ଜାପାନରେ ରିଲିଜ୍ ହବ ‘ଗଲି ବୟ’ ଫିଲ୍ମ
ମୁମ୍ବାଇ : ବଲିଓଡ୍ର ଚକଲେଟ୍ ହିରୋ ରଣବୀର ସିଂହଙ୍କ ଫିଲ୍ମ ‘ଗଲି ବୟ’ ଜାପାନରେ ରିଲିଜ ହେବ। ଜୋୟା ଅଖ୍ତରଙ୍କ ନିର୍ଦେଶିତ ଏହି ପିଲ୍ମରେ ନାୟକ ଭୂମିକାରେ ରଣବୀର ଓ ନାୟିକା ଭୂମିକାରେ ଆଲିୟା ଭଟ୍ଟ ଅଭିନୟ କରିଥିଲେ। ଗଲି ବୟ ଫିଲ୍ମଟି ଚଳିତ ବର୍ଷରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ବକ୍ସ…
