Odia News Portal

ନେଲପଲିସ୍‌ ଛଡ଼ାଇବା ପାଇଁ ଏହି ଘରୋଇ ଉପାୟ, ଆବଶ୍ୟକ ପଡ଼ିବନି ରିମୁଭର

ଭୁବନେଶ୍ବର : ଝିଅମାନେ ସବୁବେଳେ ଟିପ୍‌ଟପ୍‌ ରହିବାକୁ ପସନ୍ଦ କରିଥାନ୍ତି। କେଶସଜ୍ଜା, ଡ୍ରେସ୍‌, ଚପଲ ସବୁ ଜିନିଷ ଉପରେ ସେମାନେ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏମିତି କି କେଉଁ ଡ୍ରେସ ସହ କେଉଁ ଚପଲ ମ୍ୟାଚ୍‌ କରିବ କେଉଁ ହେୟାର ଷ୍ଟାଇଲ୍‌ ଭଲ ଲୁକ୍‌ ଦେବ ସେ ସବୁ ଦିଗ ପ୍ରତି ଝିଅମାନେ ଧ୍ୟାନ…

ମହାଦେବଙ୍କୁ ଭୁଲରେ ବି ଅର୍ପଣ କରନ୍ତୁ ନାହିଁ ଏହି ସବୁ ଜିନିଷ

ଭୁବନେଶ୍ୱର : ମନରେ ଶ୍ରଦ୍ଧା ଓ ଭକ୍ତି ଥିଲେ ମହାଦେବ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। ଆମେ ଭକ୍ତିର ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ଅଜାଣତରେ ଏପରି କିଛି ଜିନିଷ ତାଙ୍କୁ ଅର୍ପଣ କରି ଦେଉ ଯାହାକି ତାଙ୍କର ପ୍ରିୟ ନୁହେଁ। ଆଜି ଆସନ୍ତୁ ଜାଣିନେବା କେଉଁ ସବୁ ଜିନିଷ ଦେବ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବା ସଙ୍ଗକୁ ନିଜ ପରିସରରୁ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ । ଆପଣଙ୍କ ଉପସ୍ଥିତି ବୁଦ୍ଧି ଓ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିପାରେ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ…

ଜାଣନ୍ତୁ PAYTMର ଫୁଲ ଫର୍ମ

ଭୁବନେଶ୍ୱର() ଆଜିକାଲି ପଇସା ପାଇଁ ବାରମ୍ବାର ବ୍ୟାଙ୍କ ଯିବାକୁ ପଡୁନାହିଁ । ଆମ ଜୀବନ ସହଜ ଓ ସରଳ କରିବା ପାଇଁ ଆମେ ଅନେକ ଆପ ଦ୍ୱାରା ଟଙ୍କା ନେଣଦେଣ କରୁଛୁ । ଏକ ରିସର୍ଚରୁ ଜଣାପଡିଛି ଭାରତରେ ସର୍ବାଧିକ ଲୋକ PAYTM ବ୍ୟବହାର କରୁଛନ୍ତି । ହେଲେ ଆପଣ ଜାଣିଛନ୍ତି PAYTM ର ଫୁଲ ଫର୍ମ କଣ ।…

ସିଂହଦ୍ୱାର ଠାରେ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା ଶୀର୍ଷକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ପୁରୀ : ଭାରତର ୪ଟି ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ଧାମ ସ୍ବତନ୍ତ୍ର। ମହାପ୍ରଭୁଙ୍କ ସେବା, ପୂଜା, ଯାନୀଯାତ୍ରା ଓ ପର୍ବ ପର୍ବାଣୀରେ ରହିଛି ଅନନ୍ୟ ଆକର୍ଷଣ। ଏଥିପାଇଁ ସାରା ବିଶ୍ବରୁ ଶ୍ରଦ୍ଧାଳୁଙ୍କ ଆଗମନ ବର୍ଷ ସାରା ଶ୍ରୀମନ୍ଦିରକୁ ଲାଗି ରହିଥାଏ। ତେବେ ଏହି ଆଧ୍ୟାତ୍ମିକ ପରିବେଶକୁ ପରିପୃଷ୍ଟ…

ବିଜେଡିକୁ ସମର୍ଥନ ଦେବେ ଅଶୋକ

ବରଗଡ() ବିଜେପୁର ନିର୍ବାଚନ ପୂର୍ବରୁ ବିଜେପି ଛାଡିଥିବା ଅଶୋକ ପାଣିଗ୍ରାହୀ ବିଜେଡିକୁ ସମର୍ଥନ ଦେବେ ବୋଲି ସୂଚନା ଦେଇଛନ୍ତି ।ନିଜର ସମର୍ଥକଙ୍କ ସହ କଥାବାର୍ତ୍ତା ହେବା ପରେ ସେ ଏପରି ନିଷ୍ପତି ନେଇଥିବା କଥା ସୂଚନା ଦେଇଛନ୍ତି । ଅଶୋକ ୨୦୧୮ ଉପନିର୍ବାଚନରେ ବିଜେପୁରରୁ ବିଜେପିର ଦଳୀୟ…

ମଦ ପାଇଁ ଅଭିନୟଠାରୁ ଦୂରେଇ ରହିଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ() ଅଭିନେତ୍ରୀ ଶ୍ରୁତି ହାସନ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ହେବା ସହ ବଲିଉଡ୍ ସିନେମାରେ ମଧ୍ୟ କାମ କରିସାରିଛନ୍ତି। ନିକଟରେ ଶ୍ରୁତି ଏମିତି କିଛି କହିଛନ୍ତି, ଯାହା ଶୁଣି ସିନେପ୍ରେମୀ ତଥା ତାଙ୍କ ପ୍ରଶଂସକମାନେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। ଏକଦା ଶ୍ରୁତିଙ୍କର ମଦ…

ଗିରଫ ହେବେ ଅମୀଷା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ଗିରଫ ହେବେ ବଲିଉଡ ଅଭିନେତ୍ରୀ ଅମୀଷା ପଟେଲା ଅମୀଷାଙ୍କ ବିରୋଧରେ ରାଞ୍ଚିର ଏକ କୋର୍ଟ ଗିରଫ ପର୍ୱାନା ଜାରି କରିଛନ୍ତି। ତାଙ୍କ ବିରୋଧରେ ପ୍ରଯୋଜକ ଅଜୟ କୁମାର ଚେକ୍ ବାଉନ୍ସ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଫିଲ୍ମ ‘ଦେଶୀ ମ୍ୟାଜିକ୍’ ପାଇଁ ଅମୀଷାଙ୍କୁ ୩ କୋଟି…

ମୌସୁମୀ ଫେରାର

ଭୁବନେଶ୍ୱର() ଆସନ୍ତାକାଲି ଠାରୁ ମୌସୁମୀ ଫେରାର ହେବା ବୋଲି ସ୍ପଷ୍ଟ ହୋଇ ଯାଇଛି । ବର୍ଷକ ପର୍ଯ୍ୟନ୍ତ ତାକୁ ଆଉ ଦେଖିବାକୁ ମିଳିବ ନାହିଁ କିମ୍ବା ତାର ସତ୍ତା କେହି ଅନଚଭବ ମଧ୍ୟ କରିପାରିବେ ନାହିଁ । ଏକଥା କହିଛନ୍ତି ମୌସୁମୀ ସମ୍ପର୍କରେ ଟିକିନିକ ଖବର ରଖୁଥିବା ଲକ୍ଷ୍ମୀକାନ୍ତ ଗିରି । ସେ…

ସିଡିଏମଓ ସସପେଣ୍ଡ, ଜିଲ୍ଲାପାଳଙ୍କୁ କୈଫିୟତ ତଲବ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଚରମ ଅବହେଳା ପଦର୍ଶନ କରିବା ଅଭିଯୋଗରେ ରାଜ୍ୟ ସରକାର ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କୈଫିୟତ ତଲବ କରିବା ସହିତ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକସôା ଅଧିକରୀ ପଙ୍କଜ ପଟେଲଙ୍କୁ…