Odia News Portal

ବିଜେଡ଼ିକୁ ପୁରିଲା ୨୮ ବର୍ଷ, ନବୀନ ଦେବେ ଗୁରୁମନ୍ତ୍ର

୨୮ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ବେଶ ପରିଚିତ ଆଂଚଳିକ ଦଳ ହେଉଛି ବିଜେଡ଼ି । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସକ ଦଳ ଭାବରେ ଗାଦି ସମ୍ଭାଳିଥିଲା ବିଜେଡ଼ି । ୨୪ ନିର୍ବାଚନର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଗୋଟିଏ ଦୃଢ଼ ବିରୋଧି ଦଳ ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ

ପରକୀୟା ପ୍ରୀତି ପାଇଁ ଗଲା ଜୀବନ

ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଗଞ୍ଜାମ ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଅଲାରିଗଡ଼ ଗାଁ ନିକଟ ଢିମ୍ଭୀରା ପାହାଡ଼ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ ଯୁବତୀ । ତେବେ ଉଭୟ

ଆଜିଠୁ ବଦଳିବ ପାଗ, କମିବ ବର୍ଷା 

କମିବ ବର୍ଷା ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସଂପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ,

ଉଠିଲା ପ୍ରଶ୍ନ, କଣ ହେବ ଭାଗଚାଷୀଙ୍କ ଭାଗ୍ୟ ?

 ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷକର ପରିଶ୍ରମ ଅମଳ ବେଳେ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଛି । ଫସଲହାନିକୁ ନେଇ ସାରା ରାଜ୍ୟରୁ ଖବର ଆସୁଛି । ଆଉ ଠିକ୍ ଏତିକିବେଳେ ରାଜ୍ୟ ସରକାର ଚାଷୀଙ୍କ ସର୍ଭେ କରିବେ ବୋଲି ଘୋଷଣା କରିଛନ୍ତି । ଏନେଇ ଏସଓପି ଜାରି କରିଛନ୍ତି ।

ଡିଏଭି ପୋଖରୀପୁଟରେ ଅନୁଷ୍ଠିତ ହୋଇଛି ତ୍ରୟୋବିଂଶତିତମ ପୁରାତନ ଛାତ୍ର ପରିଷଦ ବୈଠକ

ତା୨୫.୧୨.୨୪ ଡିଏଭି ପୋଖରୀପୁଟରେ ପୁରାତନ ଛାତ୍ର ପରିଷଦର ବୈଠକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ବେଦପାଠ ଓ ଡିଏଭି ଗାନ ସହ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।ଛାତ୍ର ପରିଷଦର ସଭାପତି ଡକ୍ଟର କାଳୀପ୍ରସାଦ ରଥ ଉପସ୍ଥିତ ସମସ୍ତ ବିଦ୍ୟାର୍ଥୀ ଙ୍କୁ ବହୁସଂଖ୍ୟାରେ ପରିଷଦ

ଧାନକିଣାକୁ ନେଇ ଧର୍ମେନ୍ଦ୍ରଙ୍କ ବଡ଼ ବୟାନ; କହିଲେ, ମଣ୍ଡିରେ ହେଉନି ଧାନ ବିକ୍ରି

ସାରା ରାଜ୍ୟରେ ମଣ୍ଡିରେ ଧାନ ବିକ୍ରି ହେଉନାହିଁ । ଏକଥା ସ୍ୱୀକାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ମଣ୍ଡିରେ ଅବ୍ୟବସ୍ଥା ଗତ

ଆସନ୍ତା ମାର୍ଚ୍ଚରେ ‘ସୁଭଦ୍ରା’ର ଦ୍ବିତୀୟ କିସ୍ତି ଟଙ୍କା ଆକାଉଣ୍ଟକୁ ଯିବ

ଆସନ୍ତା ମାର୍ଚ୍ଚ ମାସରେ ‘ସୁଭଦ୍ରା’ ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ଲୋକଙ୍କ ଆକାଉଣ୍ଟକୁ ଯିବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାନୁଆରି ଶେଷ ସୁଦ୍ଧା ଓଡ଼ିଶାର ୧ କୋଟିରୁ ଅଧିକ ଯୋଗ୍ୟ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି

ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ରାଜ୍ୟପାଳ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା

ବିଦାୟୀ ରାଜ୍ୟପାଳ ରଘୁବର ଦାସ ଆଜି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ରାଜ୍ୟପାଳ ହେବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା। ଏହାପରେ ଦଳ ମୋତେ ଯେଉଁ ଦାୟିତ୍ବ ଦେବ, ବିଜେପିର ଜଣେ ଶୃଙ୍ଖଳିତ କର୍ମୀ

ଭରତପୁର ଥାନା ପ୍ରସଙ୍ଗ: ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ସାରିବାକୁ ନିର୍ଦ୍ଦେଶ

ଆସନ୍ତା ମାର୍ଚ୍ଚ ୩୧ ତାରିଖ ଶୁଦ୍ଧା ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବା କାମ ଶେଷ କର। ଏପରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ନେଇ ଦାୟର ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇ ଏପରି ରାୟ ପ୍ରକାଶ କରିଛନ୍ତି

ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତତ୍‌ସଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସକ୍ରିୟ ରହିଛି l ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏଥିସହ ୨୪ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ