Odia News Portal

ବିଜେପୁର ଲଢେଇ ପାଇଁ ନାମାଙ୍କନ ଭରିଲେ ୩ଦଳର ପ୍ରାର୍ଥୀ

ବରଗଡ଼() ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ଆସନ ପାଇଁ ନାମାଙ୍କନ ଭରିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ବହୁ ବରିଷ୍ଠ…

ପାକିସ୍ତାନ କୋର୍ଟରେ କାହିଁକି ରଖାଯାଏ ‘ଗଦା’ ଜାଣିଲେ ଆଶ୍ଚର୍ଯ୍ୟ ହେବେ …

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋ ପାକିସ୍ତାନର ବୋଲି ଜଣାପଡିଛି । ସୂଚନାଅନୁସାରେ, ହିନ୍ଦୁ ଧର୍ମ ଭଳି ପାକିସ୍ତାନରେ ମଧ୍ୟ ଗଦାକୁ ପୂଜାକରାଯାଏ । ହେଲେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ପୂଜା ପାଇଁ ନୁହେଁ ଅନ୍ୟ କାରଣ ପାଇଁ ଗଦା ରଖାଯାଇଥାଏ । ଆସନ୍ତୁ ଜାଣିବା ...…

ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ

ନୂଆଦିଲ୍ଲୀ()  ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ ଚେହେରା ।‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୪ ପ୍ରଭାବଶାଳୀ ଓଡ଼ିଆ । ଏମାନେ ହେଲେ ଓଡିଶା…

ବିଦେଶ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ସାଂସଦ

 ଭୁବନେଶ୍ବର()  ଏଣିକି ବିଦେଶ ଗସ୍ତରେ ଯିବା ପୂର୍ବରୁ ଅର୍ଥ ବିଭାଗକୁ ଅବଗତ କରାଇବେ ସାଂସଦ ଓ ବିଧାୟକ। ସରକାରୀ ଅଫିସର୍ ମଧ୍ୟ ଏଥିରୁ ବାଦ ପଡ଼ିବେନି । ଗସ୍ତର ତିନି ସପ୍ତାହ ପୂର୍ବରୁ ଏସମ୍ପର୍କରେ ବିଧିବଦ୍ଧ ବିବରଣୀ ଅର୍ଥ ବିଭାଗକୁ ଜଣାଇବାକୁ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର…

ବଦଳିଲା ବ୍ୟାଙ୍କ ଖୋଲିବାର ସମୟ; ଜାଣନ୍ତୁ

ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ୟ୍ୟ ଅବଧି ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଚାଲିବ । ପୂର୍ବରୁ ଏନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ଷ୍ଟେଟ ଲେବଲ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତି ନିଆଯାଇଛି । ସରକାରୀ ବ୍ୟାଙ୍କ ଗୁଡ଼ିକ…

କୋଇଲା ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭଦ୍ରକ : ଭଦ୍ରକରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ତିହିଡି-ପାଳିଆ ମଧ୍ୟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଧାମରାରୁ ଭଦ୍ରକ ଅଭିମୁଖେ ଆସୁଥିଲା କୋଇଲା ବୋଝେଇ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନି ।ଧାମରା-ଭଦ୍ରକ ରେଳ ଚଳାଚଳ ବନ୍ଦ…

ଦିଲ୍ଲୀ ଓଡିଶା ଭବନ କର୍ମଚାରୀଙ୍କ କ୍ରୀତଦାସ ଅବସ୍ଥା

ଭୁବନେଶ୍ୱର : ଦିଲ୍ଲୀ ଓଡିଶାଭବନ ଓ ଓଡିଶା ନିବାସରେ କାର୍ଯ୍ୟରତ କର୍ମଚାରୀମାନେ ଏବେ କେଉଁ ବର୍ଗର ତାହା ନିଜେ ଜାଣିପାରୁ ନାହାନ୍ତି । ଦିଲ୍ଲୀ ସରକାରଙ୍କ ସୌଜନ୍ୟରୁ ଯଦିଓ କିଛିଟା ଅଧିକ ପାରିଶ୍ରମିକ ପାଉଛନ୍ତି କିନ୍ତୁ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ । ବର୍ଷର ଅଧିକାଂଶ ଦିନ…

ନବରାତ୍ରୀରେ ଖାଆନ୍ତୁ ‘ମୁଗ ଡାଲି ହାଲୱା’

ଆବଶ୍ୟ ସାମଗ୍ରୀ: ମୁଗ ଡାଲି, ଦେଶୀ ଘିଅ, ଚିନି, କାଜୁ, କିସ୍‌ମିସ୍‌, ବାଦାମ, ଖୁଆ ଓ ଅଳେଇଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମୁଗ ଡାଲିକୁ ଧୋଇ ୪/୫ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରେଇ ରଖନ୍ତୁ। ବତୁରି ଯିବା ପରେ ଏହାକୁ ଖଦଡ଼ିଆ କରି ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ କଡ଼େଇରେ ଘିଅ…

ଅରୁପ ପଟ୍ଟନାୟକଙ୍କୁ ପଛରୁ ଛୁରୀ ମାରିଛନ୍ତି ଚଣ୍ଡାଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତା ଓ ବିଜୁ ଜନତାଦଳ ସପକ୍ଷରେ ସର୍ବଧିକ ଭୋଟ ଥିବାବେଳେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ହାରିଲେ କାହିଁକି ? ଏହା ଏବେ ବି ରାଜ୍ୟବାସୀ ଓ ବିଜେଡି ପ୍ରେମୀଙ୍କ ପାଇଁ କୋଟିଏ ଟଙ୍କାର ପ୍ରଶ୍ନ ହୋଇ ରହିଛି ।…

ସୁସ୍ମିତାଙ୍କ ଅଧୁରା ସ୍ବପ୍ନ, ଫଟୋ ଶେୟାର କରି ଲେଖିଲେ ଏମିତି

ବମ୍ବେ : ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ୍‌ ଦୀର୍ଘଦିନ ଧରି ବଡ଼ପରଦାରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ସୁସ୍ମିତା ବୟଫ୍ରେଣ୍ଡ୍‌ ଏବଂ ପାଳିତା କନ୍ୟାଙ୍କ ସହିତ ବର୍ତ୍ତମାନ ମାଳଦ୍ୱୀପରେ ଛୁଟି କଟାଉଛନ୍ତି। ବର୍ତ୍ତମାନ ସୋସିଆଲ…