Odia News Portal

ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି

ଭୁବନେଶ୍ବର () ଷୋଢଷ ବିଧାନସଭାର ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ଆଉ ସରକାରୀ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ । ବିଜେଡି ପକ୍ଷରୁ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପଦବୀ ପାଇଁ ମନୋନିତ କରାଯାଇଥିବା ବେଳେ…

ଧୋନିଙ୍କୁ ସମର୍ଥନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ()  ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଆଇସିସି ଆପତ୍ତି ଉଠାଇବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଧୋନି କିଛି ଭୁଲ କରି ନାହାନ୍ତି, ଏହି ପ୍ରସଙ୍ଗରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିବା ଉଚିତ ବୋଲି…

କାଳିଆ ପାଇଁ ୩୨୩୪ କୋଟି ବ୍ୟୟ ବରାଦ

ଭୁବନେଶ୍ବର ()  କାଳିଆପାଇଁ ୩୨୩୪କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର ।୨୫ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର କାଳିଆ ଟଙ୍କା ମିଳିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ…

ବିଜେପିରେ ଖୁସି ନାହାନ୍ତି ବାପା: ସମ୍ବିତ

ଭୁବନେଶ୍ବର()   ସୁପ୍ରିମୋ ଚାହିଁଲେ ଫେରିବେ ବାପା, ବିଜେପିରେ ଖୁସି ନାହାନ୍ତି ବାପା, ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ତେବେ ବିଜେଡିରୁ ବିଦା ହେବା ପରେ ନେତା ଦାମୋଦର ରାଉତ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବିଜେପି ବିଧାନସଭା ଟିକେଟ ମଧ୍ୟ…

ଅଡୁଆରେ ପାଟଣାଗଡ଼ ବିଧାୟକ

ପାଟଣାଗଡ଼()  ବିଧାୟକ ସରୋଜ ମେହେରଙ୍କ ନାଁରେ ମାମଲା ରୁଜୁ | ତାଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡର ୩୪୧, ୩୬୩,୨୯୪,୩୨୩,୩୫୩,୩୫୫ ଦଫା ଏବଂ ଅନୁସୂଚିତ ଜାତି ଓ ଉପଜାତି ନିର୍ୟାତନା ନିରୋଧ ଆଇନର ଦଫା ୩ ଲାଗିଛି | ଏହା ସହ ଗତକାଲି ଜେଇଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ | ସୂଚନାଅନୁଶାରେ,…

ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()  ୭ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଭୁବନେଶ୍ବରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ୭ଟି ଜିଲ୍ଲା ହେଲା ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,…

କେନ୍ଦ୍ରକୁ ୫୨୨୭କୋଟି ଙ୍କାର ସହାୟତା ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର()   ଗତ ମେ’ ୩ ତାରିଖରେ ଓଡ଼ିଶା ଉପକୂଳରେ ତାଣ୍ଡବ ରଚାଇଥିବା ପ୍ରଳୟଙ୍କାରୀ ବାତ୍ୟା ଫନୀ ଦ୍ୱାରା ହୋଇଥିବା କ୍ଷୟକ୍ଷତିର ଭରଣା, ପୁନରୁଦ୍ଧାର ଓ ପୁନର୍ଗଠନ କାର୍ଯ୍ୟପାଇଁ କେନ୍ଦ୍ରକୁ ୫ହଜାର ୨୨୭କୋଟି ୬୮ଲକ୍ଷ ଟଙ୍କାର କେନ୍ଦ୍ରୀୟ ସହାୟତା ମାଗିଛନ୍ତି ରାଜ୍ୟ ସରକାର । ଜାତୀୟ…

ଯୋଗୀଙ୍କ ଅପେକ୍ଷାରେ ପ୍ରେମିକା

ଲକ୍ଷ୍ନୌ()   ଚର୍ଚ୍ଚାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ହେଲେ ଏଥର କୌଣସି ରାଜନୀତି ବା ଧାର୍ମିକ କାର୍ଯ୍ୟ ପାଇଁ ନୁହେଁ ଏଥର ଯୋଗୀ ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ରହିଛନ୍ତି । ନିକଟରେ ଯୋଗୀଙ୍କ ଜନ୍ମଦିନରେ ଜଣେ ଯୁବତୀ ଭେଟିବାକୁ ଆସି ୫, କାଳିଦାସ ମାର୍ଗରେ…

ମିଶନ ଶକ୍ତି ମହିଳାଙ୍କୁ ମିଳିବ ସରକାରୀ କାମ

ଭୁବନେଶ୍ବର()  ପ୍ରତିଶୃତି ରକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦୧୯ ନିର୍ବାଚନ ବେଳେ ନବୀନ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ତାହା ପୂରଣ କରିବା ପାର୍ଯ୍ୟ ଆରମ୍ଭ କରିସାରିଲେଣି ନବୀନ । ଏସଏସଜି ମହିଳାଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଅଧିନରେ ହେଉଥିବା କାମ ପ୍ରଦାନ କରିବାକୁ ସମସ୍ତ…

୧୭ରେ ହାଇକୋର୍ଟ କାର୍ୟ୍ୟ ବର୍ଜନ

ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦରେ ନିଯୁକ୍ତି ଦାବିରେ ୧୭ରେ କାର୍ୟ୍ୟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ବାର୍ ଆସୋସିଏସନ । ହାଇକୋର୍ଟରେ ୨୭ ଜଣ ବିଚାରପତି ରହିବା କଥା । ଏବେ ଅଛନ୍ତି ମାତ୍ର ୧୩ ଜଣ ବିଚାରପତି । ସେହିପରି ଏକ ଲକ୍ଷ ୭୦ ହଜାର କେସ୍ ବିଚାରାଧୀନ ଅଛି । ଖାଲି ପଡ଼ିଥିବା…