ମେଲବର୍ଣ୍ଣ ଟେଷ୍ଟ : ୪୪୩ ରନ୍ରେ ପାଳି ଘୋଷଣା କଲା ଭାରତ
ମେଲବର୍ଣ୍ଣ : ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍ରେ ୪୪୩ ରନ୍ କରି ପ୍ରଥମ ଇନିଂସ୍ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିନା ଓ୍ଵିକେଟ୍ରେ କରିଛି୮ ରନ୍ ।
ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ…