Odia News Portal

ଆଜି ଘରେ ତିଆରି କରିବା, ଇଲିଶି ମାଛ ବାଟି ବସା

ଆବଶ୍ୟକ ସାମଗ୍ରୀ- ଇଲିଶି ମାଛ, କଞ୍ଚା ଲଙ୍କା, ଧନିଆ ପତ୍ର, ପିଆଜ, ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ, ତେଲ, ଲେମ୍ବୁ, ଅଦା-ରସୁଣ ପେଷ୍ଟ ଓ ସୋରିଷ ବଟା। ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଇଲିଶି ମାଛକୁ କାଟି ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ ଓ ଲୁଣ ଗୋଳେଇ…

ପୁଣି ଭଂଶାଲୀଙ୍କ ସହ ରଣବୀର ଓ ଦୀପିକା

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏବେ ଅନ୍ୟତମ ହିଟ୍‌ ଯୋଡ଼ି ହେଉଛନ୍ତି ରଣବୀର ସିଂହ ଓ ଦୀପିକା ପାଦୁକୋନ। ଏହି ଯୋଡ଼ିକୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ଏହି ହିଟ୍ ଯୋଡ଼ିକୁ ନେଇ ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏକ ଫିଲ୍ମ କରୁଥିବା ଜଣାପଡ଼ିଛି। ୨୦୧୮ରେ ‘ପଦ୍ମାବତ୍‌’ରେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା ..

ମେଷ - ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରି ଆପଣଙ୍କୁ ନିରୁତ୍ସାହିତ କରିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ , କାରଣ ଏହି ଦିଗପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବେ । ତଥାପି ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ଉତ୍ତର ଭୁବନେଶ୍ୱରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର :  ବିଜୁ ଜନତା ଦଳ ପକ୍ଷରୁ ସାରା ରାଜ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ଜୟ ପ୍ରକାଶ ନାରାୟଣ ଜୟନ୍ତୀ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ପଂଚାୟତ ସ୍ତରରେ ପହଂଚାଇବା  ପାଇଁ…

ଭାରତ ଓ ପାକର ଯୁଦ୍ଧ ହେଲେ ଏହି ଦେଶ ସହିବ ଅଧିକ କ୍ଷତି

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତନ ମୁହାଁମୁହିଁ ସ୍ତିତି ପଂହଚିଯାଇଛି । ଏମିତି କି ପାକିସ୍ତାନ ବାରମ୍ବାର ଯୁଦ୍ଧର ଧମକ ମଧ୍ୟ ଦେଉଛି । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ପ୍ରାୟ ୧୩ କୋଟି ଲୋକଙ୍କ ପ୍ରାଣ ଯିବ । ୨୦୨୫ ସୁଦ୍ଧା ଏହି ଯୁଦ୍ଧ ହେବ ବୋଲି…

ବଦଳିବ ରାଜଧାନୀ ଏକ୍ସପ୍ରେସର ରୂପରେଖା,ଦେଖନ୍ତୁ ଫଟୋ

ଭୁବନେଶ୍ୱର() ବଦଳିବ ରାଜଥାନୀ ଏକ୍ସପ୍ରେସର ରୂପରେଖା । ଭୁବନେଶ୍ୱରରୁ ବାହାରି ଦିଲ୍ଲୀଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଓଡିଆ କଳା ଓ ସଂସ୍କୃତିର ପ୍ରଚାର ହେବ । ଏଥିପାଇଁ କିଛିଦିନ ତଳେ ନାଲକୋ ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଆଜି ଏହି ଟ୍ରେନର…

ତିନି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଥମ ଥର ପାଇଁ ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଏହି ତିନି ଅଫିସର ହେଲେ ଅବକାରୀ ବିଭାଗର ଉପ-କମିଶନର ଦିଲ୍ଲୀପ କୁମାର ନାଗ ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ କୁମାର ବେହେରା ଏବଂ ଡିଏଫଓ ଶରତ ଚନ୍ଦ୍ର…

ଦୁଇ ଦିନରେ ୭୭ କୋଟି

ମୁମ୍ବାଇ()  ହ୍ରିତ୍ଵିକ୍ ରୋଶନ ଏବଂ ଟାଇଗର ଶ୍ରଫଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ୱାର ଅକ୍ଟୋବର ୨ରୁ ରିଲିଜ ହୋଇ ସାରିଛି। ଦୁଇ ଦିନରେ ଫିଲ୍ମଟି ଦମଦାର ଓପନିଂ କରିଛି । ଏହି ଫିଲ୍ମଟି ପ୍ରଡଥମ ଦିନରେ ୫୩.୩୫ କୋଟି ବ୍ୟବସାୟ କରିଥିଲା। ଦ୍ଵିତୀୟ ଦିନର ବ୍ୟବସାୟରେ ହ୍ରାସ ହୋଇଛି। ଫିଲ୍ମ ସମୀକ୍ଷକ…

ଏହି ଅଭିନେତ୍ରୀଙ୍କ ସହ କାମ କରିବେନି ସଲମାନ,କାହିଁକି ଜାଣନ୍ତୁ …

ମୁମ୍ବାଇ()   ଦବଙ୍ଗ୍ ଖାନ୍ ସଲ୍ମାନ୍ ‘ରାଧେ’ ନାଁରେ ଏକ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତା ବର୍ଷ ଇଦ୍କୁ ରିଲିଜ କରାଯିବାର ଯୋଜନା ଚାଲିଛି। ଇଦ୍କୁ ଦୃଷ୍ଟିରେ ରଖି ଫିଲ୍ମର ଶୁଟିଂ ଆରମ୍ଭ ହେବ। ଏହି ଫିଲ୍ମକୁ ନେଇ ଦୁଇଟି ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମ ହେଉଛି ଏହି ଫିଲ୍ମର ନାଁ…

ଏହିସବୁ ଜିଲ୍ଲାରେ ହେବ ଝଡବର୍ଷା

ଭୁବନେଶ୍ବର () ଆଜି ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର । ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ଆଶଙ୍କା ରହିଛି । ଜିଲ୍ଲାଗୁଡ଼ିକ ହେଲା…