Odia News Portal

ସଂଜିବ ଚୋପ୍ରାଙ୍କୁ ଗୃହ ବିଭାଗ ସଚିବ ଦାୟୀତ୍ୱ

ଭୁବନେଶ୍ୱର() ଆଜି ରାଜ୍ୟ ସରକାରଙ୍କ ଉଚ୍ଚ ପଦସ୍ତ ଆଇଏଏସ ଅଫିସର ମହଲରେ ପୁଣି କେତେକ ଅଦଳବଦଳ କରାଯାଇଛି । ସରକାରୀ ଚାକିରିରୁ ଅବସର ନେବା ପାଇଁ ଇସ୍ତଫା ଦେଇଥିବା ଗଗନ ଧଳଙ୍କୁ ଓଏଫଡିସିର ଅଧକ୍ଷ ଭାବେ ସରକାର ନିଯୁକ୍ତି ଦେଇଛନ୍ତି । କିନ୍ତୁ ସେ ତାଙ୍କ ପଦବିରେ ଯୋଗ ଦେବେ କି ନାହିଁ ତାହା…

ଦୁଇ ହାତର ନଖକୁ ଘଷିଲେ ମିଳିଥାଏ ଏହି ବଡ଼ ଫାଇଦା

ଦୁଇ ହାତର ନଖ ଘଷିଲେ ଝଗଡ଼ା ଅଧିକ ହୋଇଥାଏ। ତେବେ ଏହା କେବଳ ଏକ ଅନ୍ଧବିଶ୍ବାସ ବୋଲି କୁହାଯାଇପାରେ। ଚିକିତ୍ସା ବିଜ୍ଞାନରେ ନଖ ଘଷିବାର ଏକ ବଡ଼ ଫାଇଦା ବିଷୟରେ କୁହାଯାଇଛି। ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ ଆପଣ ଏହା ଜାଣି ଆଶ୍ଚର୍ୟ୍ୟ ହେବେ ଯେ ନଖକୁ ନଖ ଘଷିବାର ପ୍ରକ୍ରିୟା ଏକ…

ନୀତି ଆୟୋଗ ବୈଠକ ଶେଷ , ରାଜ୍ୟ କଲା ୬ଟି ପ୍ରସ୍ତାବ ଉପସ୍ଥାପନ

ଭୁବନେଶ୍ୱର()  ମୁମ୍ବାଇରେ ନୀତି ଆୟୋଗ ବୈଠକ ଶେଷ ହୋଇଛି । ନିତି ଆୟୋଗ ବୈଠକରେ ଚାଷ ଓ ଚାଷୀର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଓଡ଼ିଶା ପକ୍ଷରୁ କୃଷି ମନ୍ତ୍ରୀ ଅରୁଣ ସାହୁ ବୈଠକରେ ଯୋଗ ଦେଇଛନ୍ତି । ବୈଠକରୁ ଓଡ଼ିଶା ଫେରିବା ପରେ ରାଜ୍ୟ କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି ।…

ମୋଦିଙ୍କ ଠାରୁ ତାଙ୍କ ପତ୍ନୀ କଣ ଚାହାନ୍ତି ଜାଣନ୍ତୁ …

ନୂଆଦିଲ୍ଲୀ()  ୬୮ମସିହାରେ ନରେନ୍ଦ୍ର ମୋଦି ଏବଂ ଯଶୋଦା ବେନଙ୍କ ବିବାହ ହୋଇଥିଲା,କିନ୍ତୁ ଦେଶ ସେବା ଏବଂ ସଙ୍ଘ ପ୍ରଚାର କରିବା ପାଇଁ ନରେନ୍ଦ୍ର ମୋଦି ତାଙ୍କଠୁ ଅଲଗା ହୋଇଯାଇଥିଲେ। ଯଶୋଦାବେନଙ୍କ କହିବାନୁସାରେ, ଗତ ୫୦ବର୍ଷ ହେବ ମୁଁ ନରେନ୍ଦ୍ର ମୋଦିଙ୍କଠୁ ଅଲଗା ରହୁଛି। ତଥାପି ମୁଁ ଏହି…

ଝିଅଙ୍କୁ ନେଇ ବିବାଦରେ ପପୁ

ଭୁବନେଶ୍ୱର() ପୋଷ୍ଟରକୁ ନେଇ ବିବାଦରେ ହାସ୍ୟ ଅଭିନେତା ପପୁ ପମପମ । ସୋସିଆଲ ମିଡିଆରେ ଘୂରି ବୁଲୁଥିବା ଏହି ପୋଷ୍ଟରଟି ହେଉଛି ଅପକମିଂ ଓଲିଉଡ୍ ଫିଲ୍ମ ‘ମିଷ୍ଟର କହ୍ନେୟା’ର ବୋଲି କୁହାଯାଉଛି । ଏଥିରେ ପପୁ ପମପମ ଆକ୍ସନ ମହିଳାଙ୍କ ପ୍ରତି ଅପମାନ ବୋଲି କୁହାଯାଉଛି । ପୋଷ୍ଟରରେ ପପୁଙ୍କୁ…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ଆଠଟି ଜିଲ୍ଲାରେ ଘଡ଼ଘଡ଼ି ସହବର୍ଷା ହେବା ସମ୍ଭାବନା ରହିଥିବା କଥା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ କଟକ। ଘଡ଼ଘଡ଼ି ଓ ବିଜୁଳି ସହ…

ଦ୍ଵିତୀୟ ଦିନରେ ୨୭ କୋଟି

ମୁମ୍ବାଇ ()  ଜନ୍ ଆବ୍ରାହମଙ୍କ ସିନେମା ‘ବାଟଲା ହାଉସ୍’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି ଜନ। ଏହି ସିନେମା ପ୍ରଥମ ଦିନରେ ହିଁ ୧୪.୫୯ କୋଟି ଟଙ୍କା ଆୟ କରିଛି। ସେହିପରି ଦ୍ଵିତୀୟ ଦିନରେ ୧୩ କୋଟି ଟଙ୍କାର ବ୍ୟବସାୟ କରିଛି । ଏହାସହ ଏହି ଫିଲ୍ମଟି…

ଶ୍ରୀଦେବୀଙ୍କ ଜୀବନୀକୁ ନେଇ ପୁସ୍ତକ

ମୁମ୍ବାଇ () ଅଭିନୟରେ ପାରଦର୍ଶିତା ଥିବା ଶ୍ରୀଦେବୀଙ୍କୁ ବଲିଉଡ୍ର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ବୋଲି କୁହାଯାଏ। ଅଭିନେତ୍ରୀ ଶ୍ରୀଦେବୀ ଆଉ ନାହାଁନ୍ତି ସତ। ହେଲେ ତାଙ୍କ ଅଭିନୟ ଏବେବି ଦର୍ଶକଙ୍କ ମନରେ ଘର କରି ରହିଛି। ୮୦ ଦଶକରେ ସେ ଦର୍ଶକଙ୍କୁ ଏମିତି କିଛି ଅଭିନୟ ଭେଟି ଦେଇଛନ୍ତି ଯାହା…

ଚର୍ଚ୍ଚାରେ ମୁକୁନ୍ଦପୁରପାଟଣା ସରପଞ୍ଚ

କେନ୍ଦୁଝର : ସ୍କୁଲ ପିଲାଙ୍କ ବସ୍ତାନୀ ବୋଝ କମାଇବା ପାଇଁ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି । ଏହି ନିୟମକୁ ପାଳନ କରିବା ପାଇଁ କେନ୍ଦୁଝର ଜିଲ୍ଲା ମୁକୁନ୍ଦପୁରପାଟଣା ସରପଞ୍ଚ ଆରମ୍ଭ କରିଛନ୍ତି ଭିନ୍ନ ପ୍ରୟାସ । ସରପଞ୍ଚ ଅର୍ଣ୍ଣପୂର୍ଣ୍ଣା ଦେହୁରୀ ନିଜ ପଞ୍ଚାୟତର…

ବଜରଙ୍ଗ ପୂନିଆଙ୍କୁ ମିଳିବ ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ : ଏସୀୟ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ମିଳିବ ଚଳିତ ବର୍ଷର ଖେଳରତ୍ନ ପୁରସ୍କାର। ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ଶୁକ୍ରବାର ତାଙ୍କ ନାମରେ ପ୍ରାୟତଃ ମୋହର ଲାଗିଛି। ଅବସରପ୍ରାପ୍ତ…