ସଙ୍କଟରେ ବାବା ଲୋକନାଥଙ୍କ ପୀଠ
ପୁରୀ : ସଙ୍କଟରେ ବାବା ଲୋକନାଥଙ୍କ ପୀଠ । ଆଜିକୁ ୧୦ ଦିନ ହେଲା ଅଣ୍ଟେ ପାଣିରେ ବୁଡ଼ି ରହିଛି ବାବା ଲୋକନାଥଙ୍କ ମନ୍ଦିର । ମନ୍ଦିର ପରିସରରେ ପାଣି ବଢି ଥିବାରୁ ଖଟ ଓ ପଥର ପଡ଼ି ଠାକୁରଙ୍କ ପୂଜାର୍ଚ୍ଚନା ହେଉଛି ।
ଠାକୁରଙ୍କ ପ୍ରତି ଅଗାଧ ଭକ୍ତି ଓ ବିଶ୍ୱାସ ରଖି ଦୂରଦୂରାନ୍ତରୁ ଆସିଥିବା…
