Odia News Portal

ମଧ୍ୟାହ୍ନ ୧୨ ସୁଦ୍ଧା ସର୍ବଶେଷ ଖବର

ଭୁବନେଶ୍ବର()  ଦିନ ୧୨ଟା ସୁଦ୍ଧା ଅବଗତ ହୋଇଥିବା ଟ୍ରେଣ୍ଡ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ୱନ୍ଦିତା ଜାରି ରହିଥିବା ଦେଖିବାକୁ ମିଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଠେଲି ହୋଇଯାଇଛି। ସୂଚନା ମୁତାବକ ବିଜେଡି ୮୯ଟି ବିଧାନସଭା ଆସନରେ ଆଗୁଆ…

ଭୋଟ ଗଣତିର ସର୍ବଶେଷ ସୂଚନା

ଭୁବନେଶ୍ୱର()  ମତଦାନ ଗଣତି ଚାଲିଥିବା ବେଳେ ୧୦.୫୦ ସୁଦ୍ଧାରେ ସର୍ବଶେଷ ଖବର ଦେଇଛନ୍ତି ନିର୍ବାଚନ ଅଧିକାରୀ । ସୂଚନା ଅନୁସାରେ ଲୋକସଭାର ୨ଟି ଆସନ ଯଥା କେନ୍ଦ୍ରାପଡା ଏବଂ କଟକ ଆସନ ଛଡା ବାକି ୧୯ ଟି ଆସନର ସୂଚନା ଦେଇଛନ୍ତି ନିର୍ବାଚନ ଅଧିକାରୀ । ବିଜେଡି ୧୨ଟି ଆସନରେ ଆଗୁଆ ଥିବାବଳେ…

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଧୁମ୍ ଧାମରେ ପାଳିତହେବ । କେଦାରଗୌରୀ ମନ୍ଦିରରୁ ନବଦମ୍ପତିଙ୍କୁ ଶୋଭାଯାତ୍ରାରେ ନିଆଯାଇ ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀରୋଡ୍, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ । ଏଥି…

୩୧ ବର୍ଷରେ ଗୋଟିଏ ବି ମିଳିନାହିଁ ନ୍ୟାସନାଲ୍ ଆୱାର୍ଡ

ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ସଲମାନ୍ ଖାନ ନିଜର ଫିଲ୍ମି କ୍ୟାରିୟର ୧୯୮୮ରେ ବିବି ହୋ ତୋ ଐସି ମାଧ୍ୟମରେ କରିଥିଲେ । ସେବେଠାରୁ ନେଇ ଆଜି ପର୍ୟ୍ୟନ୍ତ ଇଣ୍ଡଷ୍ଟ୍ରିରେ ପ୍ରଶଂସନୀୟ କାମ କରିଛନ୍ତି । ହେଲେ ଗୋଟିଏ ପରେ ଗୋଟିଏ ବ୍ଲକ୍ ବଷ୍ଟର୍ ଫିଲ୍ମ ଦେଇ ମଧ୍ୟ ଆଜି ଯାଏଁ ଗୋଟିଏ ବି…

ନବୀନଙ୍କ ସହ କଥା ହେଲେ ଏନ୍ସିପି ମୁଖ୍ୟ

ଭୁବନେଶ୍ବର()  ବିଜେଡି ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଏନସିପି ମୁଖ୍ୟ ଶରଦ ପାଓ୍ଵାର । ଟିଆରଏସ୍ ଚିଫ୍ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଗତ ତିନି ଦିନ ହେବ କଥା ହୋଇଥିବା ଜଣାପଡ଼ିଛି । ଦୁଇ…

୨୦୧୯ ନିର୍ବାଚନର ଫଳାଫଳ ଆସିବାକୁ ଆଉ ୨୪ ଘଣ୍ଟା

୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଆସିବାକୁ ଆଉ ମାତ୍ର ୨୪ ଘଣ୍ଟାର ସମୟ ବାକି ଥିବା ବେଳେ ବଢିଯାଇଛି ରାଜନୀତିର ପାରଦ । ନିର୍ବାଚନ ରେଜଲ୍ଟ ପାଇଁ ବଢୁଛି ଉତ୍କଣ୍ଠା । ୨୦୧୯ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ନେତାଙ୍କ ବୟାନବାଜି, ରାଜନୀତି ମଇଦାନକୁ ଅଧିକ ସରଗରମ କରିଛି । ବିଜୟ ନେଇ…

ବାରିପଦାରେ ଟ୍ରିପଲ ମର୍ଡର

ବାରିପଦା()  ବାରିପଦାରେ ଟ୍ରିପଲ ମର୍ଡର ହୋଇଛି । ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ଛେଚି ହତ୍ୟା କରିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ଶ୍ୟାମ ଭାଟି ଓ ତାଙ୍କର ଦୁଇ ସ୍ତ୍ରୀ। ତାଙ୍କର ଦୁଇ ସ୍ତ୍ରୀ…

୬ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର()   ୬ ଜିଲ୍ଲାକୁ ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି । ଆସନ୍ତାକାଲି ପର୍ୟ୍ୟନ୍ତ ଏହି ହିଟ୍ ୱେଭ୍ ଓ୍ୱାର୍ଣ୍ଣିଂ ଜାରି ରହିବ । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆସନ୍ତାକାଲି ପର୍ୟ୍ୟନ୍ତ ୬ଟି ଜିଲ୍ଲା ପାଇଁ ହିଟ୍ ୱେଭ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା…

ଲଞ୍ଚ୍ ହେଲା RISAT-2B ସାଟେଲାଇଟ୍

(ଇସ୍ରୋ) ତରଫରୁ ଶ୍ରୀ ହରିକୋଟାରୁ ସତୀଷ୍ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ PSLVC46 ଲଞ୍ଚ୍ କରିଛନ୍ତି । ଅନ୍ୟପକ୍ଷରେ PSLVC46 ର ସଫଳତାପୂର୍ଣ୍ଣ RISAT-2B ରାଡାର ପୃଥିବୀ ଅବଲୋକନ ସାଟେଲାଇଟ୍ କୁ ୫୫୫ କି.ମି. ଉଚ୍ଚତା ବିଶିଷ୍ଟ ଲୋ ଆର୍ଥ ଅର୍ବିଟ୍ ରେ ଇଞ୍ଜେକ୍ଟ କରାଗଲା । ପିଏସଏଲବୀର ଏହା ୪୮…

ଏହି ସ୍ଥାନରେ ଭାଇ ଭଉଣୀକୁ କରିଥାଏ ବିବାହ,ଜାଣନ୍ତୁ

ଆଦିବାସୀ ସମ୍ପ୍ରଦାୟର ବିଚିତ୍ର ପରମ୍ପରା ବିଷୟରେ ତ ଆପଣ ସମସ୍ତେ ଜାଣନ୍ତି। ଛତିଶଗଡ଼ର ବସ୍ତରର କାଙ୍ଗେରଘାଟିରେ ରହୁଥିବା ଧୁରବା ସମ୍ପ୍ରଦାୟରେ ଏପରି ଏକ ବିଚିତ୍ର ପରମ୍ପରା ପାଳନ କରାଯାଇଥାଏ। ଏଠାରେ ଭାଇ ଭଉଣୀ ପରସ୍ପର ସହ ବିବାହ କରିଥାଆନ୍ତି। ଏଠାରେ ପୁଅଝିଅଙ୍କ ବିବାହରେ ଅଗ୍ନିକୁ…