Odia News Portal

ଆଝାରୁଦ୍ଦିନ୍‌ଙ୍କ ପୁଅଙ୍କୁ ଡେଟ୍‌ କରୁଛନ୍ତି ସାନିଆ ମିର୍ଜାଙ୍କ ଭଉଣୀ

ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଭଉଣୀ ଅନମ୍‌ ମିର୍ଜା ନିଜ ରିଲେସନ୍‌ଶିପକୁ ନେଇ ଚର୍ଚ୍ଚାରେ ଅଛନ୍ତି। କଥାଟି ହେଲା, ଅନମ୍‌ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ୟାପଟେନ୍‌ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ପୁଅ ଅସଦ୍‌ଙ୍କୁ ଡେଟ୍‌ କରୁଛନ୍ତି। ଏହି କପୁଲ୍‌ ପ୍ରାୟ ସମୟ ନିଜ ଡେଟ୍ସର ଫଟୋ…

ଆସନ୍ତୁ ଜାଣିବା, ଶରୀରର ଏହିସବୁ ଜାଗାରେ କଳାଜାଈ ଥିଲେ ହୋଇଥାଏ ଅତି ଶୁଭ

ସମୁଦ୍ର ଶାସ୍ତ୍ରରେ ଶରୀରରେ ଥିବା କଳାଜାଈର ମହତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏଥିରେ ଶରୀରରେ ନାଲିଜାଇ ରହିଲେ ଶୁଭ ବୋଲି କୁହାଯାଇଥିବା ବେଳେ, କଳାଜାଇର ଉପସ୍ଥିତି ଶରୀରରେ ଉଭୟ ଶୁଭ ଓ ଅଶୁଭ ବୋଲି ବର୍ଣ୍ଣନା ହୋଇଛି। ତେବେ ଆସନ୍ତୁ ଜାଣିବା ଶରୀରର କେଉଁ ସ୍ଥାନରେ କଳାଜାଈ ରହିବା ଶୁଭ…

ଭାଗ୍ୟଶାଲୀ ଲୋକଙ୍କୁ ମିଳିଥାଏ ଏହି ୪ଟି ଗୁଣ ବିଶିଷ୍ଟ ସ୍ତ୍ରୀ, ଯାହାଦ୍ୱାରା ବଦଳିଯାଇଥାଏ ସ୍ୱାମୀଙ୍କର ଭାଗ୍ୟ

ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କର ମାନ୍ୟତା ଦିଆଯାଇଛି । ଏତିକି ନୁହଁ ଯେବେ କୌଣସି ମହିଳା ବିବାହ କରି ନିଜ ସ୍ୱାମୀ ସହିତ ବନ୍ଧନରେ ବାନ୍ଧି ହୋଇଗଲେ ତେବେ ସେ ତାଙ୍କର ଅର୍ଦ୍ଧାଙ୍ଗିନୀ ହୋଇଯାଉଛି । ଗରୁଡ ପୁରାଣରେ ସ୍ତ୍ରୀ ମାନଙ୍କ ବିଷୟରେ କୁହାଯାଇଛି କି, ଯେଉଁ ମହିଳାଙ୍କ ପାଖରେ…

ଫରଚ୍ୟୁନ ଇଣ୍ଡିଆ ତାଲିକାରେ ସ୍ଥାନ ପାଇଲେ ଅନୁଷ୍କା, ଏହି ଅଭିନେତା ଉଡାଇଲେ ମଜାକ୍‌

ବମ୍ବେ : ଫରଚ୍ୟୁନ ଇଣ୍ଡିଆ ୨୦୧୯ ତାଲିକାରେ ସ୍ଥାନ ପାଇଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ସବୁଠାରୁ ଶକ୍ତିଶାଳୀ ମହିଳା ତାଲିକାରେ ୫୦ ଜଣଙ୍କ ମଧ୍ୟରେ ଅନୁଷ୍କା ୩୯ ସ୍ଥାନରେ ରହିଛନ୍ତି। ଏହି ଲିଷ୍ଟରେ ସାମିଲ ହୋଇଥିବା ମହିଳାମାନଙ୍କ ମଧ୍ୟରେ ସବୁଠାରୁ କମ୍‌ ବୟସ୍କା ହେଉଛନ୍ତି…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜି ସକାଳୁ ସକାଳୁ ଆକସ୍ମିକ ଭାବରେ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି…

୧ରୁ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ,ନହେଲେ ଗଣିବେ ଟଙ୍କା

ଭୁବନେଶ୍ବର ()  ଅକ୍ଟୋବର ଏକ ତାରିଖରୁ ଦୁଇ ଚକିଆ ଓ ତିନି ଚକିଆ ଯାନ ସହ ସମସ୍ତ ଯାନ ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ ବୋଲି ପରିବହନ ବିଭାଗ ଏ ନେଇ ଏକ ଟ୍ୱିଟ କରିଛନ୍ତି । ପ୍ରଦୂଷଣ ଯାଂଚ ପ୍ରମାଣପତ୍ର ଉବଲବ୍ଧ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

ଫୋନରେ ପ୍ରଥମେ ହେଲୋ କାହିଁକି କୁହାଯାଏ

ଫୋନ୍ ଆସିଲେ ବା ଫୋନ୍ କଲେ ସମସ୍ତେ ପ୍ରଥମେ ହେଲୋ କୁହନ୍ତି। ତେବେ ଏହି ଶବ୍ଦର ବ୍ୟବହାର କାହିଁକି କରାଯାଏ! ଏହି ନାଁ ବୈଜ୍ଞାନିକ ଗ୍ରାହମ ବେଲଙ୍କ ପ୍ରେମିକାଙ୍କର ଥିଲା। ତାଙ୍କ ପୁରା ନାଁ ହେଉଛି ମାରଗ୍ରେଟ ହେଲୋ। ଗ୍ରାହମ ବେଲ ତାଙ୍କୁ ପ୍ରେମରେ ହେଲୋ ଡାକୁଥିଲେ। ଟେଲିଫୋନ୍ର ଆବିଷ୍କାର…

‘ମୋନାଲିସା’ ପେଣ୍ଟିଂ ଏତେ ଭିନ୍ନ କାହିଁକି, ଜାଣନ୍ତୁ

ବିଶ୍ୱରେ ଯେତେ କଳାକୃତି ଅଛି ଏଥିରେ ଏକ ପେଣ୍ଟିଂ ‘ମୋନାଲିସା’କୁ ଖୁବ୍ ଦୁର୍ଲଭ କୁହାଯାଏ । ପେଣ୍ଟିଂ କୁ ଦେଖିବାକୁ ପ୍ରତ୍ୟହ ଦେଶବିଦେଶରୁ ଛୁଟି ଆସୁଛନ୍ତି ଲୋକେ। ୩୦ ଇଞ୍ଚରେ ୨୧ ଇଞ୍ଚର ଏହି ପେଣ୍ଟିଂଟି ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡ ଦା ଭିନ୍ସିଙ୍କ କୃତି। ଏହି ପେଣ୍ଟିଂଟିକୁ ୧୫୦୩-୧୫୦୬…

ପୁଣି ରାଜଧାନୀରେ ରଙ୍ଗୀନ ହେବ ରାତି

ଭୁବନେଶ୍ବର ପୁଣି ରାଜଧାନୀରେ ଖୋଲିବ ଡ୍ୟାନ୍ସ ବାର୍ । ୭ଟି ଡ୍ୟାନ୍ସବାରକୁ ଅବକାରୀ କମିଶନର ଅନୁମତି ଦେଇଛନ୍ତି । ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍…

ଏହି ଜେଲରେ ଜଣେ କଏଦୀ ପାଇଁ ଖର୍ଚ୍ଚ ହୁଏ ୯୩ କୋଟି

କ୍ୟୁବାରେ ଏମିତି ଏକ ଜେଲ୍ ଅଛି ଯେଉଁଠି ଜଣେ କଏଦୀ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ଏଥିପାଇଁ ସେଠାର ଜେଲ୍ ବିଶ୍ବର ସବୁଠୁ ବଡ ଜେଲ୍ ବୋଲି କୁହାଯାଏ। ଏହି ଜେଲର ନାଁ ହେଉଛି ଗୁଆତନାମୋ ବେ କାରାଗାର(Guantanamo Bay Jail)। ଏହି ଜେଲରେ ୨ଟି ଗୁପ୍ତ ମୁଖ୍ୟାଳୟ ଓ ତିନୋଟି…