ଅଭାବନୀୟ ଘଟଣା : ୨ ଶିଶୁଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା
ମାଲକାନଗିରି : ନିଜର ୨ ପିଲାଙ୍କୁ ବିଷ ଦେଇ ଆତ୍ମହତ୍ୟା କଲା ମା । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଗୋରେଇଗୁଡା ଗାଁରେ । ସୀତା ମାଡକାମି ନାମକ ଜଣେ ମହିଳା ତାଙ୍କର ଦୁଇ ପୁଅଙ୍କୁ ବିଷ ଦେଇ ନିଜେ ମଧ୍ୟ ବିଷ ପିଇ ଦେଇ ଆତ୍ମହତ୍ୟା କରିଛନ୍ତି । ୨…
