Odia News Portal

ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଥିଲେ: ନବୀନ

ଭୁବନେଶ୍ୱର() ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭିର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜେଟଲି ଜଣେ ଦକ୍ଷ ପାର୍ଲାମେଣ୍ଟେରିଆନ ଓ ବିଜ୍ଞ ଆଇନଜୀବୀ ଥିଲେ । ନବୀନ ତାଙ୍କୁ ଜଣେ ଭଲ ମଣିଷ ବୋଲି…

ଫେରିଆସିଲେ ବିରୋଧୀ ପ୍ରତିନିଧି ଦଳ

ନୂଆଦିଲ୍ଲୀ() କାଶ୍କୀର ପରିସ୍ତିତି ଅନୁଧ୍ୟାନ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାଇଥିବା ୯ଟି ବିରୋଧୀ ଦଳର ୧୨ ଜଣିଆ ଟିମକୁ ଆଜି କାଶ୍ମୀରରୁ ନିରାଶରେ ଫେରିବାକୁ ପଡିଛି । ଏହି ବିରୋଧି ଦଳର ନେତା ମାନଙ୍କୁ କାଶ୍ମୀର ଗସ୍ତକୁ ଗତକାଲିଠାରୁ ଜାମ୍ମୁକାଶ୍ମୀର ପ୍ରଶାସନ ପକ୍ଷରୁ ରୋକ…

ଅରୁଣ ଜେଟଲୀ ଆଉ ନାହାନ୍ତି

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଆଜି ପରଲୋକ ହୋଇଯାଇଛି। ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।ଗତ ୯ତାରିଖରୁ ଅସୁସ୍ଥତା କାରଣରୁ ସେ ଏମ୍ସରେ ଚିକିତ୍ସାଧିନ ଥିଲେ ।…

ହିମାଚଳ ଢାଞ୍ଚାରେ ଓଡିଶା ବିଧାନସଭା ହେବ ହାଇଟେକ

ଭୁବନେଶ୍ବର () ଇ-ବିଧାନସଭା ସଂପର୍କରେ ଅଧ୍ୟୟନ କରିବା ପାଇଁ ହିମାଚଳ ପ୍ରଦେଶ ଗସ୍ତରେ ଯାଇଥିବା ଓଡିଶା ବିଧାନସଭାର ଗୃହ କମିଟି ସିମଲାରେ ପହଁଚି ହିମାଚଳ ପ୍ରଦେଶ ବାଚସ୍ପତି ରାଜୀବ ବ୍ରିନ୍ଦଲଙ୍କୁ ସାକ୍ଷତ କରିଛନ୍ତି । ଗୃହ କମିଟିକୁ ସିମଲାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦାଇଯାଇଛି ।…

ମୃତ୍ୟୁକୁ ନେଇ ଉତ୍ତେଜନା, ବେଦାନ୍ତ ପରିସରରେ ୧୪୪ଧାରା ଲାଗୁ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ରିଫାଇନାରୀ ସମ୍ମୁଖରେ ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ମୃତ୍ୟୁ। ଗିରଫ ବ୍ୟକ୍ତି ଛତ୍ରପୁରର ପଟ୍ଟନାୟକ ହରିଜନଙ୍କ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁ । ଭବାନୀପାଟଣା କାରାଗାରରେ…

ଡାଇବେଟିସ ରୋଗ ଦୂର କରେ ଏହି ଫୁଲ

ଅରଖଫୁଲରେ ରହିଛି ଅନେକ ଔଷଧୀୟ ଗୁଣ । ଅରଖ ଗଛର ପତ୍ର ଓ ଫୁଲ ଶ୍ୱାସରୋଗ, ଡାଇବେଟିସ୍ ଆଦି ରୋଗକୁ ଭଲ କରିଥାଏ । ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ଅରଖଗଛର ଫୁଲକୁ ଶୁଖାଇ ଏହାକୁ ଗୁଣ୍ଡ କରି କିଛି ଦିନ ନିୟମିତ ଖାଇଲେ ଅନେକ ସୁଫଳ…

ଭାଇରାଲ୍ ହେଉଛି ନୋରାଙ୍କ ଭିଡିଓ

 ମୁମ୍ବାଇ ()  ଚର୍ଚ୍ଚାରେ ବେଲି ଡ୍ୟାନ୍ସରେ ସମସ୍ତଙ୍କ ମନ ଜିତି ଥିବା ବଲିଉଡ୍ର ଦୀଲ୍ବର୍ ଗର୍ଲ ନୋରା ଫତେହି । ନିକଟରେ ନୋରାଙ୍କର ଏକ ଭିଡିଓ ବେଶ୍ ଭାଇରାଲ୍ ହୋଇଛି। ଏହି ଭିଡିଓରେ ନୋରା ଏକ ଲେମନ୍ ୟେଲୋ ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି। ଏଥିରେ ସେ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଆଉ ନିଜ…

ଖୁବଶୀଘ୍ର ପରଦାକୁ ଆସିବ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’

ମୁମ୍ବାଇ ()  ଆଗକୁ ପରଦାକୁ ଆସିବ ପରିଣୀତି ଚୋପ୍ରାଙ୍କ ଅପକମିଂ ସିନେମା ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ । ଏହି ସିନେମା ୨୦୧୫ର ବେଷ୍ଟ ସେଲର ବୁକ୍ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ଉପରେ ଆଧାରିତ। ଏହି ସିନେମା ହଲିଉଡ ଅଭିନେତ୍ରୀ ଏମିଲି ବ୍ଲଣ୍ଟଙ୍କ ସିନେମାର ହିନ୍ଦୀ ରିମେକ । ଏବେ ପରିଣୀତି ଚୋପ୍ରା…

ସ୍ବଚ୍ଛତା ଏବଂ ସମୟୋଚିତ ଅଫିସର ଆଶୀଷ ସିଂହ

ଭୁବନେଶ୍ବର () ଓଡିଶାର ସାଂସ୍କୃତିକ ରାଜଧାନୀ ପୁରୀକୁ ନେଇ ଦେଶବାସୀଙ୍କ ହୃଦୟରେ ରହିଛି ସ୍ବତନ୍ତ୍ର ସ୍ଥାନ । ଦେଶର ଅନ୍ୟତମ ପୂରାତନ ସହର ହୋଇଥିବା ବେଳେ ବିଶ୍ବସ୍ତରରେ ଏହାର ରହିଛି ସ୍ବାତନ୍ତ୍ରତା । ଏବେ ରାଜ୍ୟ ସରକାର ଏହି ସହରକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ରୂପାନ୍ତରିତ କରିବାକୁ…

ଦାମୀ ଆଇଟମ୍ ଗାର୍ଲ ସନୀ ଲିୟନୀ

ମୁମ୍ବାଇ ()ସମଗ୍ର ବିଶ୍ବରେ ଲୋକେ ସନୀ ଲିୟନୀ ଙ୍କ ବୋଲ୍ଡନେସ ପାଇଁ ପାଗଳ। ବଲିଉଡରେ ସନୀ ଓରଫ କରନଜୀତ କୌର ଭୋରା ଜଣେ ଆଗ ଧାଡିର ନାୟୀକା । ଅଧିକାଂଶ ଫିଲ୍ମରେ ଆଇଟମ୍ ଡାନ୍ସର କରି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ସନୀ । କେବେ କେବେ ଫିଲ୍ମ ଧମାଲ ନକଲେ ମଧ୍ୟ ସନୀଙ୍କ ଆଇଟମ୍ ଡାନ୍ସ…