Odia News Portal

ଜିଲ୍ଲା ପରିଷଦ ବୈଠକକୁ ସାମ୍ବାଦିକଙ୍କ ବର୍ଜନ

ଆଜି ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ର ସାଧାରଣ ପରିଷଦ ବୈଠକ ରେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଜିଲ୍ଲାପାଳ ଙ୍କ ଅସମ୍ମାନ ପ୍ରଦର୍ଶନ ପ୍ରତିବାଦ ରେ କକ୍ଷତ୍ୟାଗ କଲେ ସାମ୍ବାଦିକ। ଆଜି ଜିଲ୍ଲାପରିଷଦ ବୈଠକ ଆରମ୍ଭ ହେବା କ୍ଷଣି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି । ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହାକୁ ନିନ୍ଦନୀୟ କହିବା ସହ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ।

ଭରତପୁର ଘଟଣାରେ କାହାକୁ ଛଡାଯିବ ନାହିଁ : ସୁରେଶ ପୂଜାରୀ

 ନବୀନଙ୍କ ଅଭିଯୋଗର ଜବାବ ରଖିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନବୀନବୀବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜଧର୍ମ ପାଳନ କଲେନି । ସିଏ ୨୪ଟି ନ୍ୟାୟିକ ତଦନ୍ତ କମିସନ ବସାଇଥିଲେ । ମାତ୍ର ଗୋଟିଏ ବି ରିପୋର୍ଟ ପ୍ରକାଶ କଲେନାହିଁ । ଏବେ ୧୦୦ ଦିନର ସରକାରକୁ ପାଠ ପଢାଉଛନ୍ତି । ଭରତପୁର

ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ IIC ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା

ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍

ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଅଣାଯାଇଛି । କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।   ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ

ମୋହନ ସରକାର @୧୦୦; ପୁରୀରେ ଭବ୍ୟ କାର୍ଯ୍ୟକ୍ରମ

ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ,

ଟ୍ରାକ୍‌ରୁ ଖସିଲା ୨୫ଟି ବଗି

ଉତ୍ତରପ୍ରଦେଶ ମଥୁରାରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଆଗ୍ରା

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ କରିବା ପାଇଁ ଯାଇଥିଲା ୧୭ ଜଣିଆ ଟିମ୍ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର, ସୁଡ଼ଙ୍ଗ ଖୋଜିବା ସହ ଭିତରେ ଆଉ କିଛି ରହିଛି କି ନାହିଁ ତଦାରଖ କରିଥିଲେ ବିଶେଷଜ୍ଞ ଟିମ୍ । ଏଏସଆଇ ଏଡିଜି ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିଲା ଏହି ୧୭

ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବ

ପ୍ରଥମ ଦିନରେ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ, ରାଡାର ସର୍ଭେ କରାଯାଇଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସ୍ଥିତି ଜାଣିବା ପାଇଁ ଖୁବଶୀଘ୍ର ଜିପିଆର ସର୍ଭେ ହେବ । ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ସରିବା ପରେ ସୂଚନା ଦେଇଛନ୍ତି ଏଏସଆଇ ବିଶେଷଜ୍ଞ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର

ଯୁବତୀଙ୍କୁ ଗଣଦୁଷ୍କର୍ମ

ରାଜଗାଙ୍ଗପୁରରେ ଲଜ୍ଜା। କୁତ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କରମା ପୂଜା ଦେଖିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୁତ୍ରା ଥାନାରେ ଏତଲା ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସଡିପିଓ