ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ
କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି।
ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ…