Odia News Portal

ରାଷ୍ଟ୍ରପତିଙ୍କ ପାଇଁ ଆକାଶମାର୍ଗ ବନ୍ଦ

ନୂଆଦିଲ୍ଲୀ() ପୁଣି ପାକିସ୍ତାନର ନାଟକ ଆରମ୍ଭ । ପୁଣି ଭାରତ ବିରୋଧରେ ଆଉ ଏକ ଖେଳ ଖେଳିଛି ପାକିସ୍ତାନ । ପାକ୍ ବୈଦେଶିକମନ୍ତ୍ରୀ ଏମ୍ଏସ୍ କ୍ୟୁରେସି କହିଛନ୍ତି ପାକିସ୍ତାନ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆକାଶ ପଥରେ ପ୍ରବେଶ କରିବ ନାହିଁ ବୋଲି ମନା କରିଦେଇଛି। ରାଷ୍ଟ୍ରପତି…

ଆରମ୍ଭ ହେଲା ପ୍ରାଇଭେଟ୍ କ୍ଲିନିକ ରେଜିଷ୍ଟ୍ରେସନ ପ୍ରକ୍ରିୟା

ଭୁବନେଶ୍ବର()  ଏଣିକି ପ୍ରାଇଭେଟ୍ କ୍ଲିନିକଗୁଡିକ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହାଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍ କ୍ଳିନିକ୍ ଉପକୃତ ହେବେ।ଅନଲାଇନ୍ ବ୍ୟବସ୍ଥା ଦ୍ୱାରା ପ୍ରାଇଭେଟ୍ କ୍ଲିନିକଗୁଡିକ ପଞ୍ଜୀକରଣ ସହ ଏବଂ ଫାୟାର ସେଫ୍ଟି ସାର୍ଟିଫିକେଟ୍ ପାଇବାରେ ସୁବିଧା ହେବ ।୩୦…

ପ୍ରଥମ ସେବକଙ୍କୁ ପରିଚୟପତ୍ର

ପୁରୀ () ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି ।ଏହି ବୈଠକରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଣିକି ସେବାୟତଙ୍କୁ ମିଳିବ ପରିଚୟପତ୍ର । ଏହି କ୍ରମେର ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ଗଜପତି ମହାରାଜଙ୍କୁ ଦିଆଯାଇଛି ପରିଚୟପତ୍ର । ସବୁ ସେବାୟତଙ୍କୁ ମିଳିବ…

ଏଣିକି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଦରକାର ପଡିବନି କାର୍ଡ କିମ୍ବା ପିନ

ବ୍ୟାଙ୍କ ଅଫ୍ ଇଣ୍ଡିଆ ଆରମ୍ଭ କରିଛି ନୂଆ ସୁବିଧା । ଏହି ସୁବିଧା ଜରିଆରେ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକମାନେ ଏଣିକି କେବଳ କ୍ୟୁଆର୍ କୋଡକୁ ସ୍କାନ କରି ଏଟିଏମରୁ ଟଙ୍କା ଉଠାଇପାରିବେ  ।Unified Payments Interface ତଥା ୟୁପିଆଇ ଜରିଆରେ କ୍ୟୁଆର କୋଡର ନୂଆ ଫିଚର ଯୋଡିଛି । ଏହି…

ରାଜମହଲ ଛକରେ ପୋଲିସ-ପବ୍ଲିକ ମୁହାଁମୁହିଁ,ଦେଖନ୍ତୁ ଭିଡିଓ …

ଭୁବନେଶ୍ବର()   ରାଜମହଲ ଛକରେ ଉତ୍ତେଜନା ।ଫାଇନ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଜନତା-ପୁଲିସ। ଲୋକମାନେ ପୁଲିସ ଆସିଥିବା ପିସିଆର ଭ୍ୟାନ୍ର କାଗଜପତ୍ର ଯାଞ୍ଚ କରିବାକୁ ଅଡ଼ି ବସିଛନ୍ତି । ପୋଲିସ ଭୁଲରେ ଫାଇନ୍ ଆଦାୟ କରୁଥିବା ନେଇ ଅଭିଯୋଗ କରିଛନ୍ତି ଲୋକେ । ସରକାରୀ ଗାଡ଼ିକୁ ଛାଡ଼ି…

ଭିତରେ ପଶିଲା ଡ୍ରେନ ଓ ବର୍ଷା ପାଣି

ଅନୁଗୋଳ : ଗତକାଲି ବିଳମ୍ୱିତ ରାତିରେ ପ୍ରବଳ ବର୍ଷା ଯୋଗୁ ଅନୁଗୋଳ ଜିଲ୍ଲା ପାଲଲହଡ଼ାର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଭିତରେ ଡ୍ରେନ ଓ ବର୍ଷା ପାଣି ପଶିଛି। ଡାକ୍ତରଖାନାର ଆଉଟଡୋର, ୱାର୍ଡ ଓ ଡ୍ୟୁଟି ରୁମ୍‌ରେ ପାଣି ଲହଡ଼ି ମାରୁଛି। ଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ…

ପୁରୀ ବିକାଶ ପାଇଁ ସରକାରଙ୍କ ଉଦ୍ୟମ ସ୍ୱାଗତଯୋଗ୍ୟ

ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପୁରୀର ବିକାଶ ଘଟାଇବ ଅଧିକରୁ ଅଧିକ ଲୋକଙ୍କ ଆଗମନ ହେବ ପୁରୀକୁ ବିଶ୍ୱ ଐତିହ୍ୟରେ ସ୍ଥାନିତ କରିବାକୁ ଏହି ପ୍ରୟାସ ପ୍ରଶଂସନୀୟ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଠିକ୍‌ଠାକ୍‌ ଚାଲିଛି କାହା ସହ ଜବରଦସ୍ତି କରାଯାଇ ନାହିଁ ପୁରୀ : ବିଶ୍ୱ ଐତିହ୍ୟ…

ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍‌ ପାଇଁ ମହିଳା ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଆସନ୍ତା ଦକ୍ଷିଣ ଆଫ୍ରିକା ମହିଳା ଦଳ ବିପକ୍ଷ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ । ସେପ୍ଟେମ୍ବର ୨୪ ତାରିଖରୁ ଟି-ଟ୍ୱେଣ୍ଟି ସିରିଜ୍‌ ଆରମ୍ଭ ହେବ ।…

ଶମିଙ୍କ ପରେ ଗୁରୁତର ଅଭିଯୋଗରେ ଫସିଲେ ମୁନାଫ ପଟେଲ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ବୋଲର ମହମ୍ମଦ ଶମୀଙ୍କ ବିରୋଧରେ ତାଙ୍କ ପତ୍ନୀ ଆଣିଥିବା ଅଭିଯୋଗ ଲାଗି ତାଙ୍କୁ ଏବେ କୋର୍ଟରେ ଚକ୍କର ଲଗେଇବାକୁ ପଡୁଛି। ଶମୀ ଏପର୍ଯ୍ୟନ୍ତ ପତ୍ନୀଙ୍କ ଅଭିଯୋଗରୁ ମୁକ୍ତ ହୋଇନଥିବା ବେଳେ ଏବେ ଆଉଜଣେ କ୍ରିକେଟରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ହୁଏତ…

ପୁରୀ ପ୍ରକଳ୍ପ ଘୋଷଣା ପରେ ବିରୋଧି ହତାଶ !

ଭୁବନେଶ୍ୱର : ପୁରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଅନୁମୋଦନ କରିବା ଓ ସରକାରଙ୍କ ପକ୍ଷରୁ ପ୍ରକଳ୍ପ ଗୁଡିକର ଚିତ୍ର ଜାରି ହେବାପରେ ଏବେ ଉଚ୍ଛେଦକୁ ବିରୋଧ କରୁଥିବା ରାଜନୈତିକଦଳ ଓ ବ୍ୟକ୍ତିମାନେ ହତାଶ ହୋଇପଡିଛନ୍ତି । ପ୍ରକଳ୍ପ ରୂପରେଖର ବାସ୍ତବତା…