ପିକନିକ୍ ବସ୍ ଦୁର୍ଘଟଣାରେ ୩୩ ଆହତ ୨ ଗୁରୁତର
ଟ୍ରକକୁ ଧକ୍କା ଦେଲା ପିକନିକ୍ ବସ୍। ଦୁର୍ଘଟଣାରେ ୩୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ନିକଟରେ ଘଟିଛି ଏହି ଦୁର୍ଘଟଣା। କେନ୍ଦ୍ରାପଡ଼ାରୁ ରାଉରକେଲା ବେଦବ୍ୟାସକୁ ପିକନିକ୍ ପାଇଁ ଯାଉଥିଲେ। ଟ୍ରକକୁ…