Odia News Portal

ହଠାତ ଜୁଇରୁ ଉଠିଲା ଶବ, ତାପରେ କଣ ହେଲା ଜାଣନ୍ତୁ

ଭଞ୍ଜନଗର() ଅନ୍ତିମ ସଂସ୍କାର ବେଳେ ଜୁଇରୁ ଉଠିଲା ଶବ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ହରିପୁର ଗାଁରେ । ହରିପୁର ଗାଁର ସିମାଞ୍ଚଳ ମଲିକ ନାମକ ଜଣେ ବ୍ୟକ୍ତି ଗତ ଦୁଇ ଦିନ ତଳେ ଛେଳି ଚରାଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସିମାଞ୍ଚଳଙ୍କୁ ଅଚେତ୍ ଅବସ୍ଥାରେ…

କାହିଁକି ମୋଦିଙ୍କ ମା’ଙ୍କୁ ଭେଟିଲେ ରାଷ୍ଟ୍ରପତି

ଅହମଦାବାଦ () ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ । ଏହି ଅବସରରେ ଗାନ୍ଧିନଗର ସ୍ଥିତ ରାୟସନ ଗାଁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କୁ ଭେଟିଛନ୍ତି କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ।…

ସୁନ୍ଦରଗଡ଼ରେ ‘ଫାଇଭ୍-ଟି’ ସଚିବ

ସୁନ୍ଦରଗଡ଼() ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ପରିଦର୍ଶନ କରିଛନ୍ତି ପାଣ୍ଡିଆନ୍ । ଡାକ୍ତରଖାନାରେ କିଭଳି ସେବା ମିଳୁଛି ସେନେଇ ରୋଗୀଙ୍କ ସହ ଆଲୋଚନା କରିଛନ୍ତି ‘ଫାଇଭ୍ ଟି’ ସଚିବ । ପାଣ୍ଡିଆନଙ୍କ ସହ ରାଜ୍ୟ…

ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ଵିଟ୍

ଭୁବନେଶ୍ବର : ଜାପାନରେ ସାମୁଦ୍ରିକ ଝଡ଼ ହଗିବିସ୍‌କୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟ୍ଵିଟ୍ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାପାନ ସରକାରଙ୍କ ସହ ଓଡ଼ିଶା ଛିଡ଼ା ହୋଇଛି । ଜାପାନର ଲକ୍ଷ ଲକ୍ଷ ଲୋକଙ୍କ ସୁରକ୍ଷା ପାଇଁ ଆମେ ପ୍ରାର୍ଥନା କରୁଛୁ । ପ୍ରତିଟି ଜୀବନ ମୂଲ୍ୟବାନ, ଆମେ ସମସ୍ତେ…

ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

କଟକ: କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ ହୋଇଛି । ଜିତୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଆହତ ଜିତୁକୁ SCB ମେଡ଼ିକାଲରେ ଭର୍ତ୍ତି କରାଯାଇଛି

୧୨ ମହିଳା ଲୁଟେରା ଅଟକ

କଳାହାଣ୍ଡି : କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନରେ ତପସ୍ୱିନୀ ଟ୍ରେନ ସମ୍ବଲପୁର ରାୟଗଡା ଟ୍ରେନ ରେ ବଲାଙ୍ଗୀର ରୁ ଆସୁଥିବା ମହିଳା ଯାତ୍ରୀ ଙ୍କୁ କେସିଙ୍ଗା ଷ୍ଟେସନ ରେ ଗହଣା ଥିବା ଭେନିଟି ବେଗ କୁ ଲୁଟ କରୁଥିବାବେଳେ କେସିଙ୍ଗା ପୋଲିସ ଦ୍ୱାରା ୧୨ ମହିଳା ଲୁଟେରା ଙ୍କୁ ଅଟକ ରଖାଯାଇ…

ବିରଳ ପ୍ରଜାତିର ସାପ ଉଦ୍ଧାର

ଭଦ୍ରକ : ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର । ସାପର ଲମ୍ବ ପାଖାପାଖି ୪ ଫୁଟ ହେବ ବୋଲି ଜଣାପଡିଛି । ଗାଁର ଯୋଗେଶ ଦାସଙ୍କ ବାଡିରୁ ଏହି ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।  ସାପଟିକୁ ଦେଖିବାକୁ ଯୋଗେଶଙ୍କ ବାଡ଼ି ପଛପଟେ ସ୍ଥାନୀୟ ଅଞ୍ଚଳରେ ଅନେକ…

କାର ଓ ଟ୍ରକ ଧକ୍କାରେ ୫ଗୁରୁତର

ଭଦ୍ରକ : କାର ଓ ଟ୍ରକ ଧକ୍କାରେ ୫ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ କାରକୁ ପିଟିଛି ଆଳୁ ବୋଝେଇ ଟ୍ରକ। କାରରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଯାତ୍ରୀ ମାନେ…

ବିଜେପି ପାଇଁ ବିଜେପୁର ଶୁଭଙ୍କର ହେଉନି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ମଇଦାନରେ ବିଜେପି ତାହାର ସମସ୍ତ ଶକ୍ତି ଖଟାଇଥିବାବେଳେ ଏହି ବିଧାନସଭା ଆସନଟି କିନ୍ତୁ ଦଳ ପାଇଁ ଶୁଭଙ୍କର ହେଉନାହିଁ । ସମସ୍ତ ଅନୁକୂଳ ପରିସ୍ଥିତି ସତ୍ୱେ ୨୦୧୮ର ଉପନିର୍ବାଚନ ହାରିଥିବାବେଳେ ପ୍ରତି ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତାମାନେ ବିଜେପି…

ପ୍ରେମିକ ସହିତ କରନ୍ତୁ ଏପରି ଦୁଷ୍ଟାମୀ, ବଢିବ ଆପଣଙ୍କ ଭଲପାଇବା ସମ୍ପର୍କ

ସମ୍ପର୍କରେ ଛୋଟ ମୋଟ ଝଗଡା କିମ୍ବା ହସ ମଜାକ ହୋଇଥାଏ। ଏହି ହସଖୁସି, ଝଗଡା ଯୋଗୁଁ ଭଲପାଇବାର ମହତ୍ୱ ରହିଥାଏ। ସମ୍ପର୍କକୁ ନୂଆ ଏବଂ ସୁଦୃଢ କରିବା ପାଇଁ ଆପଣ ଆପଣଙ୍କ ପ୍ରେମିକ ସହିତ ଛୋଟମୋଟ ଦୁଷ୍ଟାମୀ କରିବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ପ୍ରେମିକ ଆପଣଙ୍କ ପ୍ରତି କେତେକ…