ଆଜି ଚତୁର୍ଥ ଦିନିକିଆ : ଏକାଧିକ ପରିବର୍ତ୍ତନରେ ଖେଳିବ ଭାରତ
ମୋହାଲିରେ ଆଜି ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଦିନିକିଆ । ତୃତୀୟ ଦିନିକିଆକୁ ହାରିଯାଇଥିବା ଭାରତ ଏହି ମ୍ୟାଚ୍ ଜିତି ସିରିଜ୍ ଆଗୁଆ କବଜା କରିବା ଲକ୍ଷ୍ୟରେ ରହିବ । ସେପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତ ସମାନ ସ୍ଥିତିକୁ ଆସିବ ଲକ୍ଷ୍ୟରେ ରହିବ । ୫ ଟିକିଆ ମ୍ୟାଚ୍ ବିଶିଷ୍ଟ…
