Odia News Portal

ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ

ମୁମ୍ବାଇ() ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ । ଅଭିନେତ୍ରୀ ସ୍ୱରା ଭାସ୍କର ଙ୍କୁ କ୍ଷମା ମାଗିଲେ ବିଜେପି ସାଂସଦ ଲଲ୍ଲୁ ସିଂହ। ସୂଚନାଅନୁସାରେ, ଟ୍ୱିଟର୍ରେ ସ୍ୱରା ତାଙ୍କର ଏକ ଫଟୋ ପୋଷ୍ଟ୍ କରି ‘କହିଁ ଦୂର ଜବ୍ ଦିନ୍ ଢଲ୍ ଯାଏ’ ଲେଖିଥିଲେ। ଏହାକୁ ନେଇ ଜଣେ ବ୍ୟକ୍ତି…

ଦୁଇ ମୁହଁ ମଣିଷ ଦେଖିଛନ୍ତି କି, ଦେଖନ୍ତୁ

ଆଜି ଆମେ ଯେଉଁ ମଣିଷ କଥା କହୁଛୁ ଯାହା ଜାଣିଲେ ଆପଣ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆମେ କହୁଛୁ ଉନବିଂଶ ଶତାବ୍ଦୀରେ ଇଂଲଣ୍ଡରେ ରହୁଥିବା ଜଣେ ଦୁଇ ମୁହଁ ବ୍ୟକ୍ତି ବିଷୟରେ । ତାଙ୍କ ନାଁ ଥିଲା ଏଡ଼ଓ୍ବାର୍ଡ଼ ମୋରଡାକେ । ମୋରଡାକେଙ୍କ ଦ୍ବିତୀୟ ମୁହଁ ସକ୍ରିୟ ଅବସ୍ଥାରେ ନଥିଲା। ମୋରଡାକେ…

ମଠରେ ଚପଲ ଦୋକାନ, କାହା ସ୍ବାର୍ଥରେ?

ଭୁବନେଶ୍ବର ()  ପରୀରେ ମଠ ଉଚ୍ଛେଦକୁ ନେଇ କଛି ତଥାକଥିତ ସଂସ୍କୃତି ପ୍ରେମୀମାନେ ସୋସିଆଲ ମିଡିଆରେ ନାନା ଆପତ୍ତି ଅଭିଯୋଗ କରୁଛନ୍ତି । ସେମାନଙ୍କ ଉକ୍ତିରୁ ଲାଗୁଛି ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିବା ସେହି ସଂସ୍କୃତି ପ୍ରେମୀମାନେ କେବେ କୌଣସି ମଠ ଆଡେ ଥରେ ଆଖିବୁଲେଇନାହାଁନ୍ତି…

ହସ୍ପିଟାଲରେ ଅମିତ ଶାହ

ଆଜି ଦିନିକିଆ ଗସ୍ତରେ ଗୁଜରାଟରେ ରହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ତାଙ୍କ ବ୍ୟକ୍ତିଗତ କାମରେ ଗୁଜରାଟଯାଇଛନ୍ତି ବୋଲି ଜଣାପଡିଛି ।ଆଜି ସକାଳେ ଅହମଦାବଦରେ ଥିବା କେଡି ହସ୍ପିଟାଲରେ ଭର୍ତ୍ତି ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏ ନେଇ ଗୁଜରାଟ ବିଜେପିର ମୁଖପାତ୍ର…

୭ ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ୱର() ୭ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ୭ ଜିଲ୍ଲା ଗୁଡିକ ହେଲା ପୁରୀ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ଖୋର୍ଦ୍ଧା, ନୟାଗଡ ।

ଅଟୋକୁ ୫୨ ହଜାର ଜରିମାନା, ଦେଖନ୍ତୁ

ଭୁବନେଶ୍ବର()  ନୂଆ ଆଇନ ପରେ ଫସିଲେ ଅଟୋ ଚାଳକ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ରାଜଧାନୀର ଏହି ଅଟୋ ଚାଳକଙ୍କୁ ଗଣିବାକୁ ପଡ଼ିବ ୪୭ ହଜାର ୫୦୦ ଟଙ୍କା। ଅଟୋ ଚାଳକ ହରିବନ୍ଧୁ କହଁରଙ୍କ ଉପରେ ବଡ ଜରିମାନା ଲଗାଇଲେ ଟ୍ରାଫିକ ପୋଲିସ ।…

ବିଜେଡିର ନୂଆ ଗଣମାଧ୍ୟମ ଟିମର ତାଲିକା ପ୍ରକାଶ,ଜାଣନ୍ତୁ ତାଲିକାରେ ଅଛନ୍ତି କେଉଁ ନେତା

ଭୁବନେଶ୍ବର()   ବିଜେଡିର ନୂତନ ଗଣମାଧ୍ୟମ ଟିମ୍ ଗଠନ ହୋଇଛି । ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିବା ପାଇଁ ନୂଆ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ।ମିଡିଆ କୋର୍ଡିନେଟର ଭାବେ ଡକ୍ଟର ସମ୍ବିତ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ସାଂସଦ ପୀନାକି…

ଏଣିକି ମଦ କିଣିଲେ ଦେବେ ଆଧାର ନମ୍ବର

ଭୁବନେଶ୍ୱର () ମଦୁଆମାନଙ୍କ ପାଇଁ ବଡ଼ ଖରାପ ଖବର। ଏଣିକି ଯେଉଁମାନେ ମଦ କିଣିବେ ସେମାନେ ନିଜର ପରିଚୟ ପତ୍ର ଆଧାର କାର୍ଡ଼ ଓ ମୋବାଇଲ ନମ୍ୱର ଦୋକାନୀକୁ ଦେବାକୁ ପଡ଼ିବ। ଏଭଳି ଏକ ନିୟମ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି। ଫଳରେ କେଉଁ ମଦୁଆ କେଉଁଠୁ କି ପ୍ରକାରର କେତେ ମଦ କିଣିଛି ତାହା…

ଦୀର୍ଘଦିନ ଧରି ରାସ୍ତାକାମ ହେଉନଥିବାରୁ ଅଭିନବ ପ୍ରତିବାଦ

କେନ୍ଦ୍ରାପଡ଼ା : ଅଭିନବ ପ୍ରତିବାଦ। ରାସ୍ତା ଉପରେ ଧାନ ରୋଇଲେ ଗାଁଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଓଳିହା ଠାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଫଳରେ ପ୍ରତିଦିନ ସ୍କୁଲ କଲେଜ ଯିବା ଆସିବା ପାଇଁ ଛାତ୍ରଛାଚ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଗାଁଲୋକେ…

ହାତରେ କୋଦାଳ ଧରି, ରାସ୍ତାରେ ନିତ୍ୟାନନ୍ଦ ଗଣ୍ଡ

ନବରଙ୍ଗପୁର : ବିଜେପି ବିଧାୟକ କୋଦାଳ ଧରି ରାସ୍ତା କାମ କରୁଥିବା ଚର୍ଚ୍ଚା ହେବା ସହ ସୋସିଆଲ ମିଡ଼ିଆ ରେ ଏହି ଦୃଶ୍ୟ ଭାଇରଲ ହେବାରେ ଲାଗିଛି। ସେ ହେଉଛନ୍ତି ଉମରକୋଟ ନିର୍ବାଚନ ମଣ୍ଡଳୀ ଯୁବ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜର ନିଆରା କାର୍ୟ୍ୟ ସୋଇଳି ପାଇଁ ସବୁବେଳେ ଚର୍ଚ୍ଚାରେ ରହି…