Odia News Portal

ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ : ବେବିନା ମହାନ୍ତି

ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ବିରୋଧରେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜିର ମକର ରାଶିସ୍ଥ ଚନ୍ଦ୍ର ଆପଣଙ୍କ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ସ୍ବାଭାବିକ ରଖିବ। କିନ୍ତୁ ଷଷ୍ଠଭାବସ୍ଥ ଶୁକ୍ର ନୀଚସ୍ଥ ଯୋଗୁ ଆର୍ଥିକ ସ୍ଥିତି ବିଗିଡିଯାଇପାରେ, କିନ୍ତୁ ଋଣ ଜରିଆରେ ଟଙ୍କା ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ,…

ପେଟ୍ରୋଲ,ଡିଜେଲ, ମଦ ଦର ବୃଦ୍ଧିକୁ ହଁ, ଦୁଗ୍ଧ ଦର ବୃଦ୍ଧିକୁ ନାଁ

ଭୁବନେଶ୍ବର () ନିଆଁ ବାଣ ହୋଇଛନ୍ତି ରାଜ୍ୟର ଦୁଗ୍ଧ ଚାଷୀ । ଘରୋଇ ଦୁଗ୍ଧ କମ୍ପାନୀ ନିୟମିତ ଭାବେ ଦର ବଢାଉଥିବା ବେଳେ ସରକାରୀ ସଂସ୍ଥା ଓମଫେଡ କାହିଁକି ହାତବାନ୍ଧି ବସିଛି । ଗୋ ଚାର ଦର ବଢିଛି, ଗାଡିଘୋଡା ଦର ବି ବଢିଛି, ଦୈନନ୍ଦିନ ସାମଗ୍ରୀର ଦର ବି ବଢୁଛି । ଏଭଳିସ୍ଥିତିରେ ଦୁଗ୍ଧ…

ଏଣିକି ଟ୍ରେନରେ ମିଳିବ ୫୦ ଟଙ୍କାର ଖାଦ୍ୟ

ଏଣିକି ୫୦ ଟଙ୍କାରେ ରେଳବାଇ ଯାତ୍ରୀମାନଙ୍କୁ ଉନ୍ନତମାନର ଭୋଜନ ଯୋଗାଇଦେବ । ଆଉ ସବୁଠାରୁ ବଡ କଥା ହେଉଛି, ନୂତନ କ୍ୟାଟରିଙ୍ଗ ନୀତିରେ ବିଭିନ୍ନ ଅଂଚଳର ସ୍ଥାନୀୟ ଖାଦ୍ୟକୁ ବି ଗୁରୁତ୍ୱ ଦିଆଯିବ । ଆସନ୍ତା ଡିସେମ୍ବର ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି । ଏଥିରେ ରାଜମା-ଭାତ, ଡାଲି-ଭାତ,…

ପବ୍ଲିସିଟି ଷ୍ଟଣ୍ଟ ପାଇଁ ନାଟକ କରୁଥିଲେ ଜାୟରା

ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ଟ୍ରେଲର ରିଲିଜ୍ ହୋଇଯାଇଛି। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍ ରୋଲ୍ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି। କିଛିଦିନ ପୂର୍ବରୁ…

କଂଗ୍ରେସ ଛାଡିଲେ ଉର୍ମିଳା

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତବର୍ଷ ଲୋକସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର ମାସ କେଇଟା ଭିତରେ ଦଳ ଛାଡିଛନ୍ତି। ମଙ୍ଗଳବାର ସେ ଦଳ ଛାଡିଥିବା ଘୋଷଣା କରିଥିବା ବେଳେ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ତାଙ୍କ ଇସ୍ତଫାକୁ ଗ୍ରହଣ କରାଯାଇ ନଥିବା ସେ କହିଛନ୍ତି।…

ପାକ ମାନିଲା କଶ୍ମୀର ଭାରତର

୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତ ବୋଲି ସ୍ୱୀକାର କରିଛି।ଆଜି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହେମ୍ମୁଦ କୁରେଶୀ କଶ୍ମୀର ଭାରତର ଏକ ରାଜ୍ୟ ବୋଲି କହିଛନ୍ତି। ଆଜି ଗଣାମଧ୍ୟମର ପ୍ରତିନିଧିମାନେ ତାଙ୍କୁ କଶ୍ମୀର ପ୍ରସଙ୍ଗରେ…

ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର () ଜଗତସିଂହପୁରରେ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତକୁୁ ଫାଶୀ ଦଣ୍ଡାଦେଶ ହୋଇଛି । ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।୨୦୧୮ ମାର୍ଚ୍ଚ ଏରସମାରେ ୯ ବର୍ଷର…

ବଢିବ କ୍ଷୀର ଦର

ବଢି କ୍ଷୀର ଦର ଓମ୍‌ଫେଡ୍ କ୍ଷୀର ଦର ।ଦର ବଢିବା ନେଇ ବିଚାର ବିମର୍ଷ ଚାଲିଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଦର ବୃଦ୍ଧି ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସମସ୍ତଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି…

ଚତୁର୍ଥ ବିଜୁ ପଟ୍ଟନାୟକ ପର୍ବତାରୋହଣ ଅଭିଯାନ-୨୦୧୯ର ଶୁଭାରମ୍ଭ କଲେ କ୍ରୀଡା ସଚିବ

ଭୁବନେଶ୍ୱର : ଚତୁର୍ଥ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଆସନ୍ତା ୧୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଭରେଷ୍ଟ୍‌ ଆରୋହୀ ଗଣେଶ ଜେନାଙ୍କ ନେତୃତ୍ୱରେ ଏଥର ୧୫ ଜଣ (୧୦ ବାଳକ ଓ ୫ ବାଳିକା) ଏହି ଦଳରେ ସାମିଲ ହୋଇଛନ୍ତି । କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ…