Odia News Portal

ପାଣି ପିଇବା ବାହାନାରେ ନାବାଳିକାଙ୍କୁ ଦୁଷ୍କର୍ମ

ଜୋରିମାନା ଦେଇ ନ ପାରିବାରୁ ବନ୍ଧା ହେଲେ ଦୁଷ୍କର୍ମ କାରି ଘୁ. ଉଦୟଗିରି : କନ୍ଧମାଳ ଜିଲା ଅଧୀନସ୍ଥ ରାଇକିଆ ଥାନା ଅଞ୍ଚଳରେ ସପ୍ତମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।ଏହି ଅଭିଯୋଗରେ ଅଭିଯୁକ୍ତକୁ ଗୁରୁବାର ପୁଲିସ ଗିରଫ କରିଛି। ଏହା ସହ ଘଟଣାକୁ…

୪୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ

କଳାହାଣ୍ଡି : ରେଳ ଫାଟକ ବନ୍ଦ ଯୋଗୁଁ ୪୫ ମିନିଟ୍ ଅଟକି ରହିଲା ଆମ୍ବୁଲାନ୍‌ସ ।ଫଳରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆଖି ବୁଜିଲା ଗୁରୁତର ନାବାଳିକା ।କଳାହାଣ୍ଡି କେସିଙ୍ଗା ରେଳ ଲାଇନ୍ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । ହେଲେ ଦାବି ପୂରଣ ହେଉନଥିବାରୁ…

ଏହି ଅଭିନେତ୍ରୀ ମାନେ ରାଗଲେ ମଧ୍ୟ ବହୁତ ହଟ୍‌ ଲାଗନ୍ତି, କିଏ କିଏ ଆସନ୍ତୁ ଜାଣିବା …

ମୁମ୍ବାଇ : ବଲିଉଡ ଅଭିନେତ୍ରୀଙ୍କର ସମଗ୍ର ବିଶ୍ବରେ କୋଟି କୋଟି ଫ୍ୟାନ୍ସ ଅଛନ୍ତି। ତେବେ ଜାଣନ୍ତି ଏହି ୬ ଜଣ ଅଭିନେତ୍ରୀଙ୍କ ବିଷୟରେ ଯିଏ ରାଗଲେ ମଧ୍ୟ ବହୁତ ହଟ୍‌ ଲାଗନ୍ତି। ୧- ଦୀପିକା ପାଦୁକୋଣ ବଲିଉଡର ସୁପରଷ୍ଟାର ଦୀପିକା ୧୯୮୬ ମସିହା ଜାନୁଆରୀ ମାସ ୫ତାରିଖରେ ଜନ୍ମ ହୋଇଥିଲେ ।…

ଡମାହାଣ୍ଡି ନିକଟରେ ୧୦୮ ଆମ୍ବୁୁଲାନସ ଦୁର୍ଘଟଣାଗ୍ରସ୍ତ

ନୟାଗଡ : ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା  । ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ…

ପାଟ୍ରୋଲିଂ ବେଳେ ଆଳି ପୋଲିସକୁ ଆକ୍ରମଣ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ ପୂଜା ଭସାଣୀ ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଆଳି ପୋଲିସ ଗାଡିକୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ଫଳରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ…

ସୁନାଠୁ ବି ମହଙ୍ଗା ଏହି ଗଛର ତେଲ

କୌଣସି ତେଲ ସୁନାଠୁ ମହଙ୍ଗା ହୋଇପାରେ, ଏହା କେହି ଭାବି ନଥିବେ। ମାତ୍ର ଏହା ସତ। କୌଣସି ଅସାଧାରଣ ଗଛ ନୁହେଁ, ସାଧାରଣ ଅଗୁରୁ ଗଛର ତେଲ ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ୍‌। ଏଣୁ ଏହାକୁ ତରଳ ସୁନା ମଧ୍ୟ କୁହାଯାଏ। ଅଗୁରୁ ଏକ ସୁଗନ୍ଧ କାଠ ଯାହାର ବ୍ୟବହାର ଧୂପବତୀ, ଅତର ଆଦିରେ କରାଯାଏ।…

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ

ରିଲିଜ୍‌ ହେଲା ‘ଓ୍ଵାର’ ଫିଲ୍ମର ପ୍ରଥମ ଗୀତ । ଗୀତରେ ହ୍ରିତିକ୍‌ ରୋଶନ ଓ ବାଣୀ କପୁରଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଗୀତକୁ ଗାଇଛନ୍ତି ଅରଜିତ୍‌ ସିଂହ ଓ ଶିଳ୍ପା ରାଓ । ଏହି ଗୀତ ହନି ସିଂହଙ୍କ ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା ଭଳି ହୋଇଥିବା କୁହାଯାଉଛି । ହ୍ରିତିକ୍‌ ଓ…

ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଲେ ଏହି କ୍ରିକେଟର, ଖୁବ୍ ଶୀଘ୍ର ବିବାହ

ନୂଆଦିଲ୍ଲୀ : ଭାରତୀୟ ଯୁବତୀଙ୍କୁ ନିଜ ମନ ଦେଇଥିବା ଏହି ଅଷ୍ଟ୍ରେଲିଆ କ୍ରିକେଟର ଜଣଙ୍କ ହେଉଛନ୍ତି ଅଲରାଉଣ୍ଡର ଗ୍ଳେନ୍ ମାକ୍ସୱେଲ୍ । ଗ୍ଳେନ୍ ଗତ ଦୁଇ ବର୍ଷ ହେବ ଜଣେ ଭାରତୀୟ ଯୁବତୀଙ୍କୁ ଡେଟ୍ କରୁଛନ୍ତି । ଏହି ଭାରତୀୟ ଯୁବତୀ ଜଣଙ୍କ ହେଉଛନ୍ତି ବିନି ରମନ୍ । ଯାହାଙ୍କୁ ଖୁବ୍ ଶୀଘ୍ର…

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

ଭୁବନେଶ୍ୱର : କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି ମୂଷା ଏବଂ ଚୁଚୁନ୍ଦ୍ରା ଘୋଡ଼ା ନ…

ପୂର୍ବରୁ ଏମିତି ଥିଲେ, ଏବେ ବଦଳିଗଲାଣି ଏହି ଅଭିନେତ୍ରୀଙ୍କ ଚେହେରା

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଥିବାବେଳେ ଫ୍ୟାନ୍‌ମାନଙ୍କ ପାଇଁ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ସୋସିଆଲ ମିଡିଆରେ ଏମିତି ଏକ ଫଟୋ ଶେୟାର କରିଛନ୍ତି, ଯାହା ବର୍ତ୍ତମାନର ନୁହେଁ। କିଛିଦିନ ତଳର। ଏଥିରେ ସେ ଖୁବ୍‌ ମୋଟି ଦେଖାଯାଉଛନ୍ତି। ସାରା…