Odia News Portal

ରାତି ଅଧରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ପୋଇପାଟ ଗାଁରେ ଶୁକ୍ରବାର ରାତିରେ ଘଟିଛି ଏହି  ବର୍ବରକାଣ୍ଡ । ଗାଁର ଜଣେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶି ୩ ଜଣ ଦୁର୍ବୃତ୍ତ ଏହି ନାରକୀୟ କାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି ।  ତେବେ ଦୁର୍ବୃତ୍ତଙ୍କ  ମାଡରେ ଗୁରୁତର ଆହତ ହୋଇ…

ଦେଖନ୍ତୁ କଣ କହୁଛି ଏହି ସୂଚନା ଫଳକ

ଭୁବନେଶ୍ୱର  : ଭୁବନେଶ୍ୱର-ପୁରୀ ରାସ୍ତାରେ ଗଲା ବେଳେ ପଡ଼େ ପଟନାୟିକିଆ ଛକ । ଏଇ ଛକରୁ ଖୋର୍ଦ୍ଧା ଓ ଡେଲାଙ୍ଗକୁ ଯିବା ଲାଗି ରାସ୍ତା ରହିଛି । ତେବେ ସରକାରୀ ସୂଚନା ଅନୁଯାୟୀ ଏଇ ରାସ୍ତାରେ ଗଲେ ଟିକେ ଅସୁବିଧା ରହିଛି । ଯଦି ଆପଣ ଓଡ଼ିଆ ରାସ୍ତାରେ ଖୋର୍ଦ୍ଧା ଯିବେ ତେବେ ଆପଣଙ୍କୁ ମାତ୍ର…

କେନ୍ଦ୍ରାପଡ଼ାରେ ପ୍ରଥମ ଥର ଗଡ଼ିଲା ରେଳ ଇଂଜିନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ଥର ପାଇଁ ଗଡ଼ିଲା ରେଳ ଇଂଜିନ । ଆଜି ରେଲୱେ ପକ୍ଷରୁ ହରିଦାସପୁର-ପାରାଦୀପ ରେଳଲାଇନର ବେଣିପୁରଠାରୁ ଗୋପଛକ ଯାଏ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି । ଆଜି ୨୧ କିଲୋମିଟର ରେଳପଥରେ ପରୀକ୍ଷାମୂଳକ ଭାବେ ଇଂଜିନ ଚାଲିଥିଲା । ଇଞ୍ଜିନ ସହିତ…

ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ

ଭୁବନେଶ୍ବର : ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରୁଛନ୍ତି। ବୈଠକରେ ବିଶେଷ କରି ମଡେଲ ସିଲାବସ ଲାଗୁ ଓ ଏକକ ପରୀକ୍ଷା ବ୍ୟବସ୍ଥା ନେଇ ବିଚାରବିମର୍ଶ କରାଯାଉଥିବା ସୂଚନା ମିଳିଛି। କଲେଜ…

୧.୩୯ ଲକ୍ଷ କୋଟି ଟଙ୍କାର ବଜେଟ : ଭିତ୍ତିଭୂମୀ ଓ ବିକାଶକୁ ଗୁରୁତ୍ବ

ଭୁବନେଶ୍ୱର () ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆଜି କୃଷି ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି । ସେ ମଧ୍ୟରୁ ପୁଞ୍ଜି ବ୍ୟୟ ବରାଦ ୨୪ ହଜାର ୭୨୩ କୋଟି ଟଙ୍କା ହୋଇଥିବା ବେଳେ ଏହା ମୋଟ ଘରୋଇ ଉତ୍ପାଦର ୪.୫ ପ୍ରତିଶତ ।…

କେତେ ରହିଛି ୨୦୧୯-୨୦ରେ କୃଷି ବଜେଟ ପରିମାଣ, ଜାଣନ୍ତୁ

ଭୁବନେଶ୍ୱର()  ୨୦୧୯ ଓଡିଶା ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟକୁ ଦୁଇ ଭାଗରେ ଉପସ୍ଥାପନା କରାଯାଇଛି । କୃଷି ବଜେଟକୁ ଅଲଗା ଭାବେ ଉପସ୍ଥାପନା କରାଯାଇଛି । ସେହିଭଳି ଆଗାମୀ ବର୍ଷ ଠାରୁ ଇଲେକ୍ଟ୍ରୋନିକ୍ସ ବଜେଟ ସ୍ୱତନ୍ତ୍ର ଭାବେ ଉପସ୍ଥାପନା କରାଯିବ ବୋଲି…

ବିକ୍ରୀ ପାଇଁ କାଟ ହେଉଛି ବିଦ୍ୟୁତ

ଭୁବନେଶ୍ୱର () ରାଜ୍ୟରେ ଆବଶ୍ୟକତା ତୁଳନାରେ ବଳକା ବିଦ୍ୟୁତ ଉପଲବ୍ଧ ହେଉଥିଲେ ବି ବିଦ୍ୟୁତ କାଟ ହେଉଛି । ଆଜି ବିଧାନସଭା ପ୍ରଶ୍ନକାଳରେ ଶକ୍ତି ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଏହା ସ୍ୱୀକାର କରିଛନ୍ତି । ବିଦ୍ୟୁତ ଭିତ୍ତିଭୂମିର ବିକାଶ, ବୈଷୟିକ…

ଧାନ କିଣାରେ ବ୍ୟାପକ ଅନିୟମିତତା

ଭୁବନେଶ୍ୱର () ରାଜ୍ୟରେ ଧାନ କିଣାରେ ବ୍ୟାପକ ଅନିୟମିତତା ହେଉଛି ଏବଂ ମଣ୍ଡିରୁ ଧାନ ଉଠୁନି । ଆଉ ଦୁଇ ଦିନରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହେବାକୁ ଥିଲା ବେଳେ ଏବେ ମଣ୍ଡିରେ ଧାନ ଗଜା ହେଲାଣି । ଆଜି ରାଜ୍ୟରେ ଧାନ କିଣାରେ ସରକାର ବିଫଳ ହୋଇଥିବା ସମ୍ପର୍କିତ ମୁଲତବୀ ଆଲୋଚନାରେ…

କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର () ଗୄହରେ ଉଠିଲା ପୋଲାଭରମ ପ୍ରସଙ୍ଗ। ଶାସକ ଦଳ ବିଧାୟକ ଦେବୀ ମିଶ୍ର ଉଠାଇଲେ । ମାଲକାନଗିରି ଜିଲ୍ଲାରେ ପ୍ରଭାବିତ ହେବାକୁ ଯାଉଥିବା ବିସ୍ଥାପିତଙ୍କ ଜୀବନଜୀବିକା ବାବଦରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନେଇ ଅଙ୍ଗୁଳି ଉଠାଇଲେ। ସିପିଆଇ ଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ବି ଏ…

ରଥଯାତ୍ରାରେ ଦେବାକୁ ପଡିବ ନାହିଁ ଟୋଲ୍ ଫି

ପୁରୀ()   ଗୁଣ୍ଡିଚା, ବାହୁଡା, ସୁନାବେଶ ଦିନରେ ଟୋଲ୍ ଗେଟ୍ ଫି ଛାଡ ହେବ । ପିପିଲି ଟୋଲ୍ ଗେଟ୍ ଦେଇ ଗଲେ କୌଣସି ଗାଡି ପାଇଁ ଟିକସ ପଡ଼ିବ ନାହିଁ । ତାସହ ରାଜପଥର ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ଏ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…