Odia News Portal

ଲଞ୍ଚ ହେଲା Samsung Galaxy A70s ସ୍ମାର୍ଟଫୋନ୍‌, କ’ଣ ରହିଛି ଏଥିରେ ଜାଣନ୍ତୁ

ନୂଆଦିଲ୍ଲୀ : ସାମସଙ୍ଗ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍‌ Galaxy A70s ଲଞ୍ଚ କରିଛି ସାମସଙ୍ଗ Galaxy A70s ରେ କମ୍ପାନୀ ୬୪ ମେଗାପିକ୍ସେଲ୍‌ କ୍ୟାମେରା ଦେଇଛି । ଏହାସହିତ ଆପଣଙ୍କୁ କହିରଖୁଛୁ ଯେ, ସାମସଙ୍ଗର ଏହା ପ୍ରଥମ ଫୋନ୍‌ ଯେଉଁଥିରେ ୬୪ ମେଗାପିକ୍ସେଲ୍‌ କ୍ୟାମେରା ରହିଛି । ଏହି…

ରାତିରେ ଡେରିରେ ଶୋଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି , କାହିଁକି ପଢନ୍ତୁ …

ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ ବୋଲି ସମ୍ପ୍ରତି ମିସିଗାନ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାତି ୧୧ଟାରୁ ୧୨ ମଧ୍ୟରେ ଶୋଉଥିବା ଲୋକଙ୍କ ବୁଦ୍ଧିମତ୍ତାସ୍ତରରେ ୭୫ ପ୍ରତିଶତ ପର୍ୟ୍ୟନ୍ତ ବୃଦ୍ଧି ହେଉଥିବାବେଳେ ୧୨ରୁ ୧ଟା କିମ୍ବା ଏହାଠାରୁ…

ଏହି ମାସରେ ୧୧ଦିନ ବନ୍ଦ ରହିବ ବ୍ୟାଙ୍କ, ଆସନ୍ତୁ ଜାଣିବା ..

ନୂଆଦିଲ୍ଲୀ : ଯଦି ଆପଣ ବ୍ୟାଙ୍କ ସହ ଜଡ଼ିତ କୌଣସି କାମ ପାଇଁ ପୂର୍ବରୁ ପ୍ଲାନିଙ୍ଗ କରି ରଖିଛନ୍ତି ତେବେ ଏହାକୁ ଖୁବ୍ ଶୀଘ୍ର ସାରି ଦିଅନ୍ତୁ। ଦିପାବଳୀ ପାଇଁ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କ ୧୧ଦିନ ବନ୍ଦ ରହିବ। ସେଥିପାଇଁ ଯଦି ଆପଣଙ୍କର ଟଙ୍କାପଇସା କିମ୍ବା ବ୍ୟାଙ୍କ ସହ ଜଡ଼ିତ କିଛି…

ଏମ୍‌ସ ଡାକ୍ତରଙ୍କ ସହ ଆଲୋଚନା କଲେ ଏସ୍‌ସିବି ଡାକ୍ତରୀ ଟିମ୍

କଟକ : ଭଲନାହିଁ କାଳିଆର ସ୍ବାସ୍ଥାବସ୍ଥା । କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ଜଗା-କାଳିଆ । ଜଗା ସୁସ୍ଥ ଥିବାବେଳେ କାଳିଆର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଗତକାଲି କାଳିଆ ଅସୁସ୍ଥ ହେବାରୁ ତାକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା । ଏସସିବିର ସ୍ବତନ୍ତ୍ର ଡାକ୍ତରୀ ଟିମ୍…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ଉତ୍ତର-ପୂର୍ବ ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୯ ଓ ୩୦ ତାରିଖରେ ସମୁଦ୍ର…

ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ପ୍ରାର୍ଥୀ ଘୋଷଣା କରିଛନ୍ତି। ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ଆସନ୍ତା ୩୦ରେ ସେ ନାମାଙ୍କନ ଦାଖଲ କରିବେ। ଦୌଡରେ ଅନର୍କ ଆଶାୟୀ ଥିଲେ ମଧ୍ୟ ଶେଷରେ ରୀତା ସାହୁଙ୍କ ଉପରେ ମୋହର ମାରିଛନ୍ତି ସୁପ୍ରିମୋ। ସେପଟେ ନାମାଙ୍କନ…

ମନ୍ତ୍ରୀଙ୍କ ଆଚରଣରେ ଅତିଷ୍ଠ ହେଲେଣି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର : ରାଜ୍ୟର କେତେକ ମନ୍ତ୍ରୀଙ୍କ ଆଚରଣରେ ଏବେ ପ୍ରଶାସନିକ ଅଧିକାରୀମାନେ ଅସନ୍ତୁଷ୍ଟ । କିଛି ବିଭାଗୀୟ ସଚିବ ନିଜଆଡୁ ବଦଳି ପାଇଁ ଲାଗିଥିବା ଜଣାପଡିବା ପରେ ଏହି ଘଟଣା ପଦାକୁ ଆସିଛି । ତେବେ ମନ୍ତ୍ରୀ କିମ୍ବା ସଚିବ କେହି ଏ ସଂକ୍ରାନ୍ତରେ ମୁହଁ ଖୋଲୁ ନାହାନ୍ତି । ଲୋକସଭା ଭବନରେ…

ପୁଣି କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର, ଜଣେ ଅପରାଧୀ ଗୁରୁତର, ୪ ଫେରାର

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି । ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ…

ଜାଣନ୍ତୁ କେଉଁ ବାରରେ କ’ଣ କିଣିବା ଭଲ …

ବେଳେ ବେଳେ ଆମ ପସନ୍ଦର ପୋଷାକଟି ଚୋରି ଗଲେ ମନକୁ ଭାରି ବାଧେ। ହେଲେ ଜାଣନ୍ତି, କ’ଣ ପାଇଁ ପୋଷାକ ଚୋରି ହୁଏ। ଏହି ପ୍ରଶ୍ନକୁ ଆପଣ ଅତି ସାଧାରଣ ଭାବି ହସିପାରନ୍ତି । ହେଲେ ପୋଷାକ କିଣିବାର ସମୟ ରହିଛି ବୋଲି ଜ୍ୟୋତିଷ ଶାସ୍ତ୍ର କୁହେ। ପ୍ରାୟ ସମସ୍ତଙ୍କୁ ଶପିଂ କରିବାକୁ ଭଲ ଲାଗେ। ଖାସ୍‌…

ସବୁବେଳେ ଅଦା ଚା’ ପିଉଛନ୍ତି କି ? ସାବଧାନ୍ ! ଭୋଗିପାରନ୍ତି ଏ ସବୁ ସମସ୍ୟା

ଭୁବନେଶ୍ୱର : ଦେଶର ପ୍ରାୟ ୭୫ ପ୍ରତିଶତ ଲୋକେ ଚାହା ପିଇବାକୁ ପସନ୍ଦ କରନ୍ତି। ଆଉ ବିଶେଷ କରି ଅଦା ଚାହା ପିଇବାକୁ ବେଶି ପସନ୍ଦ କରନ୍ତି। ସେ ଶୀତ ୠତୁ ହେଉ ବା ବର୍ଷା ୠତୁ ଅଦା ଚା’ କପେ ପିଇଦେଲେ ପୂରା ଫ୍ରେଶ୍‌ ଲାଗିଥାଏ। କୁହାଯାଏ ଏହି ଚାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍‌ ଭଲ। ଏହା ଥଣ୍ଡା…