ଆଜି ଶନିବାର ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ …
ଭୁବନେଶ୍ୱର : ଶାସ୍ତ୍ର ଅନୁସାରେ ଶନିବାର ଦିନଟିକୁ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କର କୁଣ୍ଡଳୀରେ ଶନିଦୋଷ ରହିଛି, ତେବେ ଶନିଙ୍କର ବ୍ରତ କରିବା ପାଇଁ ଜ୍ୟୋତିଷ ମତ ଦେଇଥା’ନ୍ତି। କୁହାଯାଏ ଯେ, ଶନିଦେବ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ଭଲ ଫଳ ଓ ଖରାପ…
