Odia News Portal

ବଦଳିବ ବିଧାନସଭାର ରୂପ ରେଖା

ଭୁବନେଶ୍ବର ()  ଓଡ଼ିଶା ବିଧାନସଭାକୁ ଭାରତର ମଡ଼େଲ୍ ବିଧାନସଭା କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥି ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ…

୧ ଟଙ୍କାରେ ଇଡ୍ଲୀ ସମ୍ବର ବିକୁଛନ୍ତି ଏହି ୮୦ବର୍ଷୀୟା ବୃଦ୍ଧା , କାରଣ ପଢନ୍ତୁ …

ଯୌଥ ପରିବାରରେ ଜନ୍ମ ନେଇଥିବା କେ. କମାଲାଥଲଙ୍କୁ ଆରମ୍ଭରୁ ହିଁ ଅଧିକ ଲୋକଙ୍କ ପାଇଁ ଖାଇବା ତିଆରି କରିବାର ଅଭ୍ୟାସ ଥିଲା। ଏହାକୁ ସେ ନିଜର ରୋଜଗାରର ମାଧ୍ୟମ କରିଛନ୍ତି। ପୂର୍ବରୁ ସେ ୫୦ପଇସା ନେଉଥିବା ବେଳେ ଏବେ ୧ଟଙ୍କାରେ ଇଡ୍ଲୀ, ସମ୍ବର ଓ ଚଟନୀ ବିକ୍ରି କରୁଛନ୍ତି। ପ୍ରତିଦିନ ସେ…

ଅଭିନେତ୍ରୀଙ୍କୁ କିସ କରିବାରୁ ସ୍ତ୍ରୀ କଲେ ଏପରି କାମ

ଫିଲ୍ମ ‘ଡ୍ରିମ ଗାର୍ଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଭିନେତା ଆୟୁଷ୍ମାନ ଖୁରାନା ।ତାଙ୍କ ଅଭିନୀତ ‘ବିକ୍କି ଡୋନର’ଠୁ ଆରମ୍ଭ କରି ‘ବରେଲୀ କି ବର୍ଫି’ ପର୍ୟ୍ୟନ୍ତ ସବୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଛି।ଆୟୁଷ୍ମାନଙ୍କ ଡେବ୍ୟୁ ଫିଲ୍ମ ‘ବିକ୍କି ଡୋନର’ ଏକଦା ତାଙ୍କ ପରିବାରରେ ଗୁରୁତର ସମସ୍ୟା…

ରୋମାନ୍ସ ସମୟରେ ମହିଳାମାନେ କଣ ଚାହାଁନ୍ତି …

ଝିଅ ହଉ ବା ପୁଅ ରୋମାନ୍ସ କରିବା ଇଚ୍ଛା ସମସ୍ତଙ୍କ ଥାଏ । ମାତ୍ର ଏହା ସମସ୍ତଙ୍କୁ ଜଣା ନଥାଏ, ତେଣୁ ଆଜି ଆମେ ଏହି ବିଷୟରେ ବିସ୍ତାର ରୂପେ ଆଲୋଚନା କରିବାକୁ ଯାଉଛୁଟ୍ଟ ଜଣେ ସ୍ତ୍ରୀ ଲୋକ ଯଦି ଭଲ ସଂସ୍କାରବାଦୀ ପରିବାରରୁ ଶାଶୁ ଘରକୁ ଯାଇଥିବ ସେ ନିଜ ମନ କଥା ଖୋଲି କହିପାରେ ନାହିଁ। ତେଣୁ…

ଯୋଗଗୁରୁଙ୍କୁ ବିବାହ ଅଫର

ମୁମ୍ବାଇ ()  ଯୋଗଗୁରୁ ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଜଣେ ହିରୋଇନ ଅଫ୍ର ଦେଇଛନ୍ତି। ସେ ହେଉଛନ୍ତି ବଲିଉଡର ବିବାଦୀୟ ହିରୋଇନ ରାକ୍ଷୀ ସାଓ୍ବନ୍ତ। ରାକ୍ଷୀଙ୍କ ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାକ୍ଷୀ କହିଥିଲେ ଯେ, ଯଦି ଯୋଗଗୁରୁ ରାମଦେବ ତାଙ୍କୁ…

କାର ଆଗ ସିଟ୍ରେ ବସିପାରିବେ ନାହିଁ ଶିଶୁ

ଭୁବନେଶ୍ବର()  ୬ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ବୟସର ପିଲାଙ୍କୁ କାର୍ର ଆଗ ସିଟ୍ରେ ବସାଇ ନେବା ମନା। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆର୍ଟିଓ ସୂଚନା ଆଧାରରେ କହିଛନ୍ତି। କାରଣ ଛୋଟ ଶିଶୁଙ୍କ ପାଇଁ ଏହା ବିପଦ ଆଣିପାରେ। ସୂଚନା ଅନୁସାରେ ନିକଟରେ ଜଣେ ବ୍ୟକ୍ତି କମିଶନରଙ୍କୁ…

୨୬ ବିଧାୟକଙ୍କୁ ନୋଟିସ୍‌

୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍‌। ତୁରନ୍ତ କ୍ୱାର୍ଟର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର। କ୍ୱାର୍ଟର ନଛାଡ଼ିଲେ ବିଜୁଳି ଓ ପାଣି କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏମାନଙ୍କ ଭିତରେ ଅଛନ୍ତି ବସନ୍ତ କୁମାର ପଣ୍ଡା, ଭୁଜବଳ ମାଝୀ,…

ଆତ୍ମହତ୍ୟା କଲେ ବାଚସ୍ପତି

ଆନ୍ଧ୍ର ପ୍ରଦେଶର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ଟିଡିପି ନେତା ଡା.କୋଡେଲା ଶିବା ପ୍ରସାଦ ରାଓଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ନିଜସ୍ୱ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ଓସା ହାଉସରେ ହେବ ଅକ୍ଷୟ ମହାକୁଡଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଭାବେ ଚାରି ଚାରି ଥର ନିର୍ବାଚିତ ହୋଇଥିବା ସ୍ୱର୍ଗତ ଅକ୍ଷୟ କୁମାର ମହାକୁଡଙ୍କର ଏକ ପୂର୍ଣ୍ଣାବୟବ ପ୍ରତିପୂର୍ତ୍ତି ସଂଘ କାର୍ଯ୍ୟାଳୟ ଠାରେ ସ୍ଥାପନ ହେବ । ପ୍ରତିବର୍ଷ ସ୍ୱର୍ଗତ ମହାକୁଡଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଲାଗି ଏକ…

ଚାନ୍ଦବାଲିରେ ଦୁଇ ଚିଙ୍ଗୁଡ଼ି ବେପାରୀ ଗୁରତର

ଭଦ୍ରକ : ଚାନ୍ଦବାଲି ଥାନା ଅନ୍ତର୍ଗତ (ଆମ୍ବିଳିଗଁ। )ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀଙ୍କ ଉପରକୁ ବୋମା ମାଡ଼ ହୋଇଛି ।, ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ  ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି ।  ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ…