Odia News Portal

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଆଜି ଆକସ୍ମିକ ଭାବରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି। କଚେରି ମାମଲାରେ…

ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା : ସରକାରୀ କାର୍ଯ୍ୟ ଦିବସରେ ସରକାରୀ କାର୍ଯ୍ୟାଳୟରେ ଆଉ ଛୁଟି ଦିନରେ ଗାଁ ଗଣ୍ଡାରେ ବୁଲି ବୁଲି ଲୋକମାନଙ୍କର ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଛୁଟି ଦିନରେ ଜିଲ୍ଲାପାଳ ଉପସ୍ଥିତ ରହିଥିବାରୁ ଅନ୍ୟ ବିଭାଗର ଅଫିସରଠାରୁ କର୍ମଚାରୀ ପର୍ଯ୍ୟନ୍ତ…

ସାଲିଆ ସାହି ବସ୍ତିରେ ଫୁଟବଲ ପ୍ରତିଯୋଗିତା

ଭୁବନେଶ୍ୱର : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍ ନେଚର, ଏଜୁକେସନ ଆଣ୍ଡ ହେଲ୍ଥ (ସ୍ନେହ) ଓ ମେନୋନାଇଟ୍ ସେଂଟ୍ରାଲ୍ କମିଟି (ଏମ୍.ସି.ସି)ର ମିଳିତ ଆନୁକୁଲ୍ୟରେ ସାଲିଆ ସାହି ସ୍ଥିତ ନୀଳଚକ୍ର ନଗର ବସ୍ତିରେ ଫୁଟ୍ବଲ୍ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଅଛି । ଏହି…

୫-ଟିର ଗୁରୁତ୍ୱ ସରଳ ଭାବେ ବୁଝାଇଲେ ୫-ଟି ସଚିବ

ଭୁବନେଶ୍ବର () ମୋ ସରକାର ଯୋଜନା କଣ ଏହାକୁ ଅତି ସରଳ ଭାବେ ବୁଝାଇଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ । ମୋ ସରକାର କାର୍ୟ୍ୟକ୍ରମ କ’ଣ, ଫାଇଭ୍ ଟି କ’ଣ, ଏସବୁ ପ୍ରାଂଜଳ ଭାବେ ବୁଝାଇଛନ୍ତି ଫାଇଭ୍ ଟି ସଚିବ । ପ୍ରଥମ ପର୍ୟ୍ୟାୟରେ ଥାନା ଓ ହସପିଟାଲରେ ଲୋକେ କିପରି ସେବା…

ସଙ୍ଗୀତରେ ଇସ୍ରୋର ବୈଜ୍ଞାନିକଙ୍କୁ ଧନ୍ୟବାଦ , ଦେଖନ୍ତୁ ଭିଡିଓ …

ଇସ୍ରୋର ବୈଜ୍ଞାନିକଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରି ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ଏକ ସଙ୍ଗୀତ ଉତ୍ସର୍ଗ କରାଯାଇଛି। ଏହି ଗୀତ ଚନ୍ଦ୍ରଯାନ-୨ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଗୀତର ବୋଲ ରହିଛି ତ୍ରିରଙ୍ଗା ଲେହରାଏଙ୍ଗେ। ଏହି ଗୀତକୁ ଚନ୍ଦ୍ରଯାନ-୨ର ଆନ୍ଥେମ…

ନିଦରେ ଚାଲନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ () ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍। ଏକଥା ନିଜେ ଇଲିଆନା ଟୁଇଟ୍ କରି କହିଛନ୍ତି । ଖାଲି ସେତିକି ନୁହେଁ । ନିଦରେ ଚାଲିବା ଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। ନେକ ଫ୍ୟାନ୍ ତାଙ୍କୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ କହିଛନ୍ତି ।…

ନାନାଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ବଲିଉଡର ଏମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଗୋଟେ ସମୟରେ ନାନା ପାଟେକରଙ୍କ ପ୍ରେମରେ ପାଗଳ ଥିଲେ। ଏହି ଅଭିନେତ୍ରୀ ଆଉ କେହି ନୁହନ୍ତି, ସେ ହେଉଛନ୍ତି ମନୀଷା କୋଇରାଲା। ମନୀଷା କୋଇରାଲା ଓ ନାନା ପାଟେକର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ। ହେଲେ ଉଭୟଙ୍କ…

ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ() ଆର୍ଥିକ ମାନ୍ଦାବସ୍ଥା ସୁଧାରିବା ପାଇଁ ପ୍ରାଣପ୍ରଣେ ଲାଗିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ ପୁଣି ଥିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ , ଗତମାସରେ ଅର୍ଥନୀତିରେ ସୁଧାର ଆଣିବା…

ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି

ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତିରୁ ଆରମ୍ଭ ହେବ ମୋ ସରକାର କାର୍ଯ୍ୟକ୍ରମ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରୁ ରାଜ୍ୟର ସମସ୍ତ 635 ଥାନା ଅଧିକାରୀମାନଙ୍କ ସହତି ଭିଡିଓ କନଫରେନସିଂ ଜରିଆରେ…

କେନ୍ଦ୍ରର କମିଟିରେ ଓଡ଼ିଆ ସାଂସଦଙ୍କୁ ନିଯୁକ୍ତି

ଭୁବନେଶ୍ୱର ()କେନ୍ଦ୍ରର ବିଭିନ୍ନ କମିଟିରେ ଓଡ଼ିଆ ସାଂସଦଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତୁ ଜାଣିବା ... ଫାଇନାନ୍ସ କମିଟିରେ ପିନାକୀ ମିଶ୍ର, ଅମର ପଟ୍ଟନାୟକ ସ୍ଥାନ ପାଇଛନ୍ତି।ବାଣିଜ୍ୟ କମିଟିରେ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ସେହିଭଳି ଜୁଏଲ…