Odia News Portal

ଧାରଣାରେ ବସିଲେ ପ୍ରିୟଙ୍କା

ଉତ୍ତର ପ୍ରଦେଶ() ଉତ୍ତର ପ୍ରଦେଶ ସୋନଭଦ୍ରା ଜିଲ୍ଲା ଗୁଳିକାଣ୍ଡ ଘଟଣାରେ ରାଜନୀତି ଏବେ ସରଗରମ ହୋଇଛି । ସେପଟେ ଆଜି ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ଅଟକ ରଖିଛି । ସେଠାରେ ୧୪୪…

ସ୍ମାର୍ଟ ସିଟି ପାଇଁ ସ୍ମାର୍ଟ ଆପ

ଭୁବନେଶ୍ବର () ସହରର ବାସିନ୍ଦା କିମ୍ବା ପର୍ଯ୍ୟଟକ ଭାବେ ଆପଣ ନିକଟତମ ପାର୍କ କିମ୍ବା କୌଣସି ସାଧାରଣ ଖୋଲାସ୍ଥାନକୁ ବୁଲିବାକୁ ଇଚ୍ଛା କରୁଛନ୍ତି କି  । ଯଦି ହଁ, ତେବେ ଆପଣଙ୍କ ମୋବାଇଲରେ ଜାଣିପାରିବେ ପାର୍କ ଆଦି ସ୍ଥାନର ମାନ ସଂକ୍ରାନ୍ତରେ ସବିଶେଷ ତଥ୍ୟ । ଏହି ଆପ ଅଥବା ଡିଜିଟାଲ…

ହୃଦୟ ଭାଙ୍ଗିଲେ ଅଧିକ କଷ୍ଟ ପୁଅଙ୍କୁ ହୁଏ,କାହିଁକି ଜାଣନ୍ତୁ

ଇଶ୍ୱରଙ୍କ ସୃଷ୍ଟି ହେଲା ପ୍ରେମ ସମ୍ପର୍କ । ପ୍ରତ୍ୟକ ମଣିଷ ଏହି ପ୍ରେମ ସମ୍ପର୍କକୁ ଅନୁଭବ କରି ଜୀବନ ଅତିକ୍ରମ କରିଥାଏ । ଭଲପାଇବା ଜାତି,ଧର୍ମ,ରଙ୍ଗ ଏବଂ ବୟସ କିଛି ବି ଦେଖିନଥାଏ । କିନ୍ତୁ ଆଜି ଆମେ ଜଣାଇବାକୁ ଚାହିୁଛୁ ପ୍ରେମ ସମ୍ପର୍କ ଯଦି ଭାଙ୍ଗିଯାଏ ତେବେ ପୁରୁଷଙ୍କୁ ଅଧିକ କଷ୍ଟ…

ପୁରୀ ବେଳାଭୂମୀର ସଫେଇ ପାଇଁ ଜିଲ୍ଲାପାଳଙ୍କ ଅଭିନବ ଉଦ୍ୟମ

ପୁରୀ () ପୁରୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପସନ୍ଦ ସି-ବିଚ ବା ବେଳାଭୂମୀ । ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ସମସ୍ତେ ବେଳାଭୂମୀକୁ ବୁଲିବାକୁ ଯାଆନ୍ତି । ଏପରିକି ଓଡିଶା ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ମଧ୍ୟ ପୁରୀ ବେଳାଭୂମୀ । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ…

କମେଡି କିଙ୍ଗଙ୍କ ଘରେ ନିଆଁ

କମେଡି କିଙ୍ଗ କପିଲ ଶର୍ମାଙ୍କ ନିଆଁ ଲାଗି ଯାଇଥିବା ଖବର ମିଳିଛି। ସୂଚନାଅନୁସାରେ ରୋଷେଇ ଘରୁ ପ୍ରଥମେ ନିଆଁ ବାହରୁ ଥିବା ଦେଖି ପଡୋଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ମାତ୍ର ଅଧଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରି ନେଇଥିଲେ। ଏଥିରେ କେହି ମୃତାହତ ହୋଇ ନ…

ପୁଣି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର

ବାଙ୍ଗାଲୋର() ପୁଣି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ବାଚସ୍ପତି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା ହେଲା ପରେ ଆସ୍ଥା ଭୋଟ ହେବ ବୋଲି କହିଛନ୍ତି । ଏହାସହ ସେ…

୨ଭାଗ ହେବ କମିଶନରେଟ ପୋଲିସ

ଭୁବନେଶ୍ବର()  ସୁରକ୍ଷା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେବ କମିଶନରେଟ ପୋଲିସ । ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏହି ଅପରାଧକୁ ନିୟନ୍ତ୍ରଣ କରିବା ଦୃଷ୍ଟିରେ ଭୁବନେଶ୍ୱର ପୋଲିସକୁ ୨ଭାଗ କରିବାକୁ ପୋଲିସ କମିସନର ସତ୍ୟଜିତ ମହାନ୍ତି ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦିଆଯାଇଛି ।…

ସାପକୁ ଚୁମା ଦେଇ ଗିରଫ ହେଲେ ଯୁବକ

ସାପ ଫଣା ସହ ଚୁମା ଭିଡିଓ ଅପଲୋଡ କରି ଜେଲ ଗଲେ ଯୁବକ । ମହଙ୍ଗା ପଡିଲା ସାପ ସହ ମସ୍ତି କରିବା । ବନ୍ୟପ୍ରାଣି ଆଇନ ଉଲଂଘନ ଅଭିଯୋଗରେ ଗିରଫ ହେଲେ ରୋହିିତ ମେହେର । ବିଷଧର ନାଗ ସାପକୁ ଚୁମ୍ବନ ଷ୍ଟଣ୍ଟ ଦେଉଥିବା ଘଟଣା ଭାଇରାଲ ହୋଇଥିଲା । ଏହାପରେ ବରଗଡ଼ ଡିଏଫଓ ଘଟଣାକୁ ଗମ୍ଭୀରତାର ସହ…

୪ରୁ ୫ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର() ୨୪ ଘଣ୍ଟା ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । କେତେକ ସ୍ଥାନରେ ୪୦ ରୁ ୬୦ ମିଲିଲିଟର ଯାଏଁ ବର୍ଷା ହୋଇପାରେ । ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ…

ଶ୍ରାବଣ ମାସରେ ଏହି କାରଣରୁ ମହିଳା ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି, ଜାଣନ୍ତୁ ଭାଗ୍ୟ ସହ ଏହାର କ’ଣ ରହିଛି ସମ୍ବନ୍ଧ

ଶ୍ରାବଣ ମାସରେ ବିଶେଷ କରି ପ୍ରଭୁ ମହେଶ୍ୱରଙ୍କୁ ଆରାଧନା କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶିବ ଭକ୍ତ ମାନଙ୍କ ପାଇଁ ଏହି ମାସର ବହୁତ ମହତ୍ତ୍ୱ ରହିଛି। ଏହି ପବିତ୍ର ମାସରେ ଚତୁଃପାଶ୍ୱର୍ ଶସ୍ୟଶ୍ୟାମଳା ଦେଖାଯାଏ। ମହିଳାମାନେ ସବୁଜ ରଙ୍ଗର ପୋଷାକ, ଚୁଡି ପିନ୍ଧିଥାଆନ୍ତି।…