Odia News Portal

ବଜାରକୁ ଆସିଲା ସ୍ମାର୍ଟ ଫ୍ୟାନ, ସ୍ମାର୍ଟଫୋନ୍ ଦ୍ବାରା କରିହେବ କଣ୍ଟ୍ରୋଲ

ବଜାରକୁ ଆସିଲା ସ୍ମାର୍ଟ ପଂଖା ବା ଫ୍ୟାନ । ଏଲ୍ଜି କମ୍ପାନୀ ଏମିତି ଏକ ପଂଖା ଲଂଚ କରିଛି ଯାହା ଇଣ୍ଟରନେଟ ସପୋର୍ଟ ସହ ଆସୁଛି। ଏହି ଫ୍ୟାନରେ ଡୁଆଲ ୱିଙ୍ଗ ବ୍ଲେଡ ଦିଆଯାଇଛି। କମ୍ପାନୀ ଅନୁସାରେ ଏହି ଫ୍ୟାନ୍ ବଡ ରରୁମ୍ରେ ସମାନ ଏୟାର ଫ୍ଲୋ ଦିଏ। ଏହାର ଦାମ ହେଉଛି ୧୬,୯୯୦ ଟଙ୍କା। ଏହି…

ତେଲୁଗୁ ସୁପର୍ଷ୍ଟାରଙ୍କ ଫାର୍ମହାଉସରୁ ମୃତଦେହ ଉଦ୍ଧାର

ତେଲୁଗୁ ସୁପର୍ଷ୍ଟାର୍ ନାଗାର୍ଜୁନଙ୍କ ଫାର୍ମ ହାଉସ୍ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ବୁଧବାର ଅପରାହ୍ଣରେ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍ର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେ ନେଇ ଯାଞ୍ଚ କରିବାକୁ ପଠାଇଥିଲେ। ତେବେ…

କମିଲା କର୍ପୋରେଟ୍ ଟ୍ୟାକ୍ସ

ନୂଆଦିଲ୍ଲୀ() କମିଲା ଘରୋଇ କମ୍ପାନୀ ଏବଂ ବ୍ୟବସାୟୀଙ୍କ କର୍ପୋରେଟ୍ ଟ୍ୟାକ୍ସ । ଏନେଇ ଶୁକ୍ରବାର ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନ ଫଳରେ ସରକାର ୧,୪୫,୦୦୦ କୋଟି ଟଙ୍କାର କ୍ଷତି ସହିବେ। ତେବେ ଏହା ଅଧିକ ରେଭେନ୍ୟୁ ପାଇଁ ସୁଯୋଗ ସୃଷ୍ଟି କରିବା ସହ ଟିକସର ପରିମାଣ…

୨୩ରୁ ପ୍ରବଳ ଛେଚିବ

ଭୁବନେଶ୍ୱର() ଆସନ୍ତା ୨୩ ତାରିଖଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବ। ପରଦିନ ଅର୍ଥାତ ୨୪…

କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ

କଟକ()  କଟକ ବିଏସ୍ଏନ୍ଏଲ୍ ଅଫିସରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବାରୁ କଟକରେ ବିଏସ୍ଏନ୍ଏଲ୍ ସେବା ବନ୍ଦ ହୋଇଛି । ବିଏସ୍ଏନ୍ଏଲ୍ ଅଫିସର ଚତୁର୍ଥ ମହଲରେ ଏହି ନିଆଁ ଲାଗିଥିବା ଜଣାପଡ଼ିଛି। ବିଏସ୍ଏନ୍ଏଲ୍ ଅଫିସର ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ତିନୋଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ…

ବୁର୍ଲାରେ ଅଗ୍ନିକାଣ୍ଡ

ସମ୍ବଲପୁର ବୁର୍ଲା ମେଡିକାଲରେ ଅଗ୍ନିକାଣ୍ଡ । ହେଲେ ଅଘଟଣ ଘଟାଇବା ଆଗରୁ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବିଭାଗ । ଏପରି ଅଗ୍ନିକାଣ୍ଡ ପରେ ଡାକ୍ତରଖାନାରେ ଥିବା ରୋଗୀଙ୍କ ମଧ୍ୟରେ ଭୟ ଖେଳିଯାଇଛି । କିପରି ସ୍ଥିତିରେ ନିଆଁ ଲାଗିଲା ଏହାର କାରଣ ଅସ୍ପଷ୍ଟ ରହିଛି । ମେଡିକାଲ ସାଇନସେସ ଆଣ୍ଡ…

ଯୁବରାଜ ସିଂଙ୍କୁ କଫି ପିଇବାର ପ୍ରତିଶ୍ରୁତି ଦେଇ ଠିକଣା ଦିନ ଫୋନ୍‌ ଅଫ୍‌ ରଖୁଥିଲେ ଏହି ଯୁବତୀ

ନୂଆଦିଲ୍ଲୀ : ଅନେକ ଦିନ ପର୍ଯ୍ୟନ୍ତ ପରଦା ପଛରେ ସମ୍ପର୍କକୁ ଲୁଚାଇବା ପରେ କ୍ରିକେଟର୍‌ ଯୁବରାଜ ସିଂ ଏବଂ ହାଜେଲ କିଚ୍‌ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବହୁଦିନ ଧରି ପ୍ରୟାସ କଲା ପରେ ଶେଷରେ ହାଜେଲଙ୍କୁ ବାହାଘର ପାଇଁ ମନାଇପାରିଥିଲେ ବୋଲି କହିଥିଲେ। ଦୀର୍ଘ ତିନି ବର୍ଷ କଫି ପିଇବା…

ପୁଣି ମାମୁ ହେବାକୁ ଯାଉଛନ୍ତି ଭାଇ ଜାନ୍

ବଲିଉଡ୍‌ର ଭାଇଜାନ ସଲମାନ ଖାନ୍‌ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଆଇଫା ଆଓ୍ବାର୍ଡ ସମାରୋହରେ ଯୋଗଦେବା ଅବସରରେ ଅର୍ପିତା ଏବଂ ଆୟୁଷ୍‌ ନିଜେ ଏକଥା ଖୁଲାସା କରିଛନ୍ତି। ୨୦୧୪ରେ ଅର୍ପିତା ବ୍ୟବସାୟୀ…

ମହିଳାଙ୍କୁ ଭାଗ୍ୟଶାଳୀ କରିଥାଏ ଏହି ଲକ୍ଷଣ

ପ୍ରତ୍ୟେକ ଲୋକଙ୍କ ଶରୀରରେ ଭିନ୍ନ ଭିନ୍ନ ଦାଗ ଥାଏ। ଏହାସହ ସେମାନଙ୍କ କାର୍ଯ୍ୟକଳାପ ଓ ଆଚରଣ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ। ଅଧିକାଂଶ ପୁରୁଷ ଇଚ୍ଛା କରିଥାଆନ୍ତି ଯେ, ତାଙ୍କ ଜୀବନ ସାଥି ଭାଗ୍ୟଶାଳୀ ହୋଇଥାଆନ୍ତୁ। ମାତ୍ର ଶରୀରରେ ଥିବା କେତେକ ସଙ୍କେତ ଦେଖି ତାଙ୍କର ବ୍ୟବହାର ବିଷୟରେ…

ଟିନା ଆହୁଜା କଲେ ବଲିଉଡରେ ଧମାକେଦାର ଡେବ୍ୟୁ

ବମ୍ବେ : ବଲିଉଡରେ ପ୍ରାୟ ସମୟରେ ଷ୍ଟାର କିଡକୁ ନେଇ ଚର୍ଚ୍ଚା ହୋଇଥାଏ। ଅନେକଙ୍କର ପ୍ରଥମ ଫିଲ୍ମ ଆସିସାରିଲାଣି ତ ଆଉ କାହାର ବଲିଉଡରେ ହେବ୍ୟୁ କରିବାକୁ ଯାଉଛନ୍ତି। ଏମିତିରେ ବର୍ଷିୟାନ ଅଭିନେତା ଗୋବିନ୍ଦାଙ୍କର ଝିଅ ଟିନା ଆହୁଜା ମଧ୍ୟ ଜବରଦସ୍ତ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଏକ…