ଭୁବନେଶ୍ୱରରେ ସୋନମ, ମୁଁ … ଓଡ଼ିଶୀର ଜଣେ ବଡ଼ ପ୍ରଶଂସକ
ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଜୁଏଲାରୀ ବ୍ରାଣ୍ଡ ଲାଲଚନ୍ଦ ଜୁଏଲାର୍ସ ପକ୍ଷରୁ ସୋମବାର ଏହାର ତୃତୀୟ ଗ୍ରାଣ୍ଡ ଆଉଟଲେଟ୍ର ଶୁଭ ଉଦ୍ଘାଟନ ହୋଇଛି ଭୁବନେଶ୍ବର ସ୍ଥିତ ରଘୁନାଥପୁରରେ। ଉଦଘାଟନୀ ଉତ୍ସବରେ ଏହାର ମୁଖ୍ୟ ଅତିଥି ରହିଥିଲେ ବଲିଉଡ୍ ଷ୍ଟାର ଓ ଷ୍ଟାଇଲ୍ ଆଇକନ୍ ସୋନମ୍ କପୁର। ୩୦ ହଜାର…
