Odia News Portal

ପାଟକୁରାବାସୀଙ୍କୁ ନବୀନଙ୍କ ଅନୁରୋଧ

କେନ୍ଦ୍ରାପଡା()  ଆସନ୍ତାକାଲି ପାଟକୁରା ପ୍ରଚାରର ଶେଷ ଦିନ । ୨୦ ତାରିଖ ସକାଳୁ ଭୋଟିଂ ହେବ । ପାଟକୁରାରେ ଶଙ୍ଖ ଫୁଙ୍କିବା ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ବିଜେଡ଼ି ମୁଖିଆ । ଆଜି ପାଟକୁରାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପ୍ରକାଶଙ୍କୁ ମାଗଣା ଚିକିତ୍ସା

ଭୁବନେଶ୍ୱର() କଟକ ଏସ୍ସିବିରେ ଚିକିତ୍ସାଧୀନ ଥିବା ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ପ୍ରକାଶଙ୍କ ଚିକିତ୍ସା ସମ୍ପର୍କରେ ତଦାରଖ କରିବାକୁ…

ଏହିସବୁ ସ୍ଥାନରେ ଭୀଷଣ ବଜ୍ରପାତ

ଭୁବନେଶ୍ୱର()  ଆଜି ରାଜ୍ୟର ୪ ଜିଲ୍ଲାକୁ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲାଗୁଡିକ ହେଲା ଢେଙ୍କାନାଳ, ଅନୁଗୁଳ, ଗଜପତି ଓ କେନ୍ଦୁଝର । ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାର୍ମଶ…

୪ ବର୍ଷରେ ହାତୀ ଆକ୍ରମଣରେ ୩୬୯ ମୃତ୍ୟୁ : ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ବର : ଗତ ଚାରି ବର୍ଷରେ ହାତୀ ଆକ୍ରମଣରେ ରାଜ୍ୟରେ ୩୬୯ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ୨୦୭ଜଣ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଆଜି ବିଧାନସଭାରେ ବିଧାୟକ ମୁକେଶ କୁମାର ପାଲଙ୍କ ଏକ ଲିକ୍ଷିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା…

ପାଟକୁରା ନିର୍ବାଚନ ପରେ ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟରେ ନୂତନ ସରକାର ଗଠନ ହେବାକୁ ଇତିମଧ୍ୟରେ ୨ ମାସ ଅତିକ୍ରମ କରିଛି । ତେବେ ସରକାର ଗଠନ ହେବା ପରେ ସରକାରୀ ଅଧିକାରୀଙ୍କସ୍ତରରେ ଅଦଳ ବଦଳ ପ୍ରକ୍ରିୟା ଏକ ନିୟମିତ କାର୍ଯ୍ୟ । ଇତିମଧ୍ୟରେ ରାଜ୍ୟ ସରକାର  ଆଇଏଏସ୍ ଓ ଓଏଏସ୍ ଅଧିକାରୀଙ୍କସ୍ତରରେ ଦୁଇଟି ପର୍ଯ୍ୟାୟରେ ବଡ଼ଧରଣର…

ଆଜି ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ

କେନ୍ଦ୍ରାପଡା : ୧୨ ଘଣ୍ଟିଆ କେନ୍ଦ୍ରାପଡା ବନ୍ଦ । ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ ପ୍ରତିବାଦରେ ବନ୍ଦ ପାଳନ କରାଯାଉଛି । ତିନିମୁହାଣି ବଜାର କମିଟି ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଗୁଳିମାଡ ଘଟଣାରେ…

କଳା ଓ ଧିମା ଜଳୁଛି କି ଆପଣଙ୍କ ଗ୍ୟାସ୍ ବର୍ଣ୍ଣର ? ତାହାଲେ ଆପଣାନ୍ତୁ ଏହି ଉପାୟ ….

ଏମିତି କୁହାଯାଏ କି ଘରେ କିଛି ଏମିତି ଜିନିଷରେ ନିଆଁ ଲାଗିପାରେ ଯାହା ବ୍ୟବହାର ଭଲ ଭାବେ କରିବା ଉଚିତ୍ , ଯାହାର ବ୍ୟବହାରରେ ଘରେ କୌଣସି ବିପଦ ନଥାଏ , ଓ ଆପଣଙ୍କ ପରିବାର ସୁରକ୍ଷିତ ରହିଯାଏ , କିନ୍ତୁ ବେଳେ ବେଳେ ଲୋକ ଭୁଲ୍ କରିବସନ୍ତି , ରୋଷେଇ ଘରେ ରଖିଥିବା ଜିନିଷକୁ ଭଲ ଭାବେ ଯତ୍ନ…

ଆସନ୍ତା କାଲି ଠାରୁ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌

କଟକ : ମାତ୍ର ଦିନକ ପରେ ଓଡ଼ିଶାବାସୀଙ୍କୁ ଦେଖିବାକୁ ମିଳିବ ଉଚ୍ଚକୋଟୀର ଟେବୁଲ ଟେନିସ୍। ଆସନ୍ତା ୧୭ରୁ ୨୨  କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ତେବେ ପ୍ରତିଯୋଗିତା ପାଖେଇ ଆସୁଥିବା ବେଳେ ପ୍ରତିଯୋଗୀ ଦଳଙ୍କ…

ଟ୍ରିପଲ ମଡର ଘଟଣାରେ କଣ କହିଲେ ମୁଖ୍ୟମନ୍ତ୍ରୀ ଜାଣନ୍ତୁ

ଭୁବନେଶ୍ବର () ପୁରୀ ଜିଲ୍ଲା ସଦାନନ୍ଦପୁର ଗାଁରେ ହୋଇଥିବା ଟ୍ରିପଲ ମଡର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ବିବୃତି ରଖିଛନ୍ତି । ଏହି ଘଟଣାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ପୋଲିସ ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଜୋରଦାର ଉଦ୍ୟମ କରୁଛି ।…

କାହିଁକି ଏତେ ଶୀଘ୍ର ବାହା ହେଲେ ଅନୁଷ୍କା, ଜାଣନ୍ତୁ …

ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ବିବାହ ଖବର ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଥିଲା। ହେଲେ କାହିଁକି ଏତେ କମ୍ ବୟସରେ ବିବାହ କଲେ ଅନୁଷ୍କା । ଏହି କଥାର ଖୁଲାସା କରିଛନ୍ତି ନିଜେ ଅନୁଷ୍କା । ସେ କହିଥିଲେ ଯେ ‘ଆମ ଦର୍ଶକ ଆମ ସହିତ ଏତେ…