Odia News Portal

୫୫ରୁ ୮୫ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ

ଭୁବନେଶ୍ବର : ୨୦୧୯ରେ ଓଡ଼ିଶାରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ହେବ । ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ରିପୋର୍ଟରେ ଏହି ସୂଚନା ମିଳିଥିବା ବେଳେ ଏବେ ରାଜ୍ୟର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମର ସର୍ଭେରୁ ମଧ୍ୟ ଏହି ବିଜେଡି ବାଜିମାତ କରିବ ବୋଲି ତଥ୍ୟ ଆସିଛି ।…

ଝିଅ ବାହାଘରରେ ୫୦ ହଜାର ସହାୟତା ଦେବେ ସରକାର

ନିର୍ମାଣ ଶ୍ରମିକମାନେ ପେନସନ୍ ବାବଦରେ ଏଣିକି ୩୦୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ପାଇବେ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଏହାସହିତ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପେନସନ ରାଶିକୁ ୫୦୦…

ବିଜେଡିରେ ଯୋଗଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ

ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନିତା ବିଶ୍ବାଳ ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ସୁନୀତା । ସୁନୀତା ସୁନ୍ଦରଗଡ…

HDI ବିକାଶରେ ଶ୍ରେଷ୍ଠ ୧୦ ରାଜ୍ୟରେ ସ୍ଥାନ ପାଇଛି ଓଡ଼ିଶା

ଭୁବନେଶ୍ବର  : ମାନବ ବିକାଶ ସୂଚୀ ନେଇ SBI ରିପୋର୍ଟ ପ୍ରକାଶ ପାଇଛି । HDI ବା ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବିକାଶରେ ଓଡ଼ିଶା ଶ୍ରେଷ୍ଠ ୧୦ ରାଜ୍ୟରେ ସ୍ଥାନ ପାଇଛି । ପୂର୍ବ ଭାରତରେ HDI ବିକାଶରେ ସବୁଠାରୁ ଭଲ ପ୍ରଦର୍ଶନ କରିଛି । ସାମାଜିକ ବ୍ୟୟ କ୍ଷେତ୍ରରେ CAGR ରେ ଓଡ଼ିଶା ତୃତୀୟ…

ଆଜି ପୁଣି କନ୍ଧମାଳ ଜିଲ୍ଲା ଗସ୍ତ କରିବେ ନବୀନ

ଭୁବନେଶ୍ବର : ଆଜି ପୁଣି କନ୍ଧମାଳ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ଜିଲ୍ଲାର ନୂଆଗାଁ ବ୍ଲକର ମାହାସିଙ୍ଗ ପଂଚାୟତରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସମାବେଶରେ ପ୍ରାୟ ୧ ଲକ୍ଷ ଚାଷୀ ଯୋଗଦେବେ । ନବୀନଙ୍କ ଗସ୍ତକୁ ନେଇ ଜିଲ୍ଲା…

ରାଶି ହିସାବରେ ଜାଣନ୍ତୁ, ଆପଣଙ୍କୁ କେଉଁ ବୟସରେ ବିବାହ କରିବା ଉଚିତ୍ !

ବିବାହ ଆମ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ। କୁହାଯାଏ ଯେ ସବୁ ବ୍ୟକ୍ତିଙ୍କୁ ଉଚିତ ସମୟ ଆସିବା ପରେ ହିଁ ବିବାହ କରିନେବା ଉଚିତ। କିନ୍ତୁ ବିବାହ ପାଇଁ ଉଚିତ ସମୟ କଣ ? ଏହା ଉପରେ ଲମ୍ବା ସମୟ ଧରି ଚର୍ଚ୍ଚା ହୋଇଥାଏ। ସାଧାରଣତଃ ଏହା କୁହାଯାଏ ଯେ କୌଣସି ବ୍ୟକ୍ତିଙ୍କୁ ବିବାହ ସେତେବେଳେ…

ବିଜେଡିରୁ ବହିଷ୍କୃତ ବିଜେପିର ଆଗଧାଡିି ନେତା : ସସ୍ମିତ ପାତ୍ର

ଭୁବନେଶ୍ୱର : ବିଜେଡିରୁ ବିତାଡ଼ିତ ନେତା ବିଜେପିରେ ନିଜକୁ ଆଗଧାଡ଼ିର ନେତା ବୋଲାଉଛନ୍ତି । ନିଜକୁ ଏକଦା ବିଜୁ ଅନୁଗତ ଓ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବୋଲାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରାୟ ୯ ମାସ ଧରି ଡିଲ୍ କଲାପରେ ଶେଷରେ ନିଜର ବ୍ୟବସାୟିକ ଓ ରାଜନୈତିକ ସ୍ୱାର୍ଥ ପାଇଁ…

ଭିସା ନଥିଲେ ମଧ୍ୟ ଏହି ୧୦ଟି ଦେଶରେ ଆପଣ କରିପାରିବେ ପ୍ରବେଶ, ଆସନ୍ତୁ ଜାଣିବା ..

ସାଧାରଣତଃ ନିଜ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ପାସପୋର୍ଟ ସହ ପ୍ରଥମେ ଭିସା ତିଆରି କରିବା ଆବଶ୍ୟକ ହୋଇଥାଏ।  ଭିସା ହାସଲ କରିବା କଷ୍ଟକର ବ୍ୟାପାର ହୋଇଥାଏ।  ଭିସା ଲାଗି ବହୁତ ସମୟ ମଧ୍ୟ ଲାଗିଥାଏ। ତେବେ ଜାଣନ୍ତୁ ଏମିତି କିଛି ଦେଶ ଅଛି ଯେଉଁଠିକୁ ଯିବା ପାଇଁ ଭାରତୀୟଙ୍କୁ ଭିସା ଆବଶ୍ୟକ…

ଫେସବୁକ ପ୍ରେମ : ପ୍ରେମ କରି ଧୋକା ଦେଲା ପ୍ରେମିକ

ବାଲେଶ୍ୱର : ମହଙ୍ଗା ପଡିଲା ଫେସବୁକ ପ୍ରେମ ।ପ୍ରେମ କରି ଧୋକା ଦେଲା ପ୍ରେମିକ । ବାଲେଶ୍ବର ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିରୁଆଁ ଗାଁର ହିମାଂଚଳ ମାଟିଆଙ୍କର ଝିଅ ସୁସ୍ମିତା ମାଟିଆ । ୩ ବର୍ଷ ତଳେ ଫେସବୁକ୍ ମାଧ୍ୟମରେ ବାସୁଦେବପୁରର ଦାମୋଦର ପାଳଙ୍କ ପୁଅ ଦେବାଶିଷ ପାଳଙ୍କ ସହ ବନ୍ଧୁତା…

ତୃତୀୟ ଦିନିକିଆ : କୋହଲିଙ୍କ ଶତକ ଵେକାର, ଭାରତ ୩୨ ରନ୍‌ରେ ପରାସ୍ତ

ରାଞ୍ଚି : ବିରାଟ୍‌ ଦ ଫାଇଟର୍‌ । ଖୁବ୍‌ ଲଢ଼ିଲେ ଅଧିନାୟକ ବିରାଟ କୋହଲି । ଅଷ୍ଟ୍ରେଲିଆର ୩୧୩ ରନ୍‌ ସ୍କୋରକୁ ଜବାବ ଦେବା ଲାଗି ୪୧ତମ ଦିନିକିଆ ଶତକ କଲେ । ହେଲେ ପ୍ରାରମ୍ଭିକ ବିପର‌୍ୟ୍ୟୟ ଯୋଗୁଁ ଭାରତ ତୃତୀୟ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତ ୩୨ ରନ୍‌ରେ ହାରିଗଲା । ମ୍ୟାଚ୍‌…