Odia News Portal

ବିଜେପୁର ପାଇଁ ବିଜେଡିର କମିଟି, ଜାଣନ୍ତୁ କିଏ କିଏ ସ୍ଥାନ ପାଇଲେ …

ଭୁବନେଶ୍ୱର() ଆଜି ବିଜେପୁର ଉପନିର୍ବାଚନ ପାଇଁ କମିଟି ଗଠନ କଲା ବିଜେଡି । ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ୪ଜଣିଆ ସମନ୍ୱୟ କମିଟି ଗଠନ କରିଛି । ଏହି କମିଟିରେ ନିରଂଜନ ପୂଜାରୀ,ସୁଶାନ୍ତ ସିଂହ,କଳିକେଶ ସିଂଦେଓ ଓ ସଂଜୟ ଦାସବର୍ମା ସ୍ଥାନ ପାଇଛନ୍ତି ।

ଚନ୍ଦା ହୋଇଗଲେଣି ଚକଲେଟ ହିରୋ

ମୁମ୍ବାଇ() ବଲିଉଡ୍ର ଚକୋଲେଟ୍ ହିରୋ ଅକ୍ଷୟ ଖନ୍ନା ବହୁତ ବଦଳିଗଲେଣି।ମାତ୍ର ୪୪ ବର୍ଷରେ ତାଙ୍କ ମୁହଁରୁ ବୟସର ଛାପ ସ୍ପଷ୍ଟ ବାରି ହୋଇପଡ଼ୁଛି। ଚନ୍ଦା ହୋଇଗଲେଣି ଅକ୍ଷୟ । ତାଙ୍କ ସମସାମୟିକ ଅନ୍ୟ ନାୟକମାନେ ଏବେ ବି ଫିଟ୍ ଥିବା ବେଳେ ଚଳଚ୍ଚିତ୍ରର ଲିଡ୍ ରୋଲରେ ନଜର ଆସୁଥିବା ବେଳେ ସେ…

ରୂଣ ସୁଝି ପାରୁନାହାନ୍ତି ରେଳମନ୍ତ୍ରୀ

ପୁଣିଥରେ ସୋସିଆଲ ମିଡିଆରେ ରେଳମନ୍ତ୍ରୀ ଶେଖ ରସିଦଙ୍କ ଏକ ନୂଆ ଭିଡିଓ ସହ ଭାଇରଲ ହୋଇଛନ୍ତି । ଏହି ଭିଡିଓରେ ଜଣେ ବ୍ୟକ୍ତି ପାକିସ୍ତାନୀ ସଂସଦ ଭବନ ପରିସରରେ ଶେଖ ରସିଦଙ୍କୁ କାରର ପଇସା ମାଗୁଥିବାର ଦେଖାଯାଇଛି । ସେହି ସମୟରେ ଶେଖ ରସିଦ ବ୍ୟକ୍ତି ଜଣଙ୍କୁ ଶାନ୍ତ କରାଇ ନିଜ ପିଛା ଛଡ଼ାଇବାକୁ…

ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‍

ଭୁବନେଶ୍ବର () କାଳିଆ ଯୋଜନାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ହଟଚମଟ ଚାଲିଥିବାବେଳେ ବାସ୍ତବରେ ଏମାନଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ୍‍ ରହିଛି ଓ ସହଜରେ ସେମାନଙ୍କ ଠାରୁ ସହାୟତା ରାଶି ଫେରାଇ ଅଣାଯିବ । ପ୍ରଥମ ପର୍ଯ୍ୟାୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିବାବେଳେ ଏମାନଙ୍କ…

ରୋମାଣ୍ଟିକ ସିନ ବେଳେ ନିଜକୁ କଣ୍ଟ୍ରୋଲ କରି ପାରିନଥିଲେ ଏହି ଷ୍ଟାର

ମୁମ୍ବାଇ() ପୁରା ବଲିଉଡ ଆକସନ, ଡା୍ରମା ଓ ରୋମାଣ୍ଟିକ ସିନ ପାଇଁ ଫେମସ ହୋଇଯାଇଛି । ରୋମାଣ୍ଟିକ ସିନ କରିବା ପାଇଁ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି । ହେଲେ ବଲିଉଡରେ ଏମିତି ଜଣେ ଷ୍ଟାର ଅଛନ୍ତି ଯେ କି ରୋମାଣ୍ଟି କ ସିନ କରିବା ବେଳେ ନିଜକୁ କଣ୍ଟୋ୍ରଲ…

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ଇ-ସିଗାରେଟ  ବ୍ୟାନ୍ ନୂଆଦିଲ୍ଲୀ () ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍ ଦିଆଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରକାଶ ଜାବେଡକର ବଡ ଘୋଷଣା କରିଛନ୍ତି । । ଏହା ଦ୍ୱାରା ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ବୋନସ୍…

୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି।

ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି।” ସୂଚନାଯୋଗ୍ୟ, ଗତକାଲି କାଳିଆ ଯୋଜନାରେ ୩…

ନିଜ ସ୍ଵାମୀଙ୍କୁ ଭଗବାନ ଭଳି ମାନନ୍ତି ଏହି ଅଭିନେତ୍ରୀମାନେ

କହିବାକୁ ଗଲେ ଫିଲ୍ମ ଦୁନିଆରେ ସମ୍ପର୍କର ମୂଲ୍ୟ ସେତେ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଥା ମିଛ ବୋଲି ବି କହି ପାରିବୁ । ଏହା ଜାଣି ଆପଣମାନେ ବି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ନିଜ ସ୍ଵାମୀଙ୍କୁ କୌଣସି…

ଗୁଳିମାଡରେ ଯୁବକ ମୃତ

କେନ୍ଦ୍ରାପଡ଼ା : କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ାରେ ଗୁଳି ଫୁଟିଛି । ଦିନଦ୍ୱିହରରେ ବିଚ ରାସ୍ତାରେ ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁଳି ମାଡରେ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କର ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରିବା ସହ ଘଟଣାର ଛାନିଭିନ…