ଧୋନୀଙ୍କୁ ପସନ୍ଦ କରନ୍ତି ଏହି ଷୋଡଷୀ ନାୟିକା, ଆସନ୍ତୁ ଜାଣିବା ତାଙ୍କର ନାମ …
ଆଜିର ସମୟରେ ଦେଖିବାକୁ ଗଲେ ଭାରତୀୟ କ୍ରିକେଟ୍ ଟିମର ଖେଳାଳିଙ୍କ ଫିଟନେସ ଅତିବ ଆକର୍ଷଣୀୟ। ଏମିତିରେ ଦେଖିବାକୁ ଗଲେ ଖେଳ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ନିୟମିତ ଖେଳ ଓ ବ୍ୟାୟାମ ଦ୍ୱାରା ବଡିର ଫିଟନେସ ଠିକରହେ ଓ ବ୍ୟକ୍ତିତ୍ୱ ଅକାର୍ଷକ ହୋଇଥାଏ। ଏଣୁ ଟିମ ଇଣ୍ଡିଆର କ୍ରିକେଟର ଏବେ…
