଢେଇ ବର୍ଷ ପାଇଁ ଠିକା ନିଯୁକ୍ତିକୁ ନେଇ ତନାଘନା

ଭୁବନେଶ୍ୱର : ଅବସର ପରେ ଠିକାରେ ୬ମାସ କାର୍ଯ୍ୟ କରିଥିଲେ । ଏହାପରେ ଠିକା ଚାକିରି କାଳକୁ ସରକାର ଏକାଥରକେ ୨ବର୍ଷ ୬ମାସ ପାଇଁ ବଢାଇ ଦେଇଛନ୍ତି । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କର ଠିକା ଚାକିରି ମିଆଦ ଏକା ଥରକେ ଅଢେଇ ବର୍ଷ ବୃଦ୍ଧି କରାଯିବା ରାଜ୍ୟ ପ୍ରଶାସନିକ ଇତିହାସରେ ବିରଳ ଘଟଣା…