Odia News Portal

ଓଡ଼ିଶା ପକ୍ଷ ନେଇ ୨ ଓଡ଼ିଆ କେନ୍ଦ୍ରରେ ମୁହଁ ଖୋଲିଲେ ନାହିଁ: ନବୀନ

ଅତାବିରା ସାଧାରଣ ସଭାରେ ଯୋଗଦେଲେ ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ କଲେ ମୁଖ୍ୟମନ୍ତ୍ରୀ । ଖରାରେ ସଭାରେ ଯୋଗଦେଇଥିବାରୁ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ଦେଲେ ମୁଖ୍ୟମନ୍ତ୍ରୀ । ବରଗଡ ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ବରିଷ୍ଠ ପର୍ୟ୍ୟବେକ୍ଷକ ଭାବେ ପ୍ରଫୁଲ୍ଲ ଘଡାଇଙ୍କୁ ନିଯୁକ୍ତ

ପ୍ରଫୁଲ ଘଡାଇଙ୍କୁ ନୂଆ ଦାୟିତ୍ୱ । ବହିଷ୍କୃତ ପ୍ରତ୍ୟାହାର ପରେ ପ୍ରଫୁଲ ଘଡାଇଙ୍କୁ ପ୍ରଥମ ଥର ପାଇଁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନି ବିଧାନସଭା ଆସନ ପାଇଁ ତାଙ୍କୁ ବରିଷ୍ଠ ପର୍ୟ୍ୟବେକ୍ଷକ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋଙ୍କ…

ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ: ନବୀନ

ଭୁବନେଶ୍ୱର () ରାଜନୀତିରେ ହିଂସାର ସ୍ଥାନ ନାହିଁ । ଖୋର୍ଦ୍ଧାରେ ଗତକାଲି ହୋଇଥିବା ରାଜନୈତିକ ହତ୍ୟା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହା କହିଛନ୍ତି । ଗତକାଲି ରାତିରେ ଖୋର୍ଦ୍ଧା ବିଜେପି ନେତାଙ୍କୁ କିଛି ଦୁର୍ବୁତ୍ତ ଗୁଳି କରି…

ନେତାଙ୍କ କାନ୍ଧରେ ଶବ, ବୋହି ନେଲେ ଶ୍ମଶାନ ….

ଜଗତସିଂହପୁର : ପାରାଦୀପ ନିର୍ବାଚନମଣ୍ତଳୀ ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ଦେଖାଇଲେ ମାନବିକତା । ସୃଷ୍ଟି କଲେ ଉଦାହରଣ । ଖବର ଅନୁୟାୟୀ ଆଜି ସେ ତିର୍ତ୍ତୋଲ ବ୍ଲକ୍ ରାଣୀତୁଳା ଗାଁରେ ଭୋଟ୍ ପ୍ରଚାର କରୁଥିବା ବେଳେ ସେହି ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ପରଲୋକ…

ବଡ ପରଦାରେ ଅନୁଷ୍କାଙ୍କୁ ଆଉ ଦେଖିବାକୁ ମିଳି ନପାରେ ! ଜଣାନ୍ତୁ କାହିଁକି ?

ମୁମ୍ବାଇ : ଆଉ ବଡ ପରଦାରେ ଦେଖିବାକୁ ମିଳି ନପାରେ ବିଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜଲଓ୍ୱା । କାରଣ ସେ କିଛିବି ସୁଟିଂ କରିବାପାଇଁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି ଜଣା ପଡିଛି । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଜିରୋ’ ଯେଉଁଥିରେ ଲିଡ୍ ରୋଲରେ ଶାହରୁଖ ଖାନ ଓ…

ଏଥର ମୋଦି ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି : ବିଜେଡି ସଭାପତି

ଭୁବନେଶ୍ୱର : ନରେନ୍ଦ୍ର ମୋଦି ଦ୍ଵିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ସେହିଭଳି ରାହୁଲ ଗାନ୍ଧୀ ଏଯାଏଁ ରାଜନୀତିରେ ପରିପକ୍ଵ ହୋଇନାହାନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ଦେଉଥିବା ସାକ୍ଷାତକାରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏଭଳି ଟିପ୍ପଣୀ…

ତିନି ସୁନ୍ଦରୀ କଲିକତା ପ୍ରତିଯୋଗିତା ପାଇଁ ମନୋନୀତ

ଭୁବନେଶ୍ୱର : ଏଫ୍‌ବିବି କଲର୍ସ ମିସ୍‌‍ଇଣ୍ଡିଆ ଆରମ୍ଭ ହୋଇଛି। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରୁ ତମନ୍ନା ବ୍ୟାସ, ଶୀତଲ ସାହୁ ଏବଂ ଅରୂପା ରଥ ଏପ୍ରିଲ ୨୩ ତାରିଖରେ ୱେଷ୍ଟର୍ଣ୍ଣ ‍କୋଲକାତାରେ ଅନୁଷ୍ଠିତ ହେବାକୁ…

ଆସନ୍ତାକାଲି ରାଉରକେଲା ଆସିଵେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଷ୍ଟାର ପ୍ରଚାରକ ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ । ଏହି ଅବସରରେ ଦିଲୀପ ରାୟଙ୍କ…

୬ଟି ମ୍ୟାଚ ହାରିବା ପରେ ପ୍ରଥମ ଥର ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ

ମୋହାଲି : ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥବ ଥର ପାଇଁ ବିଜୟ ମିଳିଛି । ମୋହାଲି ଷ୍ଟାଡିୟମରେ ଆଇପିଏଲ-୧୨ର ୨୮ତମ ମ୍ୟାଚରେ ପଂଜାବ ବିପକ୍ଷରେ ବେଙ୍ଗାଲୁରୁ ୮ ୱିକେଟରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିଂସରେ ୧୭୪ ରନ ବିଜୟ ଲକ୍ଷ୍ୟ ନେଇ…

ଆଇପିଏଲ୍‌ ୨୦୧୯ : ରାଜସ୍ଥାନ ରୟାଲ୍ସର ଦ୍ୱିତୀୟ ବିଜୟ

ମୁମ୍ବାଇ : ଚଳିତ ଆଇପିଏଲ୍‌ରେ ଆଜି ରାଜସ୍ଥାନ ରୟାଲ୍ସ ତାର ଦ୍ୱିତୀୟ ବିଜୟ ହାସଲ କରିଛି । ଏହି ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ କରିଥିଲା । ଜବାବରେ ବଟଲରଙ୍କ ୮୯ ରନ୍‌…