ରାଜଧାନୀରେ ଚାଞ୍ଚଲ୍ୟ, ଧରା ପଡ଼ିଲା ସନ୍ଦୀଗ୍ଧ; ୭ ସିମ୍ ବକ୍ସ ଜବତ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଜଣେ ସନ୍ଦୀଗ୍ଧକୁ ମାଡ଼ି ବସିଛି କମିଶନରେଟ୍ ପୁଲିସ୍। ସିମ୍ ବକ୍ସ ମାଧ୍ୟମରେ ବେଆଇନ୍ କାର୍ଯ୍ୟ କରୁଥିବା ବେଳେ ଧରିଛି ପୁଲିସ୍। ଏଥିସହ ସେହି ଘରୁ ୭ଟି ସିମ୍ ବକ୍ସ ଜବତ କରିଛି।
ଲକ୍ଷ୍ମୀସାଗର ଥାନା ମହାଦେବ ନଗରରେ ଜଣେ!-->!-->!-->…
