ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ ଉଦଘାଟିତ
ଜଗତସିଂହପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସଚେତନତା ସୁରକ୍ଷା ଅଭିଯାନ୨୦୨୫ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଜେ ସୋନାଲ ଯୋଗଦେଉ ସାଇବର ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମକୁ…
