ମୋଦିଙ୍କ ବିପକ୍ଷରେ ଲଢିବେ ବରଖାସ୍ତ ବିଏସ୍ଏଫ ଜବାନ ତେଜବାହାଦୂର
ଲକ୍ଷ୍ନୌ : ସୀମା ସୁରକ୍ଷାବଳଙ୍କୁ ଦିଆଯାଉଥିବା ନିମ୍ନମାନର ଭୋଜନ ଭିଡିଓ ଭାଇରାଲ କରି ଚାକିରୀରୁ ବରଖାସ୍ତ ହୋଇଥିବା ଜବାନ ତେଜବାହାଦୂର ଯାଦବଙ୍କ ସମର୍ଥନରେ ଆସିଛନ୍ତି ଉତ୍ତରପ୍ରଦେଶର ସପା ଓ ବସପା ମେଣ୍ଟ।
ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲଢିବା ପାଇଁ…
