ଆସନ୍ତୁ ଜାଣିବା କମ୍ ବୟସରେ ଦୁଷ୍କର୍ମର ଶିକାର ହୋଇଥିବା ଏହି ୫ ଅଭିନେତ୍ରୀ
ବର୍ତ୍ତମାନ ଆମ ଦେଶରେ ଅପରାଧ ଏତେ ସଂଖ୍ୟାରେ ବଢ଼ିଯାଇଛି ଯେ ମଣିଷର ଅନ୍ୟର ବୟସ ସୀମାକୁ ବି ଭୁଲିଯାଉଛି। ସେ ୫ବର୍ଷ ହେଉ କି ୬ବର୍ଷ ଗୋଟିଏ ଶିଶୁକୁ ଦୁଷ୍କର୍ମ କରିବାକୁ ପଛାଉନାହିଁ। ମହିଳା ଅପେକ୍ଷା ଏବେ ଅଧିକାଂଶ ଶିଶୁ ବା ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ଆଉ ଯେତେବଳେ…
