ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ
ମୁମ୍ବାଇ : ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ । ନାମକରଣ ଓ ଲୌଟ ଆଓ ତୃଷା ଭଳି ହିନ୍ଦୀ ଧାରାବାହିକରେ ସେ ଅଭିନୟ କରିଥିବା ଏହି ନାୟିକାଙ୍କୁ ରୁମ ମେଟ୍ ଓ ତାଙ୍କ ମା ମିସି ନିର୍ଦ୍ଧୁମ ପିଟିଛନ୍ତି। ସୁନ୍ଦର ଚେହେରା ହିଁ ଅଭିନେତ୍ରୀଙ୍କ ପାଇଁ…
