ରେଡ୍ ଓ ମାମଲା ନେଇ ୨୦୨୪ର ତଥ୍ୟ ଦେଲା ଭିଜିଲାନ୍ସ
ସାମ୍ନାକୁ ଆସିଲା ଭିଜିଲାନ୍ସର ବିସ୍ପୋରକ ତଥ୍ୟ । ୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ରେଡ୍ ଓ ମାମଲା ନେଇ ବର୍ଷକର ତଥ୍ୟ ଦେଇଛି ଦୁର୍ନିତୀ ନିବାରଣ ବିଭାଗ । ବର୍ଷକରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି । ୧୮୧ ସରକାରୀ ବାବୁଙ୍କ ମଧ୍ୟରୁ ୫୦ କ୍ଲାସ ୱାନ୍!-->…
