ବିଶ୍ୱପରେ ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁହାଁମୁହିଁ
ବିଶ୍ୱପରେ ଆଜି ଭାରତ- ୱେଷ୍ଟଇଣ୍ଡିଜ୍ ମୁକାବିଲା। ଭାରତୀୟ ସମୟ ଅପରାହ୍ନ ୩ଟାରେ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଏହି ମ୍ୟାଚ୍ ଖେଳାଯିବ। ଆଜିର ମ୍ୟାଚ ଜିତି ଭାରତ ସେମି ଫାଇନାଲ୍ ରାସ୍ତା ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ। ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୫ଟି…
