Odia News Portal

ଚାରୋଟି ଭାଷାରେ ରିଲିଜ ହେବ ଦବଙ୍ଗ ୩

ମୁମ୍ବାଇ ()  ଡିସେମ୍ବର ୨୦ରେ ରିଲିଜ ହେବାକୁ ଯାଉଛି ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ ୩ । ସଲମାନ ଟ୍ୱିଟ୍ କରି ଫିଲ୍ମର ରିଲିଜ ହେବା ନେଇ ସ୍ଫଷ୍ଟ କରାଇଛନ୍ତି । ପ୍ରଭୂଦେବା ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ସଲମାନ ଖାନ ଓ ଅରବାଜ ଖାନଙ୍କ ପ୍ରଡକ୍ସନ ହାଉସ୍ ଏହାକୁ ପ୍ରଡ୍ୟୁସ୍…

୩୦ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକ ତାଲିକା ଘୋଷଣା

ଭୁବନେଶ୍ବର()  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତନ ଜିଲା ପର୍ୟ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ.. ନବରଙ୍ଗପୁରରେ ସଞ୍ଜୟ କୁମାର ଦାସବର୍ମା, ରାୟଗଡ଼ାରେ ସଞ୍ଜୟ କୁମାର ଦାସବର୍ମା, କୋରାପୁଟରେ ଚନ୍ଦ୍ରସାରଥୀ…

କାଲିଠାରୁ ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର()  ଆସନ୍ତାକାଲିଠାରୁ କେତେକ ଜିଲ୍ଲାରେ ଅତି ପ୍ରବଳ ଓ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। କାଲିଠୁ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ଢେଙ୍କାନାଳ, ଯାଜପୁର,…

ଜନ୍ମାଷ୍ଟମୀ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ବନ୍ଦ

ଭୁବନେଶ୍ୱର()  ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ସାରା ଦେଶରେ ପାଳନ କରାଯାଉଛି ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ…

ବଲିଉଡକୁ ଏଣ୍ଟ୍ରି ମାରିଲେ ରାନୁ

ମୁମ୍ବାଇ()   ଷ୍ଟେସନ ପ୍ଲାଟଫର୍ମରେ ଗୀତ ଗାଇ ସୋସାଲ ମିଡିଆରେ ରାତାରାତ ଚର୍ଚ୍ଚାକୁ ଆସିଥିବା ରାନୁ ମଣ୍ଡଲ ବଲିଉଡକୁ ଏଣ୍ଟ୍ରିକୁ ମାରିଛନ୍ତି । ରାନୁଙ୍କ ସମ୍ପର୍କରେ ହିମେଶ ଜାଣିବା ପରେ ତାଙ୍କୁ ଭେଟିଥିଲେ। ତାଙ୍କର ଗାୟନ କଳାରେ ଅଭିଭୂତ ହୋଇ ତାଙ୍କର ଆଗାମୀ ଫିଲ୍ମ ‘ହାପି ହାର୍ଡି ହିର୍’ର…

ପୁରୀ ପାଇଁ ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀର ରୂପାନ୍ତରଣ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କଲେ ମୁଖ୍ୟମନ୍ତ୍ରୀ ... ଭୁବନେଶ୍ବର : ପୁରୀର ବିକାଶ ପାଇଁ ଆଉ ୫୦୦ କୋଟିର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀର ବିକାଶ ପାଇଁ ଏକ ସମୀକ୍ଷା ବୈଠକରେ ବିସ୍ତ୍ରୁତ ଭାବେ ଆଲୋଚନା ପରେ ଏହି ପ୍ରକଳ୍ପ…

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଉତ୍ସବମୁଖର ରାଜଧାନୀ

ଭୁବନେଶ୍ବର : ଆଜି ଜନ୍ମାଷ୍ଟମୀ । ଜନ୍ମ ନେବେ କହ୍ନେୟା ଲାଲ ।  ଝୁଲଣରେ ଝୁଲିବେ ଭଗବାନ ଶ୍ରୀକୃଷ୍ଣ । ଭଜନ କୀର୍ତ୍ତନରେ ଉଛୁଳିବ ଚତୁର୍ଦ୍ଦିଗ । ସେଥିପାଇଁ  ଉତ୍ସବମୁଖର ମଠ ମନ୍ଦିର । ଚଳିତ ବର୍ଷ ଶୁକ୍ରବାର ସକାଳ ୮ଟା ୧୨ ମିନିଟରୁ ଶନିବାର ସକାଳ ୮ଟା ୩୫ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମୀ ତିଥି…

ମୋ ବସ : ସେପ୍ଟେମ୍ବର ୧ରୁ ବିନା ଟିକେଟ୍ ରେ ଯାତ୍ରା କଲେ ଜୋରିମାନା

ଭୁବନେଶ୍ବର : ବିନା ଟିକେଟ୍ ଯାତ୍ରୀଙ୍କ ଉପରେ ଆସନ୍ତା ୧ ସେପ୍ଟେମ୍ବର ୨୦୧୯ ତାରିଖରୁ କ୍ୟାପିଟାଲ୍ ରିଜନ୍ ଅରବାନ୍ ଟ୍ରାନ୍ସପୋର୍ଟ ଜୋରିମାନା ଜାରି କରିବ । ଏହାର ପରିମାଣ ଟିକଟ ମୂଲ୍ୟର ୧୦ ଗୁଣ କିମ୍ବା ୫୦୦ ଟଙ୍କା (ଯେଉଁଟା କମ୍‍ ହେବ) ଆଦାୟ କରାଯିବ । ତେଣୁ କୃଟ ଅନୁରୋଧ କରୁଛି ଯାତ୍ରୀ…

୧୩ ବର୍ଷ ପରେ ଅଭିନୟ ଜଗତକୁ ଫେରିଲେ ଶିଳ୍ପା

ମୁମ୍ବାଇ ()  ଫ୍ୟାନ୍ଙ୍କ ପାଇଁ ଖୁସି ଖବର। ଦୀର୍ଘ ୧୩ ବର୍ଷ ପରେ ଶିଳ୍ପା ଶେଟ୍ଟୀ ପୁଣି ବଲିଉଡ୍ ଫେରୁଛନ୍ତି। ସବୀର ଖାନ୍ଙ୍କ ଫିଲ୍ମ ‘ନିକମା’ରେ ସେ ନଜର ଆସିବେ। ଏହି ଫିଲ୍ମର ପ୍ରଥମ ଦିନ ଶୁଟିଂର ଏକ ଫଟୋ ସୋସିିଆଲ ମିଡିଆରେ ଶିଳ୍ପା ଶେୟାର କରିଛନ୍ତି। ଏହି ଫଟୋରେ ଶିଳ୍ପା, ଅଭିମନ୍ୟୁ…

ମକା ଖାଇ ପାଣି ପିଉଛନ୍ତି କି? ସାବଧାନ

ବର୍ଷା ପାଗକୁ ଗରମ ଗରମ ମକାରେ ଲେମ୍ବୁ ପକାଇ ଖାଇବାର ମଜା ଥାଏ ଅଲଗା। ଏହାକୁ ଖାଇବା ପରେ ପ୍ରଚୁର ଶୋଷ ହୋଇଥାଏ। କିଛି ନଜାଣି ନ ଶୁଣି ଲୋକମାନେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି। କିନ୍ତୁ ଏହି ଅଭ୍ୟାସ ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ, ମକା ଖାଇବା ପରେ…