ଫେସବୁକରେ ନିଜ ସ୍ତ୍ରୀର ଅଶ୍ଲିଳ ଫଟୋ କରୁଥିଲେ ଭାଇରାଲ
ଗଜପତି : ଫେସବୁକରେ ନିଜ ସ୍ତ୍ରୀର ଅଶ୍ଲିଳ ଫଟୋ । ତାହା ପୁଣି କୌଣସି ପର ପୁରୁଷ ନୁହେଁ ବରଂ ଖୋଦ୍ ସ୍ବାମୀ କରିଛି ଏହି କରାନାମା। ବିଭିନ୍ନ ଅନ୍ତରଙ୍ଗ ମୁହୂର୍ତ୍ତର ଆପତ୍ତିଜନକ ଫଟୋ। ଗୋଟିଏ ପରେ ଗୋଟିଏ ଭାଇରାଲ ହେଲା ସୋସିଆଲ ମିଡିଆରେ। ଏମିତି କି ଏହି ଫଟୋ ସବୁ ନିଜେ ସ୍ତ୍ରୀଙ୍କ ପାଖକୁ…
