ଆଜି ଶେଷ ଟେଷ୍ଟ : ଭାରତ ପାଇଁ ମ୍ୟାଚ୍ ଜିତି ସରିଜ୍ ବିଜୟ ରେକର୍ଡ଼ ସୃଷ୍ଟି କରିବା ଚ୍ୟାଲେଞ୍ଜ
ସିଡନୀ : ଆଜି ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଚତୁର୍ଥ ତଥା ଶେଷ ଟେଷ୍ଟ । ଅଷ୍ଟ୍ରେଲିଆ ମାଟିରେ ଭାରତ ପାଇଁ ଆଉ ଏକ ମ୍ୟାଚ୍ ଜିତି ସରିଜ୍ ବିଜୟ ରେକର୍ଡ଼ ସୃଷ୍ଟି କରିବାର ବଡ଼ ଚ୍ୟାଲେଞ୍ଜ ରହିଛି । ଅବଶ୍ୟ ମ୍ୟାଚ୍ ଯଦି ଡ୍ର ରହେ ତେବେ ବି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ସର୍ବପ୍ରଥମ…