ଓଜନ କମାଇବା ପାଇଁ ଶୋଇବା ପୂର୍ବରୁ କରନ୍ତୁ ଏହି ତିନୋଟି କାର୍ଯ୍ୟ
ଭୁବନେଶ୍ୱର : ଅନେକ ଲୋକ ପ୍ରତ୍ୟେକ ଦିନ ଡାଏଟିଂ କରନ୍ତି ଓ ଜିମ୍ ଯା’ନ୍ତି। କିନ୍ତୁ ସେମାନଙ୍କ ଓଜନ ହ୍ରାସ ପାଏ ନାହିଁ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି? ତା’ହେଲେ ଜଙ୍କ୍ ଫୁଡ଼୍ ନ ଖାଇବା ଓ ୱାର୍କ ଆଉଟ୍ କରିବା ସହିତ ରାତିରେ ଶୋଇବା ପୂର୍ବରୁ ତିନୋଟି କାର୍ଯ୍ୟ ଉପରେ…
